-+91-9937148622 |
prerana_bgr@rediffmail.com |
Friday 6th March 2026 |
R.N.I. Regd No. ODIODI/2010/46693
Breaking News
26-May-2021
ଭଞ୍ଜନଗର(ପ୍ରେରଣା ଖବର ବ୍ୟୁରୋ): ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଅନ୍ତର୍ଗତ ଜିରାବାଡ଼ି ଗ୍ରାମ ର ଶ୍ରୀ ରାଧା ଗୋପୀନାଥ ସ୍ଵାମୀ ସେବା ସମିତି ପକ୍ଷରୁ ମସ୍କ ଓ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଛି । ମହାମାରୀ କୋରାନ। ଚାଲିଥିବାରୁ କିଛି ଗରିବ ଭିକାରୀ ଓ ପକ୍ଷୀ ପଶୁ ମାନଙ୍କୁ ଖାଇବାକୁ ମିଳିପାରିନାହିଁ । କେହିବି ଅନାହାରରେ ନ ରହିବାକୁ ଖାଦ୍ୟ ଯୋଗାଇ ଦିଆଯାଇଛି । ପ୍ରଥମେ ସାନିଟାଇଜର ରେ ହାତକୁ ଧୁଆଇ ଦିଆ ଯାଇଥିଲା ଓ ତା ପରେ ରନ୍ଧା ଖାଦ୍ୟ ଦିଆଯାଇଥିଲା । ପରେ ମା ସ୍କ ଦେଈ ଜନ ଗହଳି ରେ ଥିବା ଲୋକମାନଙ୍କୁ ସଚେତନତା କରାଯାଇଥିଲା । ଜିରାବାଡ଼ି ରୁ ବାହାରି ଜଗନ୍ନାଥ ପ୍ରସାଦ ଗଣ୍ଡାଧର ଝାଡ଼ା ଭୂମୀ ବି . ଡି ପୁର ବରଗାଁ ବେଲଗୁଣ୍ଠା ଓ ଭଞ୍ଜନଗର ପଯ୍ୟନ୍ତ ବାଇକ୍ ରେ ଯାଇ ଦିଆ ଯାଇଥିଲା। ଏଥିରେ ଜଗନ୍ନାଥ ପ୍ରଧାନ ଓ କିଛି ସ୍ଵଛା ସେବୀ ତତ୍ୟବଧାନରେ ଦିଆଯାଇଥିଲା ।