-+91-9937148622 |
prerana_bgr@rediffmail.com |
Friday 15th May 2026 |
R.N.I. Regd No. ODIODI/2010/46693
Breaking News
28-Mar-2021
କନ୍ଧମାଳ,(ପ୍ରେରଣା ଖବର ବ୍ୟୁରୋ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପୋଲିସ୍ ଫିରିଙ୍ଗିଆ ଥାନା ତେଲାପାଲି ଛକରେ ପାଟ୍ରୋଲିଂ କରୁଥିବା ସମୟରେ ଗୋଟିଏ ପିକଅପ ଭ୍ୟାନ ନଂ.ଓଡି-୦୨-ବିଏଲ-୪୩୭୮ କୁ ଅଟକାଇ ଯାଞ୍ଚ କରୁଥିବା ସମୟରେ ଗାଡ଼ିରୁ ୩୫କିଲୋ ୩୦୦ଗ୍ରାମ ଗଞ୍ଜେଇ ବାହାରିଥିଲା l ଏହି ଗଞ୍ଜେଇ କନ୍ଧମାଳ ଜିଲ୍ଲାରୁ ଯାଜପୁର ଜିଲ୍ଲାକୁ ଯାଉଥିବା ଜଣାପଡିଥିଲା l ସଙ୍ଗେ ସଙ୍ଗେ ଫିରିଙ୍ଗିଆ ପୋଲିସ୍ ୨ଅଭିଯୁକ୍ତ ବିଶିକେଶନ ନାୟକ, ସୁନିଲ ନାୟକକୁ ଗିରଫ କରି ସେମାନଙ୍କ ନାମରେ ଏକ ମାମଲା ନଂ. ୩୭/୨୧ ରୁଜ୍ଜୁ କରି କୋର୍ଟଚାଲାଣ କରିଥିବା ନେଇ ଶ୍ରୀନିବାସ ରାଓ ସୂଚନା ଦେଇଛନ୍ତି |