-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
21-May-2021
ବୁର୍ଲା(ପ୍ରେରଣା ଖବର ବ୍ୟୁରୋ) : ବ୍ଲାକ ପରେ ହ୍ଵାଇଟ ଚିନ୍ତା। କରୋନା ମହାମରି ଠାରୁ ରାଜ୍ୟ ମୁକୁଲି ନଥିବା ବେଳେ ଆଉ ଗୋଟାଏ ମହାମାରୀ ବର୍ତ୍ତମାନ ଚିନ୍ତା ବଢ଼ାଇଛି। ଭିମସାରରେ ବ୍ଲାକ ଫାଙ୍ଗସ ପରେ ହୁଆଇଟ ଫଙ୍ଗସ ରୋଗୀ ଚିହ୍ନଟ l ୩ ଜଣ ହୁଆଇଟ ଫଙ୍ଗସ ରୋଗୀ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଜଣେ ରୋଗୀ ସମ୍ବଲପ ହୋଇଥିବା ବେଳେ ଆଉ ଦୁଇ ଜଣ ବରଗଡ଼ ଜିଲ୍ଲା ବୋଲି ଜଣାପଡିଛିl କୋଭିଡରେ ଆକ୍ରାନ୍ତ ହୋଇ ଏହି ରୋଗୀମାନେ ବୁର୍ଲା କୋଭିଡ-୨ରେ ଚିକିତ୍ସିତ ହେଉଛନ୍ତି । କିଛିଦିନ ହେଲା ରିଗୀଙ୍କ ମୁହଁ ଭିତରେ ଏହି ଫଙ୍ଗସ ଦେଖିବାକୁ ମିଳିଛି। ବର୍ତ୍ତମାନ ଚିକିତ୍ସିତ ହେଉଥିବା ରୋଗୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି। ଏନେଇ ଭିମସାରରେ କାର୍ଯ୍ୟରତ ଜଣେ ଡାକ୍ତର ସୂଚନା ଦେଇଛନ୍ତି।