-+91-9937148622 |

prerana_bgr@rediffmail.com |

  Wednesday 23rd September 2026 |

| | | |

R.N.I. Regd No. ODIODI/2010/46693

Breaking News

ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||      *୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   (22-Sep-2026)       ||      *ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||      ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ    (22-Sep-2026)       ||      ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   (22-Sep-2026)       ||      ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ    (22-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (22-Sep-2026)       ||      ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ    (21-Sep-2026)       ||      ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   (21-Sep-2026)       ||      ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   (21-Sep-2026)       ||      ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   (21-Sep-2026)       ||      *ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   (21-Sep-2026)       ||      ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||     

HOME   ଜିଲ୍ଲା

ବଲାଙ୍ଗିର: ଆଜିଠୁଁ ଅନିର୍ଦିଷ୍ଟ କାଳ ପାଇଁ ମାସର ପ୍ରତ୍ୟେକ ଶନିବାର ଓ ରବିବାର ସପ୍ତାହନ୍ତ ସଟଡାଉନ

17-Apr-2021



ବଲାଙ୍ଗୀର(ସନ୍ତୋଷ କୁମାର ଠାକୁର): ସାରା ଦେଶ ଓ ସହର ମଧ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କଡ଼ାକଡୀ ଭାବେ କର୍ଫ୍ୟୁ ଓ ଲକଡାଉନ ଘୋଷଣା ଜାରି କରିଛନ୍ତି, ଯାହା କି ଆଜି ଠୁଁ ଲାଗୁ ହୋଇଛି। ଯେଉଁଥିରେ ୧୦ ଟି ଜିଲ୍ଲାରେ ସନ୍ଧ୍ୟା ୬ ଟା ରୁ ସକାଳ ୫ ଟା ପର୍ଯ୍ୟନ୍ତ କର୍ଫ୍ୟୁ ସହ ପ୍ରତ୍ୟେକ ମାସର ଶନିବାର ଓ ରବିବାର ଦୁଇ ଦିନ ଧରି ସପ୍ତାହାନ୍ତ ଲକଡାଉନ ଅନିର୍ଦ୍ଦିଷ୍ଟ କାଳ ପାଇଁ ଲାଗୁ କରାଯାଇଛି।ସେହିପରି ଏହି ସମୟରେ ଜରୁରୀକାଳୀନ ସେବା ହିଁ ଚାଲିବା ସହ ଯେଉଁ ମାନେ ଯିବା ଆସିବା କରୁଛନ୍ତି ବିଶେଷ କରି ବିଦ୍ୟୁତବିଭାଗ, ଦୁଗ୍ଧ ସେବା, ପାନୀୟଜଳ, ଗ୍ୟାସ୍, ସେହିମାନେ ହିଁ ପ୍ରମାଣପତ୍ର ଦେଖାଇବା ଭଳି ନିର୍ଦେଶ ରହିଛି।  ତାହା ସହିତ ୧୦ଟି ଜିଲ୍ଲାରେ ମଧ୍ୟ ନାଇଟ କର୍ଫ୍ୟୁର ସମୟ ପରିବର୍ତ୍ତନ କରାଯାଇଛି। ସନ୍ଧ୍ୟା ୬ଟା ରୁ ଆରମ୍ଭ କରି ସକାଳ ୫ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଜାରି ରହିବ। ସେହିପରି ବିବାହ ଉତ୍ସବ ଓ ଅନ୍ତିମ ସଂସ୍କାରରେ ମଧ୍ୟ କିଛିଟା ରୋକ ଲଗାଯାଇଛି। ବାହାଘର ପାଇଁ ୫୦ ଜଣ ଓ ଅନ୍ତିମ କ୍ରିୟା ପାଇଁ ୨୦ ଜଣଙ୍କୁ ଅନୁମତି ମିଳିଛି। ତେବେ ସାରା ରାଜ୍ୟ ସହ ଦେଶ ସହର ଓ ଜିଲ୍ଲା ଗୁଡିକ ଘଡିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଥିବା ବେଳେ ରାଜ୍ୟ ସରକାର ଏଭଳି ବଡ ନିଷ୍ପତ୍ତି ନେଇଛନ୍ତି। ସେପଟେ ଅନ୍ତରାଜ୍ଯ ବସ ଚଳାଚଳ ଉପରେ ମଧ୍ୟ ରୋକ ଲଗାଯାଇଛି। ସହର ମଧ୍ୟରେ ଯେଉଁ ବସ ଯାତାୟତ କରୁଛି। ନିର୍ଦ୍ଧାରିତ ଯେତିକି ସିଟ ସେତିକି ଲୋକ ଯାତାୟାତ କରିପାରିବେ ଓ ବସ ଟ୍ରେନ ମାଧ୍ୟମରେ ଅନେକ ଯାତ୍ରୀ ଯିବା ଆସିବା ସମୟରେ ତାହା ଉପରେ ମଧ୍ୟ ରୋକ ଲଗାଇବା ପାଇଁ ଚେଷ୍ଟା ଜାରି ରହିଛି। ସୂଚନା ଅନୁସାରେ ୨୦୨୦ ବର୍ଷର ଶେଷ ପାହାଞ୍ଚରେ କରୋନା ଲହର କମି ଆସିଥିବା ବେଳେ ପୂଣି ୨୦୨୧ ଏପ୍ରିଲ ମାସରୁ କରୋନାର ଦ୍ଵିତୀୟ ଲହର ଭୟାବହ ରୂପ ନେବାରେ ଲାଗିଛି। ବିଗତ କିଛି ମାସରେ ବର୍ତ୍ତମାନ ସଂକ୍ରମଣ ୩୦୦୦ ମୁହାଁ ହୋଇଛି। ଯାହା ରୋକ ଲଗାଇବା ପାଇଁ ରାଜ୍ୟ ସରକାର ୧୦ଟି ଜିଲ୍ଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ନୂଆପଡ଼ା, ନବରଙ୍ଗପୁର, କଲାହାଣ୍ଡି, କୋରାପୁଟ ଏବଂ ମାଲକାନଗିରି ରେ ଏହି ସବୁ ଜିଲ୍ଲାରେ ସାପ୍ତାହିକ ସଟଡାଉନ୍ ଜାରି ରହିବ ଓ ସନ୍ଧ୍ୟା ୬ ଟା ରୁ ସକାଳ ୫ ଟା ପର୍ଯ୍ୟନ୍ତ ନାଇଟ କର୍ଫୁ ଜାରି ରହିବା ଭଳି ନିର୍ଦ୍ଦେଶ ଜାରି ରହିଛି। ସେହିପରି ବଲାଙ୍ଗୀର ସହରରେ ପ୍ରଥମ ଦିନର ସଟଡାଉନ୍ ଶାନ୍ତି ଶୃଙ୍ଖଳା ସହ ଜାରି ରହିଥିବା ପ୍ରଭାବ ପରିଲକ୍ଷିତ ହୋଇଛି। ରାସ୍ତାଘାଟ ଶୂନଶାନ ଥିବା ବେଳେ ପୋଲିସ ପ୍ରଶାସନ ପକ୍ଷରୁ ସହରର ମୁଖ୍ଯ ଛକ ଗୁଡିକରେ ପୋଲିସ ମୁତୟନ ହୋଇ ଯାଞ୍ଚ ପ୍ରକ୍ରିୟା ଜାରି ରଖିଛି। ଏବଂ ରାସ୍ତା ଘାଟ ଦୋକାନ ବଜାର ବନ୍ଦ ଥିବା ଯୋଗୁ ସହର ସହ ଗ୍ରାମାଞ୍ଚଳ ଗୁଡ଼ିକର ରାସ୍ତାଘାଟ ଗୁଡିକରେ ମଧ୍ୟ ଖାଁ ଖାଁ ପରିସ୍ଥିତି ଦେଖାଦେଇଛି। ସେପଟେ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଲ ରାଣା ମଧ୍ୟ କୋଭିଡ଼ ଗାଇଡ଼ଲାଇନ ସମସ୍ତ ଜିଲ୍ଲାବାସୀଙ୍କୁ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି। ସେହିପରି ଭୀମଭୋଇ ମେଡ଼ିକାଲ କଲେଜ ସୁପ୍ରିଣ୍ଟଟେଣ୍ଡ ମହେନ୍ଦ୍ର ପଧାନ ମଧ୍ୟ ନିଜ ମତବ୍ୟକ୍ତ ରଖିଛନ୍ତି।ଭୀମଭୋଇ ମେଡ଼ିକାଲ କଲେଜରେ କୋଭିଡ଼ ୧୯ ର ସମସ୍ତ ସାଧନ ସହ ଉପଯୁକ୍ତ ଡାକ୍ତରଙ୍କ ଚିକିତ୍ସା ଥିବା ଦର୍ଶାଇଛନ୍ତି। ସେପଟେ ପୋଲିସ ପ୍ରଶାସନର କଡାକଡି ପଦକ୍ଷେପ ଜାରି ରହିଛି, ଯେଉଁଥିରେ ଜାତାୟତ କରୁଥିବା ଲୋକଙ୍କ ଉପରେ ନଜର ରଖି ପୋଲିସ ପ୍ରଶାସନ ଯାଞ୍ଚ ପ୍ରକ୍ରିୟା ଜାରି ରଖିଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ   22-Sep-2026
  ଜିଲ୍ଲା  
ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   22-Sep-2026
  ରାଜ୍ୟ  
ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   22-Sep-2026
  ଜିଲ୍ଲା  
ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ   22-Sep-2026
  ଜିଲ୍ଲା  
*ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   22-Sep-2026
  ଜିଲ୍ଲା  
*୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   22-Sep-2026
  ଜିଲ୍ଲା  
*ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   22-Sep-2026
  ଜିଲ୍ଲା  
ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   22-Sep-2026
  ରାଜ୍ୟ  
ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ   22-Sep-2026
  ଜିଲ୍ଲା  
ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   22-Sep-2026
  ଜିଲ୍ଲା  
ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ   22-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   22-Sep-2026

You Might Also Like