-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
07-Apr-2021
କଳାହାଣ୍ଡି,କୋକସରା(ତ୍ରିନାଥ ବେଶ୍ରା)ବର୍ତ୍ତମାନ କରୋନା ମହାମାରୀ ଭୟରେ ରୂପ ନେଇ କାୟା ବିସ୍ତାର କରୁଥିବା ବେଳେ ମାସ୍କ ପରିଧାନ ଓ ହାତ ସାନିଟାଜ୍ ଜରୁରୀ ଏବଂ ୪୫ ବର୍ଷ ବୟସରୁ ଉର୍ଦ୍ଧ୍ୱ ବ୍ୟକ୍ତି କରୋନା ଟିକା ନେବା ଜରୁରୀ। ଏହି ସବୁକୁ ଦୃଷ୍ଟିରେ ରଖି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଯୁବ ସାମ୍ବାଦିକ ସଚେତନତାର ବାର୍ତ୍ତା ଦେଇ କୋକସରା ସାପ୍ତାହିକ ହାଟ ରେ ବୁଲି ବୁଲି ମାସ୍କ ବଣ୍ଟନ କରି ସଚେତନ କରାଉଥିଲେ ।