-+91-9937148622 |
prerana_bgr@rediffmail.com |
Wednesday 11th March 2026 |
R.N.I. Regd No. ODIODI/2010/46693
Breaking News
22-Oct-2020
ପିଆଜ ଯେପରି ଚଢ଼ା ଦରରେ ବିକ୍ରି ନ ହୁଏ, ସେ ନେଇ ଜିଲ୍ଲାପାଳମାନଙ୍କୁ ନଜର ରଖିବାକୁ ପତ୍ର ଲେଖିଲେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ସଚିବ। ଯେଉଁ ରାଜ୍ୟ ଗୁଡିକ ଉପରେ ପିଆଜ ପାଇଁ ଓଡ଼ିଶା ନିର୍ଭରଶୀଳ, ସେଠାରେ କ୍ଷତି ହୋଇଛି। ଏହା ଜାତୀୟ ସ୍ଥିତି ହୋଇଥିବା ସତ୍ତ୍ୱେ, କିଛି ବେପାରୀ ଚଢ଼ା ଦରରେ ବିକ୍ରି କରି ଅଧିକ ଲାଭ କରିପାରନ୍ତି। ତେଣୁ ଏହା ଉପରେ ଖେତ୍ରାଧିକାରୀଙ୍କ ଦ୍ୱାରା ପିଆଜର ଯୋଗାଣ, ପାଇକରି ଓ ଖୁଚୁରା ଦର ଉପରେ ଦୈନିକ ନଜର ରଖିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦିଆଯାଇଛି।