-+91-9937148622 |

prerana_bgr@rediffmail.com |

  Saturday 19th September 2026 |

| | | |

R.N.I. Regd No. ODIODI/2010/46693

Breaking News

"ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   (19-Sep-2026)       ||      ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||      ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||      ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   (18-Sep-2026)       ||      ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||     

HOME   ଜିଲ୍ଲା

ଅଧିକାରୀଙ୍କୁ ନେଇ ଦେଓଗାଁ ଅଞ୍ଚଳରେ ନରସିଂହ: ଦୁଇଟି ପାନୀୟଜଳ ପ୍ରକଳ୍ପର ଦେଲେ ଭିତ୍ତିପ୍ରସ୍ତର- ଏକମାସ ଭିତରେ ସାମାଜିକ ସୁରକ୍ଷା ଯୋଜନା ଅନ୍ତର୍ଭୁକ୍ତ ବିକଳାଙ୍ଗ, ବିଧବା,ବାର୍ଦ୍ଧକ୍ୟ ଭାତ୍ତା ସୁନିଶ୍ଚିତ କରିବାକୁ ଦେଲେ ନିର୍ଦ୍ଦେଶ

13-Apr-2021



ବଲାଙ୍ଗିର,(ପ୍ରେରଣା ଖବର) : ବିଭିନ୍ନ୍ ବିଭାଗର ଅଧିକାରୀମାନଇଙ୍କୁ ନେଇ ଦେଓଗାଁର ବିଭିନ୍ନ ଅଂଚଳ ପରିଦର୍ଶନ କରିଛନ୍ତି ନରସିଂହ । ଏହି ଗସ୍ତ  କାର୍ଯ୍ୟକ୍ରମରେ ଦେଓଗାଁ ବ୍ଲକ ଅନ୍ତର୍ଗତ ଦଓଗାଁ ପଞ୍ଚୟତର ମଦନାପାଲି , ଚନ୍ଦ୍ରପୁର, ସାଲେପାଲି ଓ ବଡ ଡୁଙ୍ଗୁରିପାଲି ଏବଂ ବରକାନୀ ଅଂଚଳକୁ ଗସ୍ତ କରିଛନ୍ତି । ଏହି ଗସ୍ତରେ ଶ୍ରୀ ମିଶ୍ରଙ୍କ ସହ ଗ୍ରାମ୍ୟଜଳ ଯୋଗାଣ ବିଭାଗର ଅଧିକ୍ଷଣ ତଥା କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବିପିନ ଦାଶ, ସହକାରୀ ନିର୍ବାହୀ ଯନ୍ତ୍ରୀ ପିକେ  ମହାପାତ, କନିଷ୍ଠ ଯନ୍ତ୍ରୀ ମୃତ୍ୟୂଞ୍ଜୟ ରାଉତ, ଦେଓଗାଁ ଗୋଷ୍ଟି ଉନ୍ନୟନ ଅଧିକାରୀ ମୁରଲୀଧର ନାଏକ, ବ୍ଲକ ସହକାରୀ ଯନ୍ତ୍ରୀ ପ୍ରଶାନ୍ତ କୁମାର ମହାଲିଙ୍ଗ, କନିଷ୍ଠ ଯନ୍ତ୍ରୀ କୁମୁଦିନୀ ବେହେରା ଓ ସାଗରିକା ଜେନା, ବ୍ଲକ ସମାଜିକ ସୁରକ୍ଷା ଅଧିକାରୀ ଏବଂ ବ୍ଲକ ଶିକ୍ଷାଧିକାରୀ ସଂକିର୍ତନ ବାଗ

