-+91-9937148622 |
prerana_bgr@rediffmail.com |
Tuesday 29th September 2026 |
R.N.I. Regd No. ODIODI/2010/46693
Breaking News
04-May-2021
ବରଗଡ଼ (ମୁକୁନ୍ଦ ଦାସ) ଅତାବିରା ନିର୍ବାଚନ ମଣ୍ଡଳୀରେ ଥିବା ଅତାବିରା ବ୍ଲକର କୋଭିଡ ରୋଗୀ ଙ୍କ ସଂଖ୍ୟା କୁ ଦୃଷ୍ଟି ରେ ରଖି 50 ଗୋଟି ଖଟ, 03 ଗୋଟି ଭେନ୍ଟିଲେଟର୍, ପର୍ଯ୍ୟାପ୍ତ ପରିମାଣରେ ଅକ୍ସିଜେନ ସିଲିଣ୍ଡର ସହିତ 24 ଘଣ୍ଟିଆ ଡାକ୍ତରୀ ସେବା ଯୋଗାଇ ଦେବା ନିମନ୍ତେ ଅତାବିରାର ବିଜେପି ପ୍ରତି ନିଧି ଦଳ ଯଥା ବିଜେପି ରାଜ୍ୟକାରିଣୀ ସଦସ୍ୟ ମିଳନ ସେଟ, ଜିଲ୍ଲା ବିଜେପି ଉପସଭାପତି ସୁଶାନ୍ତ ମିଶ୍ର, ମହିଳା ମୋର୍ଚା ସଭାନେତ୍ରୀ ତଥା ସାଂସଦ ପ୍ରତିନିଧି ଶ୍ରୀମତୀ ସୁନନ୍ଦା ମେହେର, ବରିଷ୍ଠ ବିଜେପି ନେତା ଭରତ ବେହେରା, ଡି ଛତର, ମଣ୍ଡଲ ସଭାପତି ସତ୍ୟ ନାରାୟଣ ଭୋଇ, ପନ୍ଚାନନ୍ ଗୁରୂ ଏବଂ ଅନ୍ୟାନ୍ୟ ବିଜେପି ସଭ୍ୟଙ୍କ ଉପସ୍ଥିତିରେ ଜିଲ୍ଲାପାଳ ଙ୍କୁ ତହସିଲଦାରଙ୍କ ଜରିଆରେ ଏକ ଦାବିପତ୍ର କରିଥିଲେ lକ ।