-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Sep-2026)       ||      ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||      *ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   (25-Sep-2026)       ||      ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||     

HOME   ଜିଲ୍ଲା

ଆନ୍ଧ୍ରପ୍ରଦେଶ ନିର୍ବାଚନ ଦଳ କୁ ଗିରଫ ଓ ଜେଲରେ ଭରାଯାଉ- ଭିଆଇପି

07-Apr-2021



ବଲାଙ୍ଗିର(ସନ୍ତୋଷ କୁମାର ଠାକୁର)ଓଡିଶାର କୋରାପୁଟ ଜିଲ୍ଲାର କୋଟିଆ ପଞ୍ଚାୟତରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ଦ୍ୱାରା ନିର୍ବାଚନ କରାଇବା ଭାରତ ସରକାରର ସମ୍ଭିଧାନ ଏବଂ ଫେଡେରାଲ ବ୍ୟବସ୍ଥା ଉପରେ କୁଠାରଘାତ ହୋଇଛି । ଆନ୍ଧ୍ରପ୍ରଦେଶ ନିର୍ବାଚନ ଅଧିକାରୀ ଦଳଙ୍କୁ ଗିରଫ ଓ ଜେଲରେ ଭରିବା ଦାବି ନେଇ ଭିଲେଜର୍ସ ଇଣ୍ଡିଆ ପାର୍ଟି ଦ୍ୱାରା ଗାନ୍ଧୀ ସତ୍ୟାଗ୍ରହ ଆନ୍ଦୋଳନ ଆଜିଠାରୁ ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆରମ୍ଭ କରାଯାଇଛି । ପୁଣି ଥରେ ଆନ୍ଧ୍ରପ୍ରଦେଶ ଆସନ୍ତା ଜିଲ୍ଲା ପରିଷଦ ସମିତି ପଞ୍ଚାୟତିରାଜ ନିର୍ବାଚନ ବିଜ୍ଞପ୍ତି କୋଟିଆରେ ନିର୍ବାଚନ ଆସନ୍ତା ତା. ୦୮.୦୪.୨୦୨୦୧ ଦିନ କରିବାପାଇଁ ନିର୍ବାଚନ ବିଜ୍ଞପ୍ତି ଦେଇଛି । ଗତ ଜାନୁୟାରୀ-ଫେବୃୟାରୀ, ୨୦୨୧ରେ ମଧ୍ୟ ଆନ୍ଧ୍ରପ୍ରଦେଶ ର ପଞ୍ଚାୟତ ନିର୍ବାଚନ କୋଟିଆ ଅଂଚଳରେ ପରୋକ୍ଷ ଭାବରେ ଆନ୍ଧ୍ରପ୍ରଦେଶ ସରକାର ଦ୍ୱାରା କରାଯାଇଛି ଏବଂ ଓଡିଶାର କୋଟିଆ ଅଞ୍ଚଳବାସୀଙ୍କୁ ଟଙ୍କା ଦେଇ ପ୍ରଲୋଭନ ଦିଆଯାଉଛି । କିଛି ମାସ ତଳେ କରୋନା ସର୍ବେକ୍ଷଣ ଆନ୍ଧ୍ରପ୍ରଦେଶ ଦ୍ୱାରା କୋଟିଆରେ କରାଯାଇଛି । ଏକ ଖବରକାଗଜ ଅନୁସାରେ  କିଛି ଖଣିଜ ପଦାର୍ଥ ମାଫିଆମାନେ କୋଟିଆରେ ଥିବା ଖଣିଜ ପଦାର୍ଥକୁ ଆନ୍ଧ୍ରପ୍ରଦେଶକୁ ନେଇ ଯିବା ପାଇଁ କୋଟିଆକୁ ଆନ୍ଧ୍ରପ୍ରଦେଶରେ ମିଶାଇ ଏପରି ଷଡଯନ୍ତ୍ର ଓଡିଶାର ବିରୁଦ୍ଧରେ କରାଯାଉଛି ବୋଲି ଖବର ପ୍ରକାଶିତ ହୋଇଛି । ୮୬ ବର୍ଷିୟ ଶାନ୍ତିପୂର୍ଣ୍ଣ ଓଡିଶା ରାଜ୍ୟ ଉପରେ ଆନ୍ଧ୍ର ପ୍ରଦେଶ ଦ୍ୱାରା ଓଡିଶାର ଅସ୍ମିତା ଏବଂ ଜାତୀୟ ହିତରେ କୋଠାରଘାତ କରିଛି । ଆନ୍ଧ୍ରପ୍ରଦେଶ ସରକାରର ଦାଦାଗିରୀ ଅସାମ୍ଭିଧାନିକ ଅନଫେଡେରାଲ ନିର୍ବାଚନ ଓଡିଶାର କୋରାପୁଟ କୋଟିଆରେ କରାଇବା ଓଡିଶା ସରକାର ଭୀରୁ, ଡରପୋକ ହୋଇ ପଡିଛି । ଭିଲେଜର୍ସ ଇଣ୍ଡିଆ ପାର୍ଟି ଦ୍ୱାରା ଆଜି ତା,୦୭.୦୪.୨୦୨୧ ଦିନ ଠାରୁ ଗାନ୍ଧୀ ସତ୍ୟାଗ୍ରହ ଆନ୍ଦୋଳନ ସହ ଓଡିଶା ମୁଖ୍ୟମନ୍ତ୍ରୀ ଶ୍ରୀ  ନବୀନ ପଟ୍ଟନାୟକ ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଙ୍କୁ ପୃଥକ ଦାବିପତ୍ର ବଲାଙ୍ଗିର ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ଦିଆଯାଇଛି । ଓଡିଶା ସରକାର ଦ୍ୱାରା ଉଚ୍ଚତମ ନ୍ୟାୟଳୟକୁ କୋଟିଆରେ ଆନ୍ଧ୍ରପ୍ରଦେଶର ଦାଦାଗିରୀ ଏବଂ ନିର୍ବାଚନ ବିରୁଦ୍ଧରେ ଅପିଲ ଠିକ୍ ଅଛି କିନ୍ତୁ ଓଡିଶାର ଘରେ ପଶି ଆନ୍ଧ୍ରପ୍ରଦେଶର ନିର୍ବାଚନ କରାଇବା ଏକ ଓଡିଶା ସରକାର ମୁହଁରେ ଏକ ଚାପୁଡା ଏବଂ ଓଡିଶା ସରକାର ଥଣ୍ଡା ରକ୍ତ ସହ ସମାନ ବୋଲି ଭିଆଇପି ଅଧ୍ୟକ୍ଷ ଡ. ବିପିନ କୁଶୁଲିଆ ମତ ଦେଇ ଆନ୍ଧ୍ରପ୍ରଦେଶର ସମସ୍ତ ନିର୍ବାଚନ ଦଳକୁ କୋଟିଆରେ ଗିରଫ ଏବଂ ଜେଲ ପୁରାଯାଉ ବୋଲି ଦାବି କରିଛନ୍ତି । କୋଟିଆ ସହ ଗଜପତି, ବାଲେଶ୍ୱର, ଗଞ୍ଜାମ ଜିଲ୍ଲାରେ ମଧ୍ୟ ଆନ୍ଧ୍ରପ୍ରଦେଶର ଦାଦାଗିରୀ ଆରମ୍ଭ ହୋଇଯାଇଛି; କିନ୍ତୁ ଓଡିଶାର ପୋଲିସ ଜିଲ୍ଲା ପ୍ରଶାସନ ଦ୍ୱାରା ଆନ୍ଧ୍ର ପ୍ରଦେଶ ର ଦାଦାଗିରୀ ଉପରେ କାର୍ଯ୍ୟାନୁଷ୍ଠାନ କରାଯାଉ ନ ଥିବା ଯୋଗୁଁ ଓଡିଶାର ସରକାରରେ ଥିବା ଅଣ ଓଡିଆ ଅଧିକାରୀମାନେ ଆନ୍ଧ୍ରପ୍ରଦେଶକୁ ସମର୍ଥନ ଦେଇ ଓଡିଶା ବିରୁଦ୍ଧରେ କାର୍ଯ୍ୟ କରୁଛନ୍ତି ବୋଲି ଜନମତ ଆସିଛି । କାହିଁକି କୋଟିଆରେ ଖଣିଜ ପଦାର୍ଥ ଉତ୍ତୋଳନ ପାଇଁ ଓଡିଶାର ଅଧିକାରୀ ମାନେ ଓଡିଶା ସରକାରକୁ ଭୁଲ ବାଟରେ ନେଇ ଖଣିଜ ଦୁର୍ନିତି କରିବା ପାଇଁ ଆନ୍ଧ୍ରପ୍ରଦେଶ ସରକାର ଉପରେ କୌଣସି କାର୍ଯ୍ୟାନୁଷ୍ଠାନ କରୁନାହାନ୍ତି । ସେହିପରି ଛତିଶଗଡ ସରକାର ଦ୍ୱାରା ଆମର କେତେଗୁଡାଏ ସୀମାବର୍ତ୍ତି ଜିଲ୍ଲା - ବରଗଡ, ଝାରସୁଗୁଡା, ନୂଆପଡା ରେ ଓଡିଆ ଅଧିବାସୀଙ୍କୁ ଛତିଶଗଡରେ ମିଶିବା ପାଇଁ ଉସକାଉଛନ୍ତି ଏବଂ ଆମର ଜମିନ୍‌-ଜଳ-ଖଣିଜ ପଦାର୍ଥକୁ ଛତିଶଗଡରେ ମିଶାଇବା ପାଇଁ କାର୍ଯ୍ୟରତ ଅଛନ୍ତି; କିନ୍ତୁ ଓଡିଶା ସରକାର ଅତି ନିରବରେ ଅଛି ଏହାର ପ୍ରତିବାଦ ନେଇ ଭିଲେଜର୍ସ ଇଣ୍ଡିଆ ପାର୍ଟି ଓଡିଶାର ହିତ ପାଇଁ ଗାନ୍ଧୀ ସତ୍ୟାଗ୍ରହ ଆରମ୍ଭ କରି ସମସ୍ତ ରାଜ୍ୟବାସୀଙ୍କୁ ସତ୍ୟାଗ୍ରହରେ ସାମିଲ ହେବାକୁ ଆହ୍ୱାନ ଜଣାଇଛନ୍ତି ।   


News Comment




Photo in News

Advertisment
Lastest News
  ଜିଲ୍ଲା  
ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   25-Sep-2026
  ରାଜନୀତି  
ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   25-Sep-2026
  ଜିଲ୍ଲା  
*ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   25-Sep-2026
  ଜିଲ୍ଲା  
ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   25-Sep-2026
  ରାଜ୍ୟ  
ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ   25-Sep-2026
  ଜିଲ୍ଲା  
ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   25-Sep-2026
  ଜିଲ୍ଲା  
*ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   25-Sep-2026
  ଜିଲ୍ଲା  
ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ   24-Sep-2026
  ରାଜ୍ୟ  
କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ   24-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026

You Might Also Like