-+91-9937148622 |
prerana_bgr@rediffmail.com |
Monday 9th March 2026 |
R.N.I. Regd No. ODIODI/2010/46693
Breaking News
23-Oct-2020
ପୁରୀ, ବ୍ରାଉନ ସୁଗାର ବେପାରୀଙ୍କୁ ଗିରଫ କରିଛି ପୁରୀ ବାସେଳୀ ସାହି ଥାନା ପୋଲିସ । ଗିରଫ ୪ ବେପାରୀ ହେଲେ ଖୋର୍ଦ୍ଧା ଟାଉନ ଥାନା ଅଧିନ ସାମନ୍ତରାପୁରର ବିଜୟ ବିହେରା, ନୟାଗଡ଼ ସଦର ଥାନା ଅଧିନ ରାଉତରାପୁରର ତୋଫାନ ଦଳେଇ, ପୁରୀ ସଦର ଥାନା ଅଧିନ ଗୋପୀନାଥପୁରର ସୁଭାଶିଷ ଦାସ ଓ ବଳିଆପଣ୍ଡା ଥାନା ଭବନ ଛକର ଟୁଟୁ ମଲ୍ଲିକ । ଏମାନଙ୍କ ଠାରୁ ୫.୩୨ ଗ୍ରାମ୍ ବ୍ରାଉନସୁଗାର ଜବତ ହୋଇଥିବାବେଳେ ଆନୁମାନିକ ମୂଲ୍ୟ ୫୦ ହଜାର ଟଙ୍କା ବୋଲି ପୋଲିସ କହିଛି । ଏଥିସହିତ ଏକ ବାଇକ୍ ମଧ୍ୟ ପୋଲିସ ଜଗତ କରିଛି!!*