ପ୍ରମୁଖ ଉପସ୍ଥିତ ରହିି ଗାଁଲୋକଙ୍କ ସମସ୍ୟା ଶୁଣିଥିଲେ । ଅଂଚଳରେ ପଇବା ପାଣୀ ସମସ୍ୟା ଦୁର କରିବା ପାଇଁ ସାଲେପାଲି ପଞ୍ଚୟତର ବଡ ପୁଙ୍ଗୁରିପାଲି ଠାରେ ୨୮ ଲକ୍ଷ ଟଙ୍କା ଏବଂ ଜରାସିଂହା ପଞ୍ଚୟତର ଚନ୍ଦ୍ରପୁର ଠାରେ ୩୫ ଲକ୍ଷ ଟଙ୍କାର ସାମୁହିକ ଜଳ ଯୋଗାଣ ପ୍ରକଳ୍ପ ର ଶିଳାନ୍ୟାସ କରିଥିଲେ । ଉଭୟ ପ୍ରକଳ୍ପକୁ ଶିଘ୍ର ସମାପ୍ତ କରି ଲୋକଙ୍କ ପଇବା ପାଣି ସମସ୍ୟା ଦୁର କରିବା ପାଇଁ ଶ୍ରୀ ମିଶ୍ର ଉପସ୍ଥିତ ବିଭାଗିୟ ଅଧିକାରୀଙ୍କୁ କହିଥିଲେ ।ଚନ୍ଦ୍ରପୁର , ସାଲେପାଲି, ବଡ ଡୁଙ୍ଗୁରିପାଲି ତଥା ବରକାନୀ ଠାରେ ଅନୁଷ୍ଠିତ ପଥପ୍ରାନ୍ତ ସଭାରେ ଶ୍ରୀ ମିଶ୍ର ଏସବୁ ପଞ୍ଚୟତରେ  ବାକି ରହି ଯାଇଥିବା ସମାଜିକ ସୁରକ୍ଷା ଯେଜନା ଅଶନ୍ତର୍ଗତ ବିକଳାଙ୍ଗ ଭତ୍ତା, ବାର୍ଧକ୍ୟ ଭତ୍ତା, ବିଧବନା ଭତ୍ତ ଏବଂ ଗ୍ରମିଣ ବାସଗୃହ ଯୋଜନା ଅନ୍ତର୍ଗତ ସମସ୍ତ ଯେଗ୍ୟ ହିତାଧୀକାରୀ ମାନଙ୍କୁ ପକ୍କା ଘର ଏବଂ ଗାଇଗୋରୁଙ୍କ ପାଇଁ ଗୁହାଳ ଶୁନିଶ୍ଚିତ କରିବା ପାଇଁ ଉପସ୍ଥିତ ଗୋଷ୍ଟି ଉନ୍ନୟନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଅଗାମୀ ସାତ ଦିନ ମଧ୍ୟରେ ସମସ୍ତ ହିତାଧିକାରୀମାନଙ୍କ ଏକ ତାଲିକା ପ୍ରସ୍ତୁତ କରି ସମାଜିକ ସୁରକ୍ଷା ଅନ୍ତର୍ଗତ ଯୋଜନାରେ ଯୋଗ୍ୟ ହିତାଧିକାରିମାନେ ଯେପରି ଏକ ମାସ ଭୀତରେ ଭତ୍ତା ପାଇପାରିବେ ସେ ଦିଗରେ ବିଭାଗ କାମ କରିବ ବୋଲି ଶ୍ରୀ ମିଶ୍ରଙ୍କୁ ପ୍ରତିଶୃତି ଦେଇଥିଲେ । ଚନ୍ଦ୍ରପୁର ରେ ଥିବା ପିଇବା ପାଣୀ ସମସ୍ୟା ଦୁର କରିବା ପାଇଁ ବିଭୀଗିୟ ଅଧିକ୍ଷଣ ଯନ୍ତ୍ରୀ କହିଥିଲେ । ଏହି ଗସ୍ତରେ ଲୋକଙ୍କ ଦାବୀ ମୁତାବକ ଚନ୍ଦ୍ରପୁର ଠାରେ  ଏକ କମୁନିଟି ସେନ୍ଟର ଏବଂ ମଦନାପାଲି ଠାରେ ଏକ ମଣ୍ଡପ ନିର୍ମାଣ ହେବ ନେଇ ବିଧାୟକ ଘୋଷଣା

କରିଥିଲେ । ବରକାନି ଠାରେ ବିଧାୟକ ଶ୍ରୀ ମିଶ୍ରଙ୍କ ଜନ ହିତକର କାମ ଓନେତୃତ୍ୱ ପ୍ରତି ଆଶ୍ଥା ପ୍ରକଟ କରି ୩୦ରୁ ଉଦ୍ଦ୍ୱର୍ ଯୁବକ କଂଗ୍ରେସ ଦଳରେ ଯୋଗଦାନ କରିଥିଲେ । ବିଧାୟକ ଶ୍ରୀ ମିଶ୍ରଙ୍କ ଏହି ଗସ୍ତ ସମୟରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ପ୍ରତିନିଧି କାନ୍ତେଶ୍ୱର ପ୍ରଧାନ, ବ୍ଲକ ସଭାପତି ରାମଜୀ ଚୌଧୁରି, ଉମାଶଙ୍କର ପଣ୍ଡା, ଗୌନ୍ତିଆ ଦୁର୍ଗା ସିଂଦେଓ, ଯୁବନେତା ଅସିତ ମିଶ୍ର, ବିଶ୍ୱଜିତ ପାତ୍ର, କୁନା ସହୁ, ଅନ୍ତ ବେହେରା, ଅମିତ ମିଶ୍ର, ମନବୋଧ ହରପାଲ , ସମୀର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
"ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   19-Sep-2026
  ଜିଲ୍ଲା  
ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    18-Sep-2026
  ଜିଲ୍ଲା  
ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର   18-Sep-2026
  ଜିଲ୍ଲା  
ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   18-Sep-2026
  ଜିଲ୍ଲା  
ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   18-Sep-2026
  ଜିଲ୍ଲା  
କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   18-Sep-2026
  ଜିଲ୍ଲା  
*ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   18-Sep-2026
  ଅପରାଧ  
ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   18-Sep-2026
  ରାଜ୍ୟ  
ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   18-Sep-2026
  ରାଜ୍ୟ  
ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   18-Sep-2026
  ଜିଲ୍ଲା  
ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   18-Sep-2026
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026

You Might Also Like