-+91-9937148622 |
prerana_bgr@rediffmail.com |
Tuesday 22nd September 2026 |
R.N.I. Regd No. ODIODI/2010/46693
Breaking News
19-May-2021
ସମ୍ବଲପୁର,(ସଂଜୀବପାଣିଗ୍ରାହୀ): ଦେବଦେବ ମହାଦେବ ଓ ମାତା ପାର୍ବତୀଙ୍କ ଲୋକାଚାର ବିବାହ ଲାଗି ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏଭଳି ସ୍ଥଳେ ନନ୍ଦପଡ଼ା ଶୀତଳଷଷ୍ଠୀ ଯାତ୍ରା କମିଟି ଓ ଚିତ୍ରୋତ୍ପଳା ଯୁବକ ସଂଘ ପକ୍ଷରୁ ବମ୍ବବରାଡ ବାଲୁଙ୍କେଶ୍ଵର ବାବାଙ୍କ ଶୀତଳଷଷ୍ଠୀ ଯାତ୍ରା ସୂଚୀ ପ୍ରକାଶ ପାଇଛି। ଆସନ୍ତା ଜୁନ ୧୧ ତାରିଖରେ ପତ୍ରପେଣ୍ଡୀ, ୧୨ରେ ନରସିଂହ ନିଉତା, ୧୪ରେ ସାକ୍ଷୀ ଗୋପୀନାଥ ଆଗମନ, ୧୫ରେ ଶିବପାର୍ବତୀ ବିବାହ, ୧୬ରେ ଶୀତଳଷଷ୍ଠୀ ଓ ୧୭ରେ ଠାକୁରଙ୍କ ମନ୍ଦିର ପ୍ରବେଶ ନୀତି ଆୟୋଜିତ ହେବ ବୋଲି ଜଣାପଡ଼ିଛି।