-+91-9937148622 |
prerana_bgr@rediffmail.com |
Saturday 20th June 2026 |
R.N.I. Regd No. ODIODI/2010/46693
Breaking News
07-Jun-2021
ବଲାଙ୍ଗିର,(ପ୍ରେରଣା ଖବର) କରୋନା ମହାମାରୀ ସମୟରେ ବିଭିନ୍ନ ସାମାଜିକ ସଂଗଠନ ତରଫରୁ ସହଯୋଗର ହାତ ବଢାଇଥିବା ବେଳେ କ୍ଲବପଡା ସ୍ଥିତ ବିଏସ୍ ଏରୋବିକ୍ ତରଫରୁ ପୁଇଁନ୍ତଲା ବ୍ଲକ ଅଞ୍ଚଳରେ ଗରିବ ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସ୍ୱତି ପଟ୍ଟନାୟକ, ତନୁଶ୍ରୀ ମେହେର ବିଶେଷ ଭାବରେ ସହଯୋଗ କରିଥିଲେ ।