-+91-9937148622 |
prerana_bgr@rediffmail.com |
Friday 15th May 2026 |
R.N.I. Regd No. ODIODI/2010/46693
Breaking News
29-Apr-2021
ବଲାଙ୍ଗିର (ପ୍ରେରଣା ଖବର): ବଲାଙ୍ଗୀର ଜିଲ୍ଲା ମାଲପଡାର ସୁଶ୍ରୀ ତୁଳସୀ ମିଶ୍ରଙ୍କୁ ନାଟ୍ୟ ମହର୍ଷି ପ୍ରଡକ୍ସନ୍,ୟୁଟୁବ୍ ଚ୍ୟାନେଲ୍ , ପୁଡାପଦର,ଆଗଲପୁର,ବଲଙ୍ଗୀର ଅନୁଷ୍ଠାନ ଦ୍ବାରା " ରଘୁବଂଶୀ ସମ୍ମାନ" ରେ ସମ୍ମାନୀତ କରାଯାଇଛି। ତାଙ୍କର କବିତାର ଶୀର୍ଷକ "ରାମ ନବମୀ" ଉଚ୍ଚପ୍ରଶଂସିତ ହୋଇପାରିଛି । ସେ ବର୍ତ୍ତମାନ ସରସ୍ବତୀ ଶିଶୁ ବିଦ୍ୟା ଜ୍ଞାନ ମନ୍ଦିର କଦମପଡା,ବଲଙ୍ଗୀରରେ ଅଧ୍ୟୟନରତ । ତାଙ୍କର ଏହି
ସଫଳତା ପରେ ଚାରିଆଡୁ ପ୍ରଶଂସା ଓ ଶୁଭେଚ୍ଛାରସୁଅ ଛୁଟୁଛି ।