-+91-9937148622 |
prerana_bgr@rediffmail.com |
Monday 9th March 2026 |
R.N.I. Regd No. ODIODI/2010/46693
Breaking News
23-Oct-2020
ବଲାଙ୍ଗିର :- - ପାଟଣାଗଡ ଥାନା ବଥର୍ଲା ନିକଟରେ ଡକାୟତି । ତିନି ଲକ୍ଷ ପଚାଶ ହାଜର ଟଙ୍କା ଲୁଟ ପାଟଣାଗଡ଼ ଷ୍ଟେଟ ବ୍ୟାଙ୍କ ରୁ ଟଙ୍କା ଉଠାଇ ସ୍କୁଟିରେ ଫେରୁଥିବା ବେଳେ ଲୁଟିଲେ ୬ ଦୁର୍ବ୍ରୁତ୍ତ । ଲୁଟ୍ ର ଶୀକାର ହେଲେ ଖପ୍ରାଖୋଲ ବ୍ଲକ ବୁଡ଼ିବାହାଲ ଗାଁର ମାନସ ସାହୁ ଓ ସାଇରାମ ସାହୁ । । ତିନି ଲକ୍ଷ ପଚାଶ ହାଜର ଟଙ୍କା ଲୁଟ ପାଟଣାଗଡ଼ ଷ୍ଟେଟ ବ୍ୟାଙ୍କ ରୁ ଟଙ୍କା ଉଠାଇ ସ୍କୁଟିରେ ଫେରୁଥିବା ବେଳେ ଲୁଟିଲେ ୬ ଦୁର୍ବ୍ରୁତ୍ତ । ଲୁଟ୍ ର ଶୀକାର ହେଲେ ଖପ୍ରାଖୋଲ ବ୍ଲକ ବୁଡ଼ିବାହାଲ ଗାଁର ମାନସ ସାହୁ ଓ ସାଇରାମ ସାହୁ ।