-+91-9937148622 |

prerana_bgr@rediffmail.com |

  Wednesday 13th May 2026 |

| | | |

R.N.I. Regd No. ODIODI/2010/46693

Breaking News

ପାଳଲହଡା ଅଞ୍ଚଳରେ ଅବୈଧ ଓ ଅନଧିକୃତ ଲଘୁ ଖଣିଜ ଖନନ ଏବଂ ପରିବହନ ଉପରେ ଚଢାଉ ହାଇବା ଜବତ    (13-May-2026)       ||      ମା ଙ୍କୁ ମନେ ପକାଇଲେ ଲାବଣ୍ୟବତୀ ଚାରିଟେବୁଲ ଟ୍ରଷ୍ଟ ର ସଭ୍ୟସଭ୍ୟା    (13-May-2026)       ||      ସାଇଟ କଲେଜରେ ବିଶ୍ୱ ସେବିକା ଦିବସ ପାଳନ   (13-May-2026)       ||      କଟକ ସଦର ବ୍ଲକରେ ଅନ୍ତୋଦୟ ଯୋଜନାରେ ଅନିୟମିତତା    (13-May-2026)       ||      ଦୁଇ ଶିକାରୀ ଙ୍କୁ ଗିରଫ କରିବା ସହ ଦୁଇଟି ଦେଶୀ ବନ୍ଧୁକ ଜବତ   (12-May-2026)       ||      *ସୁବର୍ଣ୍ଣପୁର ଠାରେ ମୁଖ୍ୟମନ୍ତ୍ରୀ ଟ୍ରଫି ଫୁଟବଲ ଉଦ୍ଘାଟନ*   (12-May-2026)       ||      *ସାମ୍ବାଦିକ ସଙ୍ଘ ତରଫରୁ ଡାବୁଗାଁ ଥାନା ନୂତନ ଆଇ.ଆଇ.ସିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା*   (12-May-2026)       ||      ସ୍ୱରାଜ ହସ୍ପିଟାଲ ଏବଂ ରିସର୍ଚ୍ଚ ଇନଷ୍ଟିଟ୍ୟୁଟରେ ଆନ୍ତର୍ଜାତୀୟ ନର୍ସ ଦିବସ ପାଳନ   (12-May-2026)       ||      ଶୋଭନୀୟ ଦେବ କନ୍ୟା ର ବିବାହ   (12-May-2026)       ||      ପୋଲିସ ପେଟ୍ରୋଳିଂ ବେଳେ ଗଞ୍ଜେଇ ଓ ସ୍କର୍ପିଓ ଜବତ୍   (12-May-2026)       ||      ବୌଦ୍ଧ ଜିଲ୍ଲାରେ ଶିକ୍ଷାର ଅଭ୍ୟୁଦୟ♦️ ସ୍ୱଳ୍ପ ଖର୍ଚରେ ଗୁଣାତ୍ମକ ଶିକ୍ଷା ପ୍ରଦାନର ଏକ ନିର୍ଭରଯୋଗ୍ୟ ପ୍ରତିଷ୍ଠାନ ଅଭ୍ୟୁଦୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ    (12-May-2026)       ||      ବଲାଙ୍ଗୀର: ଏମ୍.ସି.ଏଚ୍ ରେ ମାରୱାଡି ଯୁବାମଞ୍ଚ ପକ୍ଷରୁ ଥଣ୍ଡା ପାନୀୟ ଜଳ ମେସିନ୍ ସ୍ଥାପନ    (12-May-2026)       ||      ଟିଟିଲାଗଡ଼: ବଣିକ ସଂଘର ନିର୍ବାଚନ ଅନୁଷ୍ଠିତ    (12-May-2026)       ||      ଓଡ଼ିଆରେ ସରକାରୀ କାର୍ଯ୍ୟ ପାଇଁ ସୁବର୍ଣ୍ଣପୁରରେ ପ୍ରଶିକ୍ଷଣ ଶିବିର   (12-May-2026)       ||      *ଗୃହ ଗଣନା ରେ "ରେଡିଓ" ଶିକ୍ଷକ ମାନଙ୍କୁ ଆଶ୍ଚର୍ଯ୍ୟ କରିଛି ଓ ମୋ ବାପା ଙ୍କ ସ୍ମୃତି କୁ ଉଜ୍ଜୀବିତ କରିଛି*-   (12-May-2026)       ||      କଟକରେ ବୁଲିଲା ଖଣ୍ଡା, ୩ ଗୁରୁତର   (12-May-2026)       ||      ବିଜେପି ର ମଣ୍ଡଳ ସ୍ତରୀୟ ଯୁବମୋର୍ଚ୍ଚା ସଭାପତି ଚୟନ   (12-May-2026)       ||      ତିନି ଘରିଆ ନୂଆସାହି ରାସ୍ତା ଖାଲଖମା ଯାତାୟତ ବାଧାପ୍ରାପ୍ତ   (12-May-2026)       ||      ପୁଣି ଅଦିନିଆ ରଥଯାତ୍ରା। ଇସକନ ପକ୍ଷରୁ କରାଯାଇଛି ଏହି ରଥଯାତ୍ରା। ଦକ୍ଷିଣ ଆଫ୍ରିକା ଡର୍ବାନ ସହରରେ   (12-May-2026)       ||      ଓଡ଼ିଶା ଗସ୍ତରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ   (12-May-2026)       ||     

