-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
13-May-2021
ସମ୍ବଲପୁର,(ସଂଜୀବପାଣିଗ୍ରାହୀଙ୍କରିପୋର୍ଟ): ମହାନଗର ନିଗମ ଅଞ୍ଚଳ ନିମନ୍ତେ ଆସନ୍ତା କାଲି ଅପରାହ୍ନ ୪ ଟା ସମୟରୁ ୬ ଦିନ ପର୍ଯ୍ୟନ୍ତ (ରବିବାର କୁ ବାଦ୍ ଦେଇ) ୧୮ ରୁ ୪୪ ବର୍ଷ ବୟସ୍କ ମାନଙ୍କର ଟୀକାକରଣ ନିମନ୍ତେ ସ୍ଲଟ୍ ବୁକିଂ ଆରମ୍ଭ ହେବ। ଏହି ବୟସ ବିଭାଗ ବ୍ୟକ୍ତି ବିଶେଷ ମାନେ ଏହି ସମୟ ମଧ୍ୟରେ ଟୀକାକରଣ ନିମନ୍ତେ ଅନଲାଇନ ପୋର୍ଟାଲ୍ WWW.COWIN.GOV.IN/Arogya Setu App/ UMANG App ସ୍ଲଟ୍ ଵୁକ୍ କରିପାରିବେ I ବିନା ସ୍ଲଟ ବୁକିଂ ରେ ଟୀକାକରଣ ହୋଇପାରିବ ନାହିଁ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି I