-+91-9937148622 |
prerana_bgr@rediffmail.com |
Tuesday 22nd September 2026 |
R.N.I. Regd No. ODIODI/2010/46693
Breaking News
20-May-2021
ବଲାଙ୍ଗିର, ଗତ ଅକ୍ଷୟ ତୃତୀୟା ଠାରୁ ବଲାଙ୍ଗିର ଭୀମଭୋଇ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲ୍ ପରିସରରେ ପୂଜ୍ୟପାଦ ପରମହଂସ ସ୍ୱାମୀ ଶ୍ରୀ ସତ୍ୟପ୍ରଜ୍ଞାନନ୍ଦ ସରସ୍ୱତୀଜୀ ମହାରାଜଙ୍କ ଦ୍ୱାରା ପ୍ରତିଷ୍ଠିତ “ବିଶ୍ୱାତ୍ମ ଚେତନା ପରିଷଦ ଏବଂ ଟ୍ରଷ୍ଟ”, ବଲାଙ୍ଗିର ତରଫରୁ ସ୍ୱାମୀ ସତ୍ୟବେଦାନାନନ୍ଦ ସରସ୍ୱତୀ ଏବଂ ସ୍ୱାମୀ ସତ୍ୟପ୍ରେମାନନ୍ଦ ସରସ୍ୱତୀଜୀଙ୍କ ତତ୍ତ୍ୱାବଧାନରେ କୋରୋନା଼ ରୋଗୀମାନଙ୍କୁ ଯତ୍ନ ନେଉଥିବା ସମ୍ପର୍କୀୟମାନଙ୍କ ପାଇଁ ବିଶ୍ୱାତ୍ମ ଚେତନା ଅନ୍ନପୂର୍ଣ୍ଣା ସେବା ଆରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଦୈନିକ ୧୦୦ ଜଣଙ୍କୁ ଆଶ୍ରମ ତିଆରି ସାତ୍ତ୍ୱିକ ପ୍ରସାଦ ପ୍ୟାକେଟ୍ ମାଧ୍ୟମରେ ବଣ୍ଟନ କରାଯାଉଛି । ଏଥିରେ ବିଶ୍ୱାତ୍ମ ଚେତନା ପରିବାରର ସଦସ୍ୟବୃନ୍ଦ କୋଭିଡ଼ ନିୟମ ପାଳନ ପୂର୍ବକ ସେବାଦାନ କରୁଛନ୍ତି ।