-+91-9937148622 |
prerana_bgr@rediffmail.com |
Sunday 8th March 2026 |
R.N.I. Regd No. ODIODI/2010/46693
Breaking News
27-May-2021
ଆନନ୍ଦପୂର(ପ୍ରେରଣା ଖବର) ରାଜ୍ୟରେ ବାତ୍ୟା ପରେ ବନ୍ୟା ସ୍ଥିତି ନାହିଁ କିନ୍ତୁ ବୈତରଣୀ ବିପଦ ସଙ୍କେତ ଉପରେ ପ୍ରଭାବିତ ହେଉଛି । ଆନନ୍ଦପୁର ପାଖରେ ବୈତରଣୀ ବିପଦ ସଂକେତ ଉପରେ ଜଳ ପ୍ରଭାବିତ ହେଉଛି ବୋଲି । ଜ୍ୟୋତିର୍ମୟ ରଥ, ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ଦେଇଛନ୍ତି
ବର୍ତ୍ତମାନ 38.36 ମିଟର ସହ ବିପଦ ସଙ୍କେତ ଉପରେ ରହିଛି । ଆଗକୁ ଏହି ଠାରେ 40.85 ମିଟର ରେ ଜଳ ପ୍ରଭାହିତ ହେବ । ଆଖୁଆପଦା ଠାରେ ଜଳସ୍ତର ବଢ଼ିବ ବୋଲି ଏହି ଅବସରରେ ଶ୍ରୀ ଶ୍ରୀମତି ରଥ ସୂଚନା ଦେଇଛନ୍ତି l ବୁଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖା ରେ ବିପଦ ସଙ୍କେତ ତଳେ ଜଳ ପ୍ରଭାବିତ ହେଉଛି । ସାଳନ୍ଦୀ ରେ ବି ଜଳସ୍ତର କମ ରହିଛି । ସମୁଦ୍ର ଜୁଆର ପାଣି ଓ ପବନ ମାଡ଼ ହେବା ଦ୍ୱାରା ଆମର ଅନେକ ଲୁଣା ବନ୍ଧ ଡ୍ୟାମେଜ ହୋଇଛି । ଆମେ ତାର ଆକଳନ କରୁଛୁ । କେନ୍ଦ୍ରାପଡା, ବାଲିଆପାଳ ଭଳି ଜାଗାରେ ଲୁଣା ବନ୍ଧ ଅଧିକ ମାତ୍ରାରେ ନଷ୍ଟ ହୋଇଛି ବୋଲି ଶ୍ରୀମତୀ ରଥ ଙ୍କ ସୂଚନା ରହିଛି l