HOME   ଜିଲ୍ଲା

ବୌଦ୍ଧ ଜିଲ୍ଲାରେ ୧୨ ମାଇକ୍ରୋ କଣ୍ଟେନମେଣ୍ଟ

29-Apr-2021



ବୌଦ୍ଧ,(ପ୍ରେରଣା ଖବର)- କରୋନା ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ଜିଲ୍ଲାର ଦୁଇଟି ବ୍ଲକ ଓ ଏନ୍‌ଏସି ଅଂଚଳର ୧୨୩ଟି ମାଇକ୍ରୋକଂଟେନମେଂଟ କରାଯାଇଛି । ଜିଲ୍ଲା ପ୍ରଶାସନ ଘୋଷଣା କରିଥିବା ମାଇକ୍ରୋ କଂଟେନମେଂଟ  ମଧ୍ୟରେ କଂଟାମାଲ ବ୍ଲକର ପଦର ପଡା, ବିଲାସପୁର, ଖଲିଆପାଲି, ଲମ୍ବାସରା ଥିବା ବେଳେ ହରଭଙ୍ଗା ବ୍ଲକର ହରଭଙ୍ଗାକୁ ମାଇକ୍ରୋ କଂଟେନମେଂଟ ଭାବେ ଘୋଷଣା କରାଯାଇଛି । ସେହିପରି ବୌଦ୍ଧ ଏନ୍‌ଏସି ଅଂଚଳର ସୁଦସାହି, ବାବୁପାଲି, ବୁଟୁପାଲି, ବଗିଚା ସାହି, ନୂଆସାହି, ଖଲିଆ ବଗିଚା ଓ ରାଜନପାଲି ଅଂଚଳକୁ ମଧ୍ୟ ମାଇକ୍ରୋ କଂଟେନମେଂଟ ଭାବେ ଘୋଷଣା କରାଯାଇଛି । ଏହି ଘୋଷଣାର୍ପ୍‌ିଲ ୨୭ ତାରିଖ ଠାରୁ ମଇ ୪ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । ଘୋଷିତ ଅଂଚଳକୁ ଶୀଘ୍ର କଂଟେନମେଂଟ କରିବାକୁ ସଂପୃକ୍ତ ବିଡିଓ ଓ ଏନ୍‌ଏସି ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । କଂଟେନମେଂଟ ଅଂଚଳରେ ରେପଡି ରେସପନ୍ସ୍ ଟିମ୍ ଦ୍ୱାରା କଂଟ୍ରାକ୍ଟ ଟ୍ରେସିଂ ଓ ଆଇଟି- ପିସିଆର୍ ପରୀକ୍ଷା କରିବେ । ସ୍ଥାନୀୟ ତହସିଲଦାର ପ୍ରତିଦିନ ଏହାର ତଦାରଖ ଓ ସମୀକ୍ଷା କରିବେ ବୋଲି ଜଣାପଡିଛି । 


