-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
21-May-2021
ରାଉରକେଲା (ପ୍ରେରଣା ଖବର) ରାଉରକେଲା ଇସ୍ପାତ କାରଖାନାର ୨୫୨୫ କର୍ମଚାରୀ କୋଭିଡରେ ଆକ୍ରାନ୍ତ। ସେଥିମଧ୍ୟରୁ ୧୭୨୫ ଜଣ କର୍ମଚାରୀ ସୁସ୍ଥ ହୋଇଛନ୍ତି। ଅନ୍ୟ ୮ ଶହଜଣ କର୍ମଚାରୀ କୋଭିଡରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ରାଉରକେଲା ଇସ୍ପାତ କାରଖାନା ଭିତରେ କୋଭିଡ ଗାଇଡ ଲାଇନ କଡାକଡି କରାଯାଇଛି। ଆର୍ ଏସ୍ ପି ପି ଆର୍ ବିଭାଗ ପକ୍ଷରୁ ସୁଚନା ଦିଆଯାଇଛି l