-+91-9937148622 |
prerana_bgr@rediffmail.com |
Monday 29th June 2026 |
R.N.I. Regd No. ODIODI/2010/46693
Breaking News
29-May-2021
ବଲାଙ୍ଗିର,(ପ୍ରେରଣା ଖବରା) ଆଜି ସନ୍ଧ୍ୟାରେ ମାରୱାଡି ମହିଳା ସମିତି ତରଫରୁ ନାରୀ ଶକ୍ତି ଫାଉଣ୍ଡେସନକୁ କୋଭିଡ୍ କିଟ ପ୍ରଦାନ କରାଯାଇଥିଲା । ମହିଳା ସମିତିର ଅଧ୍ୟକ୍ଷା ନିରୁ ଦେବୀ ଅଗ୍ରୱାଲ, ପରିବେଶ ବିଭାଗ ଚେୟାରମେନ୍ ସବିତା ଅଗ୍ରୱାଲ, ଶିଶୁ ବିକାଶ ଚେୟାରମେନ କମଳା ଅଗ୍ରୱାଲ ଓ ପୂର୍ବତନ ସଭାପତି ଦୁର୍ଗେଦେବୀ ଅଗ୍ରୱାଲ ଉପସ୍ଥିତ ରହି ନାରୀ ଶକ୍ତି ପାଉଣ୍ଡେସନର ଅଧ୍ୟକ୍ଷ ନୂତନ ଦାସ, ନୂତନ ସିନ୍ଧ୍ରିଆ ଓ ଶ୍ରବଣୀ ମେହେରଙ୍କୁ କୋଭିଡ୍ କିଟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ରେଡକ୍ରସର ଉପାଧ୍ୟକ୍ଷ ବିଷ୍ଣୁ ପ୍ରସାଦ କେଡିଆ ଙ୍କ ଘରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।