-+91-9937148622 |
prerana_bgr@rediffmail.com |
Wednesday 16th September 2026 |
R.N.I. Regd No. ODIODI/2010/46693
Breaking News
23-May-2021
ବାଲିଗୁଡା,(ପ୍ରେରଣା ଖବର ବ୍ୟୁରୋ): କନ୍ଧମାଳ ଜିଲ୍ଲା ଫୁଲବାଣୀର ଜୈନକ ସାମ୍ବାଦିକଙ୍କୁ ଗାଳି କରିଥିବା ଇନ୍ସପେକ୍ଟର ଦୀପକ କୁମାର ସାମନ୍ତ ସିଂହାର ଙ୍କ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ କରି କନ୍ଧମାଳ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ କନ୍ଧମାଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଡ.ବିନୀତ ଅଗ୍ରୱାଲଙ୍କୁ ବିଭିନ୍ନ ସ୍ଥାନରୁ ଦିଆଯାଇଥିବା ଉକ୍ତ ଦାବୀ ପତ୍ର କୁ ଭିତ୍ତି କରି କନ୍ଧମାଳ ଆରକ୍ଷୀ ଅଧିକ୍ଷକ ଇନ୍ସପେକ୍ଟର ଶ୍ରୀ ସାମନ୍ତ ସିଂହାର ଙ୍କୁ ଜିଲ୍ଲା ପୁଲିସ ମୁଖ୍ୟାଳୟ ରିଜର୍ଭ କୁ ବଦଳି କରିବା ସହ ଏହାର ତଦନ୍ତ ପାଇଁ ଡିଏସପି କୃଷ୍ଣ ପ୍ରସାଦ ପଟ୍ଟନାୟକଙ୍କୁ ଦାୟୀତ୍ୱ ଦେଇଥିବା ଜଣାପଡ଼ିଛି। ପ୍ରାଥମିକ ସ୍ତରରେ ଏସପି ଙ୍କ ଏହି କାର୍ଯ୍ୟ ପାଇଁ ସଂଘ ପକ୍ଷ ରୁ ଧନ୍ୟବାଦ ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରାଯାଉଛି ।