-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
11-May-2021
ବୀରମହାରାଜାପୁର (ବିନୋଦ ପାଣ୍ଡେ ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜାପୁର ବ୍ଲକର ବିଭିନ୍ନ ଗ୍ରାମରେ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ ହୋଇଥିବାରୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ୭ ଗ୍ରାମକୁ ଆବଦ୍ଧ ଅଞ୍ଚଳରେ ଘୋଷଣା କରାଯାଇଛି । ବ୍ଲକର କମିରା, ଲକ୍ଷ୍ମୀ, ଚମ୍ପାମାଳର ମାଳିପଡା, ହିଲୁଙ୍ଗର କୁଡା ସାହି, ଖଣ୍ଡହତାର ବଡକିରାସିରା ଓ ସାହଜଲଥା, ଦୁର୍ଜନତୈଲାର ମସିଣାପାଲି ଓ ମାଖନଖାଇ ଗ୍ରାମକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । ଏହି ଘୋଷଣା ଅନିର୍ଦ୍ଦିଷ୍ଟ ସମୟ ପାଇଁ ବଳବତ୍ତର ରହିବ ।