-+91-9937148622 |
prerana_bgr@rediffmail.com |
Saturday 14th March 2026 |
R.N.I. Regd No. ODIODI/2010/46693
Breaking News
20-Oct-2020
ମୟୁରଭଞ୍ଜ : ଦନ୍ତା ହାତୀ ଆକ୍ରମଣରେ ମୃତ୍ୟୁ ସଂଖ୍ୟା ୨ କୁ ବୃଦ୍ଧି। ମୃତକ ଦୁଇ ଜଣ ହେଲେ ପଳାଶମୁଣ୍ଡଳୀ ଗ୍ରାମର ୬୫ ବର୍ଷୀୟା ସୁଭଦ୍ରା ରଣା ଓ ଟୁକପଳାସିଆ ଗ୍ରାମର ଉପେନ୍ଦ୍ର ନାଥ ମହାନ୍ତଙ୍କ ସ୍ତ୍ରୀ ପରମିଲା ମହାନ୍ତ। ସକାଳେ ଘଟଣା ସ୍ଥଳରେ ସୁଭଦ୍ରାଙ୍କ ମୃତ୍ୟୁ ହୋଇଥିବା ବେଳେ ପିଆରଏମ୍ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରମିଲାଙ୍କ ମୃତ୍ୟୁ ହୋଇଛି।