-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
12-May-2021
ପାରାଦ୍ଵୀପ(ପ୍ରେରଣା ଖବର)- ୬ ଟି ଆମ୍ବୁଲାନ୍ସ ସେବା ଆରମ୍ଭ କଲା ପାରାଦ୍ଵୀପ-ଏରସମା ଇଣ୍ଡଷ୍ଟ୍ରିଆଲ ଓ୍ବାକର୍ସ ୟୁନିୟନ। ପାରାଦ୍ଵୀପ, କୁଜଙ୍ଗ, ଏରସମା ଓ ରାହାମା ଅଞ୍ଚଳରେ ମାଗଣା ସେବା ଯୋଗାଇବ ଏହି ଆମ୍ବୁଲାନ୍ସ। ୨୪ ଘଣ୍ଟିଆ ଡାକ୍ତର ହେଲ୍ପଲାଇନ ସେବା ମଧ୍ୟ ଯୋଗାଇ ଦିଆଯିବ। ଲୋକେ ଫୋନ୍ ଯୋଗେ ଡାକ୍ତର ଙ୍କ ପରାମର୍ଶ ନେଇ ପାରିବେ। ସୂଚନା ଦେଲେ ପାରାଦ୍ଵୀପ-ଏରସମା ଓ୍ବାକର୍ସ ୟୁନିୟନ ସଭାପତି ବାପି ସାର୍ଖେଲ।