-+91-9937148622 |

prerana_bgr@rediffmail.com |

  Sunday 8th March 2026 |

| | | |

R.N.I. Regd No. ODIODI/2010/46693

Breaking News

୧୪-୧୫ ବର୍ଷୀୟ କିଶୋରୀମାନଙ୍କ ପାଇଁ ଦେଶବ୍ୟାପୀ ଏଚ୍‌ପିଭି ଟୀକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ   (07-Mar-2026)       ||      ଓଡ଼ିଆ ଚଳଚ୍ଚିତ୍ର "ଲାଇନବାଲା"ର ପୋଷ୍ଟର ଉନ୍ମୋଚନ ଓ ଟିଜର ରିଲିଜ୍   (07-Mar-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ସମୀକ୍ଷା ବୈଠକ    (07-Mar-2026)       ||      ସଶକ୍ତ ମହିଳାଙ୍କ ସମର୍ପଣର ପର୍ବ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ   (07-Mar-2026)       ||      ସର୍ବଭାରତୀୟ ସିଭିଲ ସର୍ଭିସ ପରୀକ୍ଷାରେ  ୧୦୦ ତମ ସ୍ଥାନ ହାସଲ କରିଥିବା ସାତ୍ତ୍ୱିକ ସତ୍ୟକାମଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ   (07-Mar-2026)       ||      ବରପାଲି ପ୍ରାଥମିକ କୃଷି ସମବାୟ ସମିତି ର ବାର୍ଷିକ ସାଧାରଣ ସଭା   (07-Mar-2026)       ||      ରେଶମ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୧୨୫ ବର୍ଷ ପୂର୍ତ୍ତି ଅବସରରେ ମହୋତ୍ସବ ପାଳନ ପାଇଁ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳ ଙ୍କୁ ନିମନ୍ତ୍ରଣ   (07-Mar-2026)       ||      ଏକ ଦିବସୀୟ ଜାତୀୟ ସଂଗୋଷ୍ଠୀ ଅନୁଷ୍ଠିତ    (07-Mar-2026)       ||      ୮ କ୍ଵିଣ୍ଟାଲ ୯୧ କେଜି ଗଞ୍ଜେଇ ଜବତ; ୧ ଗିରଫ*- *ସୁବର୍ଣ୍ଣପୁର ପୋଲିସ କୁ ବଡ଼ ସଫଳତା*-   (07-Mar-2026)       ||      ସୁନ୍ଦରଗଡ଼ରେ ସାଇବର୍ ଥାନା ଉଦ୍‌ଘାଟିତ   (07-Mar-2026)       ||      ବିସ୍ଥାପିତ ପ୍ରତିଭା ସମ୍ମାନ- ସୁକତେଲ ମହୋତ୍ସବ ଅବସରରେ ପ୍ରଶଂସନୀୟ ଉଦ୍ୟମ    (07-Mar-2026)       ||      ରେଶମ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶତପଞ୍ଚବିଂଶତି ଜୟନ୍ତୀ ପାଳନ ଉପଲକ୍ଷେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ   (07-Mar-2026)       ||      କେନ୍ଦ୍ର ପର୍ଯ୍ୟଟନ କମିଶନରଙ୍କ କନ୍ଧମାଳ ଗସ୍ତ, ବିଭିନ୍ନ ପ୍ରକଳ୍ପ ସହ ଅଙ୍ଗନବାଡ଼ି ଓ ଉପସ୍ୱାସ୍ଥ୍ୟକେନ୍ଦ୍ର ବୁଲିଲେ   (07-Mar-2026)       ||      ମାଟିରେ ମିଶିଲା ଶତାୟୁଅନୁଷ୍ଠାନ “ସୁନ୍ଦରକୁମାରୀ ଲେଡିଜ କ୍ଲବ”   (07-Mar-2026)       ||      ଆଗଲପୁର ରେ ନୂତନ ଥାନା ଗୃହର ଶୁଭ ଉଦଘାଟନ   (07-Mar-2026)       ||      ଡୁଙ୍ଗୁରିପାଲି ଧରିତ୍ରୀ ସାମ୍ବାଦିକଙ୍କ ପିତୃ ବିୟୋଗ |   (07-Mar-2026)       ||      ସୁଧୁରୁନାହିଁ ଟ୍ରାଫିକ ସମସ୍ୟା: ପୋଲିସ ନିରବ, ପ୍ରଶାସନ ଚୁପ   (07-Mar-2026)       ||      *ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସୁବର୍ଣ୍ଣପୁର ରେ ଯୋଗ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ*   (06-Mar-2026)       ||      ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଜିଲ୍ଲାସ୍ତରୀୟ ସମୂହ ଯୋଗ ଶିବିର   (06-Mar-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ଠିକାଦାର ସଂଘ ପକ୍ଷରୁ ମୂଖ୍ୟମନ୍ତ୍ରୀ ଙ୍କୁ ଦାବୀ ପତ୍ର ପ୍ରଦାନ*-   (06-Mar-2026)       ||     

HOME   ଜିଲ୍ଲା

ରାଣୀସର୍ଡ଼l ଗ୍ରାମର ପୁରୋହିତ ସୌମିତ୍ରୀ ପାଢୀଙ୍କ ପରଲୋକ: ଦ୍ବାଦଶାହରେ ଗାଁ ର ବିଶିଷ୍ଟ ବ୍ୟକ୍ତିଙ୍କ ସ୍ମୃତି ଶ୍ରଦ୍ଧାଞ୍ଜଳି

27-May-2021



ତରଭା (ପ୍ରେରଣା ଖବର) :  ଗତ 16 ତାରିଖରେ ସୋନପୁର ଜିଲ୍ଲା ତରଭା ବ୍ଲକ ଅନ୍ତର୍ଗତ ରାଣୀସର୍ଡା ଗ୍ରାମର ମା ମାହେଶ୍ୱରୀ ମନ୍ଦିରର ପୂଜାରୀ ତଥା ଗ୍ରାମର ପୁରୋହିତ ସୌମିତ୍ରୀ ପାଢ଼ୀ ଙ୍କର  59 ବର୍ଷ ବୟସରେ  ପରଲୋକ ହୋଇଯାଇଛି  |
ସ୍ୱର୍ଗତ ସୌମିତ୍ରୀ ପାଢ଼ୀଙ୍କର ବିୟୋଗରେ ଆଜି ଦ୍ଵାଦଶାହ ଦିନ ରାଣୀସର୍ଡା ଗ୍ରାମବାସୀଙ୍କ ଦ୍ୱାରା ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି  | କୋଭିଡ ଗାଇଡଲାଇନ ପାଳନ କରି ଏହା ଅନୁଷ୍ଠିତ ହୋଇଯାଇଛି  | ପ୍ରଥମେ ସ୍ୱର୍ଗତ ପାଢ଼ୀଙ୍କ ଫୋଟୋ ଚିତ୍ରରେ ଫୁଲ ଓ ମାଲ୍ୟାର୍ପଣ କରାଯାଇଥିଲା  | ଶୋକ ସଭାରେ ସ୍ୱର୍ଗତ ପାଢ଼ୀଙ୍କ ସ୍ମୃତିଚାରଣ କରିଥିଲେ   | ସ୍ୱର୍ଗତ ପାଢ଼ୀଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା  | ଉକ୍ତ ଶୋକ ସଭାରେ ରାଣୀସର୍ଡା ପଂଚାୟତ ସମିତି ସଭ୍ୟ ଅନିଲ କୁମାର ସେଠ,  ରାଣୀସର୍ଡା ପଂଚାୟତ ସରପଞ୍ଚ ଚିନା ବିଶ୍ୱାଳଙ୍କ ସ୍ୱାମୀ
ଦ୍ୱାରୁ ବିଶ୍ୱାଳ,ବୃନ୍ଦାବନ ବାଗ , କୃଷ୍ଣ ଚନ୍ଦ୍ର ସାହୁ , ମାଗିରାମ ପଧାନ, ହାଡୁ କଲତା, ହିପି ଦନ୍ତା, ନନ୍ଦଲାଲ ପାତ୍ର , ଘନଶ୍ୟାମ ବେହେରା,ସଚ୍ଚିଦାନନ୍ଦ ପାଢ଼ୀ,ଧୀରେନ୍ଦ୍ର ଭୋଇ,ଜୟନାରାୟଣ ବାରିକ ,ତେଜରାଜ ପଧାନ, ଜଗଦୀଶ ଦନ୍ତା  ପ୍ରମୁଖ ଯୋଗ ଦେଇଥିଲେ l ସ୍ବର୍ଗତ ପାଢ଼ୀ ଜଣେ ମିଷ୍ଟଭାଷୀ, ସରଳ, ନିଷ୍କପଟ , ଧର୍ମପାରାୟଣ ଓ ପରୋପକାରୀ ହୋଇଥିବା ଯୋଗୁଁ ଅଂଚଳରେ ସମସ୍ତଙ୍କର ପ୍ରିୟଭାଜନ ଥିଲେ | ନିଜ ଗ୍ରାମ ରାଣୀସର୍ଡାକୁ ସେ ବହୁତ ଭଲ ପାଉ ଥିଲେ |  ତାଙ୍କ ଭଳି ଜଣେ ବ୍ୟକ୍ତିତ୍ୱଙ୍କୁ ହରାଇ ରାଣୀସର୍ଡା ତଥା ଆଖପାଖ ଅଂଚଳରେ ଶୋକର ଛାୟା ଖେଳିଯାଇଛି  | ସ୍ୱର୍ଗତ  ପାଢ଼ୀ କିଛି ବର୍ଷ ହେଲା ବଲାଙ୍ଗୀରରେ ତାଙ୍କ ପରିବାର ସହିତ ରହୁଥିଲେ  |  ସ୍ୱର୍ଗତ ପାଢ଼ୀଙ୍କ ଏଭଳି ଅସମୟରେ ବିୟୋଗ ତାଙ୍କର ସମସ୍ତ ସମ୍ପର୍କୀୟ ଓ ଶୁଭେଛୁ ମହଲରେ ଶୋକର ଛାୟା ଖେଳେଇ ଦେଇଛି  l ସ୍ୱର୍ଗତ ସୌମିତ୍ରି ପାଢ଼ୀଙ୍କ  ବିଧବା ପତ୍ନୀ ଆନନ୍ଦିନୀ ପାଢ଼ୀ , ପୁତ୍ର ତଥା  ଓଡ଼ିଶାର ଏକ ଘରୋଇ ବୈଦ୍ୟୁତିକ ଗଣମାଧ୍ୟମର କର୍ମଚାରୀ  କୁଳଦୀପ ପାଢ଼ୀ ,  ଝିଅ ଦିପ୍ତୀଵାଳା ପଣ୍ଡା  ଏବଂ ବାପା ଶିବ ଚରଣ ପାଢ଼ୀ ତଥା ସମସ୍ତ ପରିବାର ବର୍ଗ ଏବଂ ସମ୍ପର୍କୀୟ ମାନଙ୍କୁ ଏକା କରି  ସବୁଦିନ ପାଇଁ ଇହଧାମ ତ୍ୟାଗ କରିଛନ୍ତି  | 

