-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||     

HOME   ଅପରାଧ

ଟିଟିଲାଗଡ଼ : ନିଜକୁ ମିଷ୍ଟର ଇଣ୍ଡିଆ ଭାବେ ପରିଚିତ କରିବା ଆଶା ରଖିଥିବା ମିଷ୍ଟର ଓଡିଶା ହତ୍ୟା ଅଭିଯୋଗରେ ଗିରଫ,ଗଳିତ ମୃତ ଦେହ ଉଦ୍ଧାର ତଦନ୍ତ ଜାରି

31-May-2021



ଟିଟିଲାଗଡ:(ପ୍ରେରଣା ଖବର) : ଓଡ଼ିଶା ପାଇଁ ଗୌରବ ସାଜିଥିବା ଜଣେ ପ୍ରତିଭା ଧାରୀ ଯୁବକ ଯିଏ କି ମିଷ୍ଟର ଇଣ୍ଡିଆ ପାଇଁ ନିଜ  ପ୍ରୟାସ ଜାରି ରଖି ମିଷ୍ଟର ଓଡ଼ିଶା ରୂପେ ଖ୍ୟାତଲାଭ କରିଥିବା ବେଳେ ନିଜ ଜଣେ ସାଙ୍ଗକୁ ଘରୁ ଡାକିନେଇ ଯୋଜନାବଦ୍ଧ ଭାବେ ଅନ୍ୟ ସହଯୋଗୀଙ୍କ ସହ ମିଶି ହତ୍ୟା କରି ମାଟିରେ ପୋତି ଦେବା ଅଭିଯୋଗରେ ପୋଲିସ ଗିରଫ କରିଥିବା ନେଇ ବେଶ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

   ସୂଚନା ଅନୁଯାୟୀ, ଟିଟିଲାଗଡ ଦେଉବନ୍ଧ ପଡା ନିଵାସୀ ଗୋବର୍ଦ୍ଧନ କାଣ୍ଡ ଙ୍କ ପୁଅ ଉମାକାନ୍ତ କାଣ୍ଡ(ବ-୨୨) କୁ ଗତ ୩ ତାରିଖ ଦିନ ତାର ସାଙ୍ଗ ରୁମାନ ବଗର୍ତ୍ତି ଫୋନ ଯୋଗେ ତାର ବଡ଼ ଭଉଣୀଙ୍କ ମ୍ୟାଡ଼ିକାଲ କାମ ଅଛି ଏଣୁ

ରାୟଗଡା ଯିବ ବୋଲି  ସେ ଘରେ କହିଥିଲା । ତା ପରଦିନ ତା୦୩-୦୫-୨୧ରିଖ ଦିନ ଉକ୍ତ ରୁମାନ ଉମାକାନ୍ତ ଙ୍କ ଘରକୁ ଆସି ଡାକିନେଇ ଯାଇଥିଲା । ଉମାକାନ୍ତ ଓ ରୁମାନ ମିଶି ରାୟଗଡା ଯାଇ ତାର ନାନୀ ଘରେ ଖାଇ ଥିଲେ । ହେଲେ ସନ୍ଧ୍ୟା ପ୍ରାୟ ଚାରିଟା ବେଳକୁ ଦୁହେଁ କେଉଁଆଡ଼େ ଚାଲିଯାଇଥିଲେ ବୋଲି ଉକ୍ତ ରୁମାନ ର ନାନୀ ଘରୁ ସୂଚନା ମିଳିଛି । ଉକ୍ତ ଦିନ ରୁ ଉମାକାନ୍ତ କେଉଁ ଆଡେ ନିଖୋଜ ହୋଇଯାଇଥିଲେ । ଯାହା କି ରୁମାନ ଗତ ତା୦୬-୦୫-୨୧ରିଖ ଦିନ ନିଜ ସିରଭଟା ପଡା ସ୍ଥିତ ବାସଭବନ କୁ ଫେରି ଆସିଥିବା ଜାଣି ତଥା ଉମାକାନ୍ତ ର ମୋବାଇଲ ଫୋନ ବନ୍ଦ ଥିବା ରୁ ପରିବାର ଲୋକେ ରୁମାନକୁ ଯାଇ ପଚାରିଥିବା ବେଳେ ସେ ଉକ୍ତ ଦିନ ସନ୍ଧ୍ୟା ଠାରୁ କେଉଁ ଆଡେ ଗଲା କିଛି ଜାଣି ନ ଥିବା କହିଥିଲା । ପରେ ପରିବାର ଲୋକେ  ଅନେକ ଖୋଜା ଖୋଜି କରି କିଛି ସୂଚନା ନ ପାଇ ଗତ ତା୧୧-୦୫-୨୦୨୧ ରିଖ ଦିନ ଟିଟିଲାଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏସ ଆଇ ସାବିତ୍ରୀ ଖାଖା ମାମଲା ସଂଖ୍ୟା,୪୦/୨୧ ଅନୁଯାୟୀ ଏକ କେଶ ରୁଜ୍ଜୁ କରି ଥିଲେ । ପୋଲିସ ରୁମାନକୁ ତଦନ୍ତ ପରିସର ଭୁକ୍ତ କରି ତଦନ୍ତ କ୍ରମେ ତାକୁ ହତ୍ୟା କରାଯାଇଥିବା ସନ୍ଦେହ କରି ରାୟଗଡ଼ା ଜିଲ୍ଲା ଥେରୁବାଲି କୁ ଗତ ୨୮ ତାରିଖରେ ଟିଟିଲାଗଡ ଥାନା ଅଧିକାରୀ ରଂଞ୍ଜନ ବାରିହାଙ୍କ ନିର୍ଦେଶକ୍ରମେ ପୁଲିସ ଏସ ଆଇ ସାବିତ୍ରୀ ଖାଖା ଙ୍କ ନେତୃତ୍ୱରେ ଏ ଏସ ଆଇ ଧର୍ମେନ୍ଦ୍ର ମାଝୀ ଏକ ସ୍ୱତନ୍ତ୍ର ଟିମ ଗଠନ କରି ଉକ୍ତ ରୁମାନକୁ ନେଇ ରାୟଗଡା ଯାଇ ଥିଲେ । ପୋଲିସ ଟିମ ସହ ନିଖୋଜ ଉମାକାନ୍ତଙ୍କ ବାପା ଗୋବର୍ଦ୍ଧନ କାଣ୍ଡ ଓ ତାଙ୍କ ବଡ଼ପୁଅ  ପହଞ୍ଚି ଥିଲେ । ଉକ୍ତ ରାୟଗଡ଼ା ରେ ସବିଶେଷ ତଦନ୍ତ କରି ରୁମାନ ତାର ଅନ୍ୟ ଦୁଇ ଜଣ ସମ୍ପର୍କୀୟ ଭାଇ ପ୍ରଶାନ୍ତ ବଗର୍ତ୍ତି ଓ ବିକାଶ ଭଟ ଙ୍କ ସହ ମିଶି ଉମାକାନ୍ତ କୁ ହତ୍ୟା କରି ଥେରୁବାଲି ଥାନା ଅନ୍ତର୍ଗତ ନିକଟସ୍ଥ ପାଇକ ପଡ଼ା ର ଏକ ନାଲ ନିକଟରେ ହତ୍ୟା କରି ମାଟିରେ ପୋତି ଦେଇଥିବା ଜଣାଯାଇଥିଲା । ଅଭିଯୁକ୍ତ ରୁମାନ ଓ ଅନ୍ୟ ଦୁଇ ଜଣଙ୍କୁ ପୋଲିସ ଉକ୍ତ ସ୍ଥାନକୁ ନେଇ ଗଳିତ ସବ ଉଦ୍ଧାର କରାଯାଇଛି । ଉକ୍ତ ସବ କୁ ପୋଲିସ ଗତ ୩୦ ତାରିଖରେ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ସୂଚନା ମିଳିଛି । ଉକ୍ତ ମୃତ ଉମାକାନ୍ତକୁ କାହିଁକି ଓ କେଉଁ କାରଣରୁ ହତ୍ୟା କଲେ ସେ ନେଇ କିଛି ସବିଶେଷ ସୂଚନା ମିଳି ପାରିନାହିଁ । ତଦନ୍ତ ଚାଲିଥିବା ଓ ଉକ୍ତ ରାୟଗଡା ତଥା ଥେରୁବାଲି ପୋଲିସ ତରଫରୁ ଟିଟିଲାଗଡ ଥାନା ପରି ସ୍ୱତନ୍ତ୍ର ମାମଲା ରୁଜ୍ଜୁ କରାଯାଇଛି କି ନାହିଁ ବର୍ତ୍ତମାନ ସୁଦ୍ଧା ସଠିକ ଖବର ଫୋନ ଯୋଗେ ଜଣାପଡି ପାରି ନାହିଁ । ପ୍ରକାଶଯୋଗ୍ୟ ଯେ,  

ରୋମାନ ବଡି ବିଲ୍ଡିଂଗ କ୍ଷେତ୍ରରେ ମିଷ୍ଟର ଓଡ଼ିଶା ଭାବେ ସମ୍ମାନିତ ହୋଇ ଓଡିଶାରେ ବେଶ ପରିଚିତ ହୋଇ ମିଷ୍ଟର ଇଣ୍ଡିଆ ହେବା ପାଇଁ ଆଶା ରଖିଥିଲେ । ତେବେ ପ୍ରକୃତ ରହସ୍ୟ କଣ ? ସେ ନେଇ ସବିଶେଷ ତଥ୍ୟ ସଂଗ୍ରହ କରିବା ସହ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ବିଧାନ କରାଯାଉ ବୋଲି ମୃତ ଉମାକାନ୍ତଙ୍କ ପରିବାର ଲୋକେ ଆମ ନିକଟରେ ପ୍ରକାଶ କରିଛନ୍ତି । ଏକ ଗାଡି ଭଡ଼ା କରି ଉମାକାନ୍ତଙ୍କ ପରିବାର ଲୋକେ ଥେରୁବାଲି କୁ ଯାଇ ସେଠି ତାଙ୍କ ଶବ କ୍ରିୟାକର୍ମ କରି ଫେରିବେ ବୋଲି କହିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026
  ଜିଲ୍ଲା  
ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ   16-Sep-2026
  ଜିଲ୍ଲା  
ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   16-Sep-2026
  ଜିଲ୍ଲା  
ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   16-Sep-2026
  ଜିଲ୍ଲା  
ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   16-Sep-2026

You Might Also Like