-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
20-Mar-2021
ବଲାଙ୍ଗିର (ପ୍ରେରଣା ଖବର) : ଆଜି ବଲାଙ୍ଗିର ଜିଲ୍ଲାରେ ମୋଟ ଦୁଇ ଜଣ କରୋନା ସଂକ୍ରମିତ କୁ ଚିହ୍ନଟ କରାଯାଇଛି l ପାଟଣାଗଡ଼ ଏନ୍ ଏ ସି ର ୱାର୍ଡ ନମ୍ବର 9 ରୁ ଜଣେ ଓ ଟିଟିଲାଗଡ ପୌରାଂଚଳ ର ୱାର୍ଡ଼ ନଂ 6 ରୁ ଜଣେ କରୋନା ପଜିଟିଭ ଙ୍କୁ ଚିହ୍ନଟ କରାଯାଇଛି l
ଆଜି ପର୍ଯ୍ୟନ୍ତ ଜିଲ୍ଲାରେ ମୋଟ 8871 ଜଣା କରୋନା ସଂକ୍ରମିତ ଚିହ୍ନଟ ହୋଇସାରିଥିବା ବେଳେ 12 ଟି ଆକ୍ଟିଭ କେଶ୍ ଓ କରୋନା ରୁ 8817 ଜଣ ସୁସ୍ଥ ହୋଇସାରିଲେଣି l