-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
13-Apr-2021
ଉଲୁଣ୍ଡା (ଗୌରଚନ୍ଦ୍ର ପରିଛା)- ଉଲୁଣ୍ଡା ପୁଲିସ ତରଫରୁ ମାସ୍କ ଏବଂ ହେଲମେଟ ଯାଂଚ କଡାକଡି କରାଯାଉଛି । ଆଜି ଆଇଆଇସି ଚନ୍ଦ୍ରମୋହନ ସିଂଙ୍କ ତତ୍ୱାବଧାନରେ ବିଭିନ୍ନ ସ୍ଥାନରେ ଯାଂଚ କରାଯାଇ ମାସ୍କ ପିନ୍ଧିନଥିବା ୫ ଜଣ ଅମାନିଆଙ୍କ ୨ହଜାର ଲେଖାଏ ୧୦ହଜାର ଏବଂ ହେଲମେଟ ପିନ୍ଧିନଥିବା ୧୩ଜଣଙ୍କ ଠାରୁ ହଜାରେ ଲେଖାଁଏ ୧୩ହଜାର ଜରିମାନା ଆଦାୟ କରାଯାଇଥିଲା । ଏହି ଯାଂଚ ସମୟରେ ଏସଆଇ ସରତ ଚନ୍ଦ୍ର ଆଚାର୍ଯ୍ୟ, ଟଙ୍କଧର ଛତ୍ରୀଆ, ଏଏସଆଇ ପ୍ରହଲ୍ଲାଦ ବାରିକଙ୍କ ସମେତ ଅନ୍ୟାନ୍ୟ ଷ୍ଟାପ ସାମିଲ ହୋଇଥିଲେ ।