-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ    (25-Sep-2026)       ||      ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Sep-2026)       ||      ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||      *ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   (25-Sep-2026)       ||      ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||     

HOME   ଜିଲ୍ଲା

ବୌଦ୍ଧ : ନିର୍ମାଣଧିନ ଧଳପୁର-ଆଠମଲ୍ଲିକ ମହାନଦୀ ସେତୁ ପ୍ରକଳ୍ପ, ଦେଢମାସରରେ ୩ମୃତ୍ୟ- ୭ଦିନ ପରେ ଚେଇଁଲେ ସରକାର, ସୁରକ୍ଷା ବ୍ୟବସ୍ଥାର ସ୍ଥିତି ତଦାରଖ କଲେ ଭିସୁଟ ର କନସଲଟାଣ୍ଟ ନେତୃତ୍ଵରେ ଛଅ ଜଣିଆ ଟିମ୍

14-Mar-2021



ବୌଦ୍ଧ(ପ୍ରେରଣା ଖବର ବ୍ୟୁରୋ) :ଉତ୍ତର ଓ ଦକ୍ଷିଣ ଓଡିଶାକୁ ଯୋଡିବାରେ  ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଥିବା ଧଳପୁର-ଆଠମଲ୍ଲିକ ମହାନଦୀ ସେତୁ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବାନେଇ ଅନିଶ୍ଚିତତା ଦେଖାଦେଇଛି।୨୦୧୬ରୁ ଆରମ୍ଭ ହୋଇ ୨୦୧୯ଡିସେମ୍ବର ଶେଷ ସୁଦ୍ଧା ସମ୍ପୂର୍ଣ୍ଣ ହେବାକୁ ଲକ୍ଷ୍ୟଧାର୍ଯ୍ୟ ହୋଇଥିଲା।ତେବେଏହାକୁ ନିର୍ଦ୍ଧାରିତ ସମୟ ଅବଧି ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ କରିବାରେ ଟେଣ୍ଡର ପାଇଥିବା  ରଣଜିତ କନ୍ସଷ୍ଟ୍ରକସନ ନାମକ ବାହାର ରାଜ୍ୟର ଘରୋଇ ଠିକାସଂସ୍ଥା ବିଫଳ ହୋଇ ତରବରିଆ ଭାବେ ନିର୍ମାଣ କାର୍ଯ୍ୟ ସାରିବାକୁ ଯାଇ ଢିଲା ସୁରକ୍ଷା ବ୍ୟବସ୍ଥାରେ ଅସୁରକ୍ଷିତ ଭାବେ ଶ୍ରମିକଙ୍କୁ କାର୍ଯ୍ୟରେ ନିୟୋଜିତ କରିବା ଯୋଗୁଁ ଗତ ଦେଢ଼ ମାସ ମଧ୍ୟରେ ବାହାର ରାଜ୍ୟର ୩ଜଣ ନିରୀହ ଶ୍ରମିକଙ୍କର ପ୍ରାଣହାନୀ ଘଟିଥିଲା ପ୍ରଥମେ ଅଘଟଣଟି ଘଟିଥିଲା ଜାନୁୟାରୀ ମାସ ୧୬ତାରିଖରେ। ସେତୁ ଉପରେ କାମ କରୁଥିବା ବେଳେ ହଠାତ ନିୟନ୍ତ୍ରଣ ରକ୍ଷା କରିନପାରି ପ୍ରାୟ ୫୦ଫୁଟ ଉପରୁ ଖସି ତଳେ ଏକ ଲୁହା ଏଙ୍ଗେଲ ସହ ପିଟିହୋଇ ମୃତ୍ୟୁ ବରଣ କରିଥିଲେ ଝାଡ଼ଖଣ୍ଡ ରାଜ୍ୟ ଲାତେହାର ଜିଲ୍ଲା କେନରୁ ଗ୍ରାମର ମନୁ ଗଂଝୁ(୩୦) ଦ୍ୱିତୀୟ ଅଘଟଣଟି ଘଟିଲା ଗତ ମାର୍ଚ୍ଚ ମାସ ୪ତାରିଖରେ।ରାତ୍ରି ସାଢେ ୯ଟା ସମୟରେ ଏହି ସେତୁ ଉପରୁ ପ୍ରାୟ ୫୦ଫୁଟ ତଳକୁ ଖସି ପଶ୍ଚିମବଙ୍ଗ ମଲଦା ଜିଲ୍ଲା ପୂର୍ବ ସଇଦୁର ଗ୍ରାମର  ସମୀର ଘୋଷ(୨୦)

ନାମକ ଆଉ ଜଣେ ଶ୍ରମିକ ମୃତ୍ୟୁ ବରଣ କରିଥିଲେ।ମାତ୍ର୧୮ଦିନ ମଧ୍ୟରେ ଦୁଇ ଦୁଇଟି ବାହାର ରାଜ୍ୟରୁ ଆସିଥିବା ଶ୍ରମିକଙ୍କର ଶୋଚନୀୟ ମୃତ୍ୟୁ ଘଟିବା ପରେ ବି  ନିର୍ମାଣ ଦାୟିତ୍ୱରେ ଥିବା ଠିକାସଂସ୍ଥା,ସେପ୍ଟି କଂସଲଣ୍ଟାଣ୍ଟ,ପୂର୍ତ୍ତ କତ୍ତୃପକ୍ଷ ଓ ଜିଲ୍ଲା ଶ୍ରମବିଭାଗ ସମସ୍ତେ ନିଦାବିଷ୍ଣୁ ସାଜି ନୀରବଦ୍ରଷ୍ଟା ହୋଇ ରହିଲେ।ଏହାର ଦଶା ଭୋଗିବାକୁ ପଡିଲା ଦ୍ୱିତୀୟ ଦୁର୍ଘଟଣାର ୪୮ଘଣ୍ଟା ନପୁରୁଣୁ ପଶ୍ଚିମବଙ୍ଗ ରାଜ୍ୟର ଆଉ ଜଣେ ଶ୍ରମିକ ଶେଖ ଜାହାଙ୍ଗିର ଙ୍କୁ ସେ ମଧ୍ୟ ସମାନ ସେଇ ସେତୁ ଉପରୁ ଖସି ତଳେପଡି ମୃତ୍ୟର ଶିକାର