News Comment




Photo in News

Advertisment
Lastest News
  ଜିଲ୍ଲା  
ପାଳଲହଡା ଅଞ୍ଚଳରେ ଅବୈଧ ଓ ଅନଧିକୃତ ଲଘୁ ଖଣିଜ ଖନନ ଏବଂ ପରିବହନ ଉପରେ ଚଢାଉ ହାଇବା ଜବତ   13-May-2026
  ରାଜ୍ୟ  
ମା ଙ୍କୁ ମନେ ପକାଇଲେ ଲାବଣ୍ୟବତୀ ଚାରିଟେବୁଲ ଟ୍ରଷ୍ଟ ର ସଭ୍ୟସଭ୍ୟା   13-May-2026
  ଜିଲ୍ଲା  
ସାଇଟ କଲେଜରେ ବିଶ୍ୱ ସେବିକା ଦିବସ ପାଳନ   13-May-2026
  ରାଜ୍ୟ  
କଟକ ସଦର ବ୍ଲକରେ ଅନ୍ତୋଦୟ ଯୋଜନାରେ ଅନିୟମିତତା   13-May-2026
  ଜିଲ୍ଲା  
ଦୁଇ ଶିକାରୀ ଙ୍କୁ ଗିରଫ କରିବା ସହ ଦୁଇଟି ଦେଶୀ ବନ୍ଧୁକ ଜବତ   12-May-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଠାରେ ମୁଖ୍ୟମନ୍ତ୍ରୀ ଟ୍ରଫି ଫୁଟବଲ ଉଦ୍ଘାଟନ*   12-May-2026
  ଜିଲ୍ଲା  
*ସାମ୍ବାଦିକ ସଙ୍ଘ ତରଫରୁ ଡାବୁଗାଁ ଥାନା ନୂତନ ଆଇ.ଆଇ.ସିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା*   12-May-2026
  ଜିଲ୍ଲା  
ସ୍ୱରାଜ ହସ୍ପିଟାଲ ଏବଂ ରିସର୍ଚ୍ଚ ଇନଷ୍ଟିଟ୍ୟୁଟରେ ଆନ୍ତର୍ଜାତୀୟ ନର୍ସ ଦିବସ ପାଳନ   12-May-2026
  ଜିଲ୍ଲା  
ଶୋଭନୀୟ ଦେବ କନ୍ୟା ର ବିବାହ   12-May-2026
  ଜିଲ୍ଲା  
ପୋଲିସ ପେଟ୍ରୋଳିଂ ବେଳେ ଗଞ୍ଜେଇ ଓ ସ୍କର୍ପିଓ ଜବତ୍   12-May-2026
  ଜିଲ୍ଲା  
ବୌଦ୍ଧ ଜିଲ୍ଲାରେ ଶିକ୍ଷାର ଅଭ୍ୟୁଦୟ♦️ ସ୍ୱଳ୍ପ ଖର୍ଚରେ ଗୁଣାତ୍ମକ ଶିକ୍ଷା ପ୍ରଦାନର ଏକ ନିର୍ଭରଯୋଗ୍ୟ ପ୍ରତିଷ୍ଠାନ ଅଭ୍ୟୁଦୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ   12-May-2026
  ଜିଲ୍ଲା  
ବଲାଙ୍ଗୀର: ଏମ୍.ସି.ଏଚ୍ ରେ ମାରୱାଡି ଯୁବାମଞ୍ଚ ପକ୍ଷରୁ ଥଣ୍ଡା ପାନୀୟ ଜଳ ମେସିନ୍ ସ୍ଥାପନ    12-May-2026

You Might Also Like