-+91-9937148622 |
prerana_bgr@rediffmail.com |
Sunday 15th March 2026 |
R.N.I. Regd No. ODIODI/2010/46693
Breaking News
20-Oct-2020
ବଲାଙ୍ଗିର (ସନ୍ତୋଷ ଠାକୁର):- ବଲାଙ୍ଗିର ସଦରଥାନା ଅନ୍ତର୍ଗତ ବିଜାଖମନ ଠାରେ ୨ ବରିଷ୍ଠ ନାଗରିକଙ୍କୁ ମରଣାନ୍ତକ ଆକ୍ରମଣ ଓ ଲୁଟ୍ ଘଟଣା । ୩ ଅଭିଯୁକ୍ତଙ୍କୁ ଗିରଫ କଲା ସଦର ଥାନା ପୋଲିସ । ୩ ମୋବାଇଲ୍ ଜବତ ।