-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
22-Oct-2020
*ପ୍ରତ୍ୟେକ ବର୍ଷ ଦଶହରା ପୂର୍ବର କେନ୍ଦ୍ର କର୍ମଚାରୀଙ୍କ ବୋନସ୍ ନେଇ ସରକାର ଘୋଷଣା କରନ୍ତି। କିନ୍ତୁ ଏଥର ବୁଧବାର ସକାଳ ପର୍ଯ୍ୟନ୍ତ ବୋନସ ଘୋଷଣା ହୋଇନଥିବାରୁ ଏଥର ବୋନସ ମିଳିବ ନାହିଁ ବୋଲି କର୍ମଚାରୀଙ୍କ ମଧ୍ୟରେ ଚର୍ଚ୍ଚା ହେଉଥିଲା। କିନ୍ତୁ ଆଜି ବୋନସ ଘୋଷଣା କରିଛନ୍ତି କେନ୍ଦ୍ର ସରକାର!!*