-+91-9937148622 |
prerana_bgr@rediffmail.com |
Friday 2nd October 2026 |
R.N.I. Regd No. ODIODI/2010/46693
Breaking News
01-May-2021
ଆସିକା(ଦୀପକ ଗୌଡ): ଗଞ୍ଜାମ ଜିଲ୍ଲା ଆସିକା ବ୍ଳକ ବାଲିସିରା ଠାରେ ଲାଗୁହେଲା ମିନି କଣ୍ଟେମେଣ୍ଟ ଜୋନ। କରୋନାର ଦୃତ ସଂକ୍ରମଣ ସହିତ ତିନିଜଣଙ୍କର ମୃତ୍ୟୁ ହେବା ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବାଲିସିରା ଏମ ଇ ସ୍କୁଲ ଠାରୁ ରାଜୀବଗାନ୍ଧୀ ସେବାକେନ୍ଦ୍ର ପର୍ଯ୍ୟନ୍ତ ମିନି କଣ୍ଟମେଣ୍ଟ ଜୋନ ଘୋଷଣା କରାଯାଇଛି । ସ୍ଥାନୀୟ ସରପଞ୍ଚ ଜନସାଧାରଣଙ୍କୁ ସଚେତନ କରିବା ସହିତ କଣ୍ଟେମେଣ୍ଟ ଅଞ୍ଚଳକୁ ନ ଆସିବା ନିମନ୍ତେ ଅନୁରୋଧ କରିଛନ୍ତି। ମିନି କଣ୍ଟେମେଣ୍ଟ ଅଞ୍ଚଳ ପରିସରରେ ୧୪୪ ଧାରା ଲାଗୁହୋଇଥିବା ନେଇ ସୂଚନା ଦେଇଛନ୍ତି ସରପଞ୍ଚ ପ୍ରତିନିଧି।ସ୍ଥାନୀୟ ଜନତା ସହଯୋଗ କରିବା ସହିତ ଉକ୍ତ ନିଷ୍ପତିକୁ ସ୍ବାଗତ କରିଥିବା ଜଣାପଡିଛି ।
ରିପୋର୍ଟ:-ଦୀପକ ଗୌଡ଼ ଗଞ୍ଜାମ ଆସିକା ବ୍ଲକ ।