-+91-9937148622 |
prerana_bgr@rediffmail.com |
Sunday 8th March 2026 |
R.N.I. Regd No. ODIODI/2010/46693
Breaking News
05-Apr-2021
ବେଗୁନିଆପଡା:(ଉମା ମହାରଣା) : ଅପରାହ୍ନ ସମୟରେ ଖୋର୍ଦ୍ଧା ନିକଟରେ ଚଳନ୍ତା ଟ୍ରେନରୁ ଖସି କୋଦଳା ଥାନା ଅନ୍ତର୍ଗତ କେ ବରିଡା ପଂଚାୟତର ନିମିନା ଗ୍ରାମର ସ୍ବର୍ଗତ ଟୀକାରାମଙ୍କ ପୁଅ ସନ୍ତୋଷ ପରିଡା(୪୫) ଙ୍କ ମୃତ୍ୟୁ ଘଟିଛି। ପ୍ରାପ୍ତ ସୂଚନା ଅନୁଯାୟୀ ସନ୍ତୋଷ ତାଙ୍କ ସଡୁ ଓ ଶାଳୀଙ୍କ ପରିବାର ସହ ସୁରତରୁ ଟ୍ରେନ ଯୋଗେ ନିଜ ଗାଁକୁ ଫେରୁଥିଲେ। ସମ୍ବଲପୁର ନିକଟରେ ଭାରସାମ୍ୟ ହରାଇ ସେ ଟ୍ରେନରୁ ତଳକୁ ଖସିଯାଇଥିଲେ। ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ପରେ ପୋଲିସ ଶବକୁ ଜବତ କରି ବୁର୍ଲା ଠାରେ ବ୍ୟବଛେଦ ପରେ ତାଙ୍କ ପରିବାରକୁ ହସ୍ତାନ୍ତର କରିଛି।