-+91-9937148622 |

prerana_bgr@rediffmail.com |

  Wednesday 23rd September 2026 |

| | | |

R.N.I. Regd No. ODIODI/2010/46693

Breaking News

ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||      *୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   (22-Sep-2026)       ||      *ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||      ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ    (22-Sep-2026)       ||      ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   (22-Sep-2026)       ||      ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ    (22-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (22-Sep-2026)       ||      ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ    (21-Sep-2026)       ||      ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   (21-Sep-2026)       ||      ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   (21-Sep-2026)       ||      ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   (21-Sep-2026)       ||      *ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   (21-Sep-2026)       ||      ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||     

HOME   ଜିଲ୍ଲା

ରାଜ୍ୟରେ ୨ ଶହ ୟୁନିଟି ପର୍ଯ୍ୟନ୍ତ ବିଜୁଳି ଉପଭୋକ୍ତାଙ୍କୁ ମାଗଣାରେ ଯୋଗାଇବା ଦାବିକୁ ପ୍ରତିବାଦ କରି ଧାରଣା ଓ ଅନସନ ।

16-Apr-2021



ରେଢାଖୋଲ ( ଅନିଲ କୁମାର ପୃଷ୍ଟି ): ସମ୍ବଲପୁର ଜିଲ୍ଲା ରେଢାଖୋଲ ଆମ ଆଦମି ପାର୍ଟି ଓଡିଶା ଆବାହକ ନିଶିକାନ୍ତ ମହାପାତ୍ର ବାରମ୍ବାର ବିଜୁଳି ଦର ବୃଦ୍ଧିର ଅସନ୍ତୋଷ ପ୍ରକାଶ କରି ଆଲୋଚନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ସ୍ମାରକ ପତ୍ର ପ୍ରଦାନ କରିଥିଲେ ।ରାଜ୍ୟର ଶକ୍ତି ବିଭିଗ ତରଫରୁ କୌଣସି ଉତ୍ତର ନମିଳିବାରୁ ପ୍ରାକ ସୂଚନା ଅନୁଯାୟି ଗତ ତା ୭ ଏପ୍ରିଲ ଠାରୁ ପ୍ରତିବାଦ ସ୍ୱରୁପ ଲୋୟାର ପିଏମଜି ଠାରେ ସତ୍ୟାଗ୍ରହ ଓ ଅନସନରେ ବସିଛନ୍ତି ।ଦିଲ୍ଲିରେ ଅରବିନ୍ଦ କେଜ୍ରିୱାଲ ସରକାର ଟାଟା କମ୍ପାନିଠାରୁ ବିଜୁଳି କିଣି ମାଗଣାରେ ମାସିକ ୨ ଶହ ୟୁନିଟି ବିଜୁଳି ସେବା ଦେଉଥିବା ବେଳେ ଆମ ଓଡିଶାରେ ଗରିବ ଲୋକଙ୍କୁ ଚଢା ଦରରେ ଯୋଗାଯାଉଛି ।,କୋରନାର ପ୍ରଭାବରେ ଲୋକଙ୍କର ଆର୍ଥିକ  ସ୍ତିତି ଭୁସୁଡି ପଡିଥିବା ବେଳେ ଗତ ୬ ମାସ ଭିତରେ ୫୦ ପଇସା ୟୁନିଟି ପିଛା ଦୁଇଥରରେ  ବିଜୁଳି ଦର ବୃଦ୍ଧି କରାଯାଇଛି ,ଆମ ଆଦମି ପାର୍ଟି ବିଚାର କରେ ଯେ ,ଶିକ୍ଷା,ସ୍ୱାସ୍ଥ୍ୟ,ଜଳ,ଖାଦ୍ୟ ସୁରକ୍ଷା ତଥା ବିଜୁଳି ପ୍ରତେକ ମଣିଷର ମୌଳିକ ଅତ୍ୟାବସ୍ୟକ ।ବିଜୁଳି ବଳକା ରାଜ୍ୟ ଓଡିଶାର ଦିଲ୍ଲି ସରକାର ଭଳି ପ୍ରତ୍ୟକ ଉପଭକ୍ତାକୁ ଶହ ୟୁନିଟି ପର୍ଯ୍ୟନ୍ତ ମାସିକ ମାଗଣାରେ ଯୋଗାଇବା ଜରୁରି ,।           ଏଣୁ  ବିଜୁଳି ଉସ୍ୱର ଲୋକାଭିମୁଖି ପରିଚାଳନା ଉଦ୍ଦେଶ୍ୟରେ ଆମର ୨ ଟା ଦାବି ସହ ଆପ୍ ରାଜ୍ୟ ଆବାହକ ଆମରଣ ଅନସନ ଆଜିକୁ ୧୦ ଦିନରେ ପହଁଚିଂଛି ,।   ଦାବି  ଦାବୀ ରେ ଉଲ୍ଲେଖ କରାଯାଇଛି ଯେ ବିଜୁଳି ସରବରାହ ସହ ସମ୍ପୃକ୍ତ କମ୍ପାନି ମାନଙ୍କର ୧୦ ବର୍ଷ ଆର୍ଥିକ ଲେଣଦେଣ ର ସିଏଜି ଓଡିଟ କରାଯାଉ ,ରାଜ୍ୟର ପ୍ରତ୍ୟକ ଉପଭକ୍ତାଙ୍କୁ ୨ଶହ ୟୁନିଟ ବିଜୁଳି ବ୍ୟବହାର ମାଗଣାରେ ଦିଆଯାଉ ,।ଆପ ଓଡିଶା ଏହି ବିଜୁଳି କମ୍ପାନି ମାନଙ୍କର ଲୁଟର ଦୃଢ ବିରୋଧ କରି ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ର ମାଷ୍ଟର କେଣ୍ଟିନ ଠାରେ ୭ ଏପ୍ରିଲ ଠାରୁ ଅନସନରେ ବସିଛନ୍ତି । ଏହି ପରି ପ୍ରେଖିରେ ରାଜ୍ୟର ୧୦ ରୁ ଉର୍ଧ ଛାମୁଆ ରାଜ ନୌତିକ ଦଳ ଓ ସଂଖ୍ୟାଧିକ ସାମାଜିକ ସଂଘଠନ ତଥା ମାନବିଧିକାର କର୍ମି ସତ୍ୟାଗ୍ରହରେ ସାମିଲ ହୋଇଛନ୍ତି ,।


News Comment




Photo in News

Advertisment
Lastest News
  ଜିଲ୍ଲା  
ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ   22-Sep-2026
  ଜିଲ୍ଲା  
ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   22-Sep-2026
  ରାଜ୍ୟ  
ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   22-Sep-2026
  ଜିଲ୍ଲା  
ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ   22-Sep-2026
  ଜିଲ୍ଲା  
*ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   22-Sep-2026
  ଜିଲ୍ଲା  
*୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   22-Sep-2026
  ଜିଲ୍ଲା  
*ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   22-Sep-2026
  ଜିଲ୍ଲା  
ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   22-Sep-2026
  ରାଜ୍ୟ  
ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ   22-Sep-2026
  ଜିଲ୍ଲା  
ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   22-Sep-2026
  ଜିଲ୍ଲା  
ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ   22-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   22-Sep-2026

You Might Also Like