-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
16-Mar-2021
କେନ୍ଦୁଝର, (ପ୍ରେରଣା ଖବର) :କେନ୍ଦୁଝର ରେ ପକେଟ ଭିତରେ ମୋବାଇଲ ଫାଟି ଯୁବକ ଗୁରୁତର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି । ଟାଉନ ଥାନା କାଶିପୁର ସାହି ର ବୁଲୁ ରାୟ ଙ୍କ ପୁଅ ର ପକେଟ ଭିତରେ ଥିବା ରିଅଲମି ଫାଟି ଯିବାରୁ ତାଙ୍କ ଜଙ୍ଘରେ ଗଭିର ଆଘାତ ଲାଗିଛି ।