-+91-9937148622 |
prerana_bgr@rediffmail.com |
Tuesday 12th May 2026 |
R.N.I. Regd No. ODIODI/2010/46693
Breaking News
23-Apr-2021
କୋଦଳା (ଉମା ମହାରଣା) :ସାରା ବିଶ୍ୱରେ କରୋନା ମହାମାରି ର କାୟା ବିସ୍ତାର କରିଥିବା ବେଳେ ତା ମଧ୍ୟରୁ ଓଡିଶା ବାଦ୍ ପଡିନାହିଁ ା ଏମିତିକି ଓଡିଶାର ସମସ୍ତ ଜିଲ୍ଲାରେ କରୋନାର ଦ୍ୱୀତିୟ ଲହରି କାୟା ବିସ୍ତାର କରିଚାଲିଛି ା ଏମିତିକି ଗଞ୍ଜାମ ଜିଲ୍ଲାରେ ଦିନକୁଦିନ କରୋନା ମହାମାରିରେ ଆକ୍ରାନ୍ତ ହେଉଥିବାନେଈ ରାଜ୍ୟ ଓ କେନ୍ଦ୍ର ଶରକାରଙ୍କ ଆଦେଶ ଅନୁଯାଇ ଗଞ୍ଜାମ ଜିଲ୍ଲାପାଳ କରୋନା ଦାଉରୁ ଜନସାଧାରଣଙ୍କୁ କିଭଳି ରକ୍ଷା କରାଯାଇପାରିବ ଏନେଇ ଜିଲ୍ଲା ମଧ୍ୟରେ କାର୍ଯ୍ୟରତ ଥିବା ସମସ୍ତ ପ୍ରଶାସନ ଙ୍କୁ ଗଞ୍ଜାମ ଜିଲ୍ଲାପାଳ ଦେଇଥିବା ନିର୍ଦେଶ ଅନୁଯାଇ ବୁଗୁଡା n.a.c.ର କାର୍ଯ୍ୟ ନିର୍ବାହି ଅଧିକାରି ରଶ୍ମିରଞ୍ଜନଦାଶ ତଥା ସମସ୍ତ କର୍ମଚାରି ଙ୍କ ମିଳିତରେ ଆଜି ପର୍ଯ୍ୟଟ୍ଟନ ସ୍ଥଳି ବୁଗୁଡାର ବୂଦ୍ଧଖୋଲ , ବଳଦେବଜିଉ , ବିରଞ୍ଚିନାରାୟଣ , ରତନେଇ , ଆମ୍ବିଳିଝର , ସୁଖୁଆଖିଇ , ଏମିତି ସମସ୍ତ ପର୍ଯ୍ୟଟ୍ଟନ ସ୍ଥଳି କୁ ପୂଜକ ବ୍ୟତିତ ଦର୍ଶକ ମାନେ ପ୍ରବେଶ ନକରିବା ପାଇଁ କଡା ନିର୍ଦେଶ ଜାରିକରିଥିବାବେଳେ ବଜାରଘାଟ ରେ ଜନଗଳି ନକରିବା ଓ ସାମାଜିକ ଦୁରତ୍ୱ ରକ୍ଷାକରିବା ଓ ସମସ୍ତେ ମାସ୍କର ବ୍ୟବହାର କରିବା ପାଈଁ ବୁଗୁଡା n.a.c.ତରଫରୁ କଡା ନିର୍ଦେଶ ଜାରିକରା ଯାଇଛି ା