  ଏଠାରେ ସୂଚନା ଯୋଗ୍ୟ ଯେ ସ୍ୱର୍ଗତ ସୌମିତ୍ରି ପାଢ଼ୀଙ୍କର ବଡ ଭାଇ ରଘୁନାଥ ପାଢ଼ୀ ହେଉଛନ୍ତି ଜଣେ ଅବସର ପ୍ରାପ୍ତ ବନ ଅଧିକାରୀ  ଏବଂ ସାନ ଭାଇ ରିୟାନ ରମାନାଥ ହେଉଛନ୍ତି ଦୈନିକ ଜାତୀୟ  ଇଂରାଜୀ  ଖବରକାଗଜର ବରିଷ୍ଠ ସାମ୍ବାଦିକ | ଆହୁରି ମଧ୍ୟ ସର୍ଗତ ସୌମିତ୍ରି ପାଢ଼ୀଙ୍କର ମାମୁଁ  ହେଉଛନ୍ତି ସାମ୍ବାଦିକ ଗୌରବ ସ୍ବର୍ଗତ ଶିବପ୍ରସାଦ ପାଣ୍ଡିଆ  |


News Comment




Photo in News

Advertisment
Lastest News
  ଜିଲ୍ଲା  
୧୪-୧୫ ବର୍ଷୀୟ କିଶୋରୀମାନଙ୍କ ପାଇଁ ଦେଶବ୍ୟାପୀ ଏଚ୍‌ପିଭି ଟୀକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ   07-Mar-2026
  ଜିଲ୍ଲା  
ଓଡ଼ିଆ ଚଳଚ୍ଚିତ୍ର "ଲାଇନବାଲା"ର ପୋଷ୍ଟର ଉନ୍ମୋଚନ ଓ ଟିଜର ରିଲିଜ୍   07-Mar-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ସମୀକ୍ଷା ବୈଠକ   07-Mar-2026
  ଜିଲ୍ଲା  
ସଶକ୍ତ ମହିଳାଙ୍କ ସମର୍ପଣର ପର୍ବ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ   07-Mar-2026
  ଜିଲ୍ଲା  
ସର୍ବଭାରତୀୟ ସିଭିଲ ସର୍ଭିସ ପରୀକ୍ଷାରେ  ୧୦୦ ତମ ସ୍ଥାନ ହାସଲ କରିଥିବା ସାତ୍ତ୍ୱିକ ସତ୍ୟକାମଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ   07-Mar-2026
  ଜିଲ୍ଲା  
ବରପାଲି ପ୍ରାଥମିକ କୃଷି ସମବାୟ ସମିତି ର ବାର୍ଷିକ ସାଧାରଣ ସଭା   07-Mar-2026
  ଜିଲ୍ଲା  
ରେଶମ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୧୨୫ ବର୍ଷ ପୂର୍ତ୍ତି ଅବସରରେ ମହୋତ୍ସବ ପାଳନ ପାଇଁ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳ ଙ୍କୁ ନିମନ୍ତ୍ରଣ   07-Mar-2026
  ଜିଲ୍ଲା  
ଏକ ଦିବସୀୟ ଜାତୀୟ ସଂଗୋଷ୍ଠୀ ଅନୁଷ୍ଠିତ   07-Mar-2026
  ଜିଲ୍ଲା  
୮ କ୍ଵିଣ୍ଟାଲ ୯୧ କେଜି ଗଞ୍ଜେଇ ଜବତ; ୧ ଗିରଫ*- *ସୁବର୍ଣ୍ଣପୁର ପୋଲିସ କୁ ବଡ଼ ସଫଳତା*-   07-Mar-2026
  ଜିଲ୍ଲା  
ସୁନ୍ଦରଗଡ଼ରେ ସାଇବର୍ ଥାନା ଉଦ୍‌ଘାଟିତ   07-Mar-2026
  ଜିଲ୍ଲା  
ବିସ୍ଥାପିତ ପ୍ରତିଭା ସମ୍ମାନ- ସୁକତେଲ ମହୋତ୍ସବ ଅବସରରେ ପ୍ରଶଂସନୀୟ ଉଦ୍ୟମ   07-Mar-2026
  ଜିଲ୍ଲା  
ରେଶମ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶତପଞ୍ଚବିଂଶତି ଜୟନ୍ତୀ ପାଳନ ଉପଲକ୍ଷେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ   07-Mar-2026

You Might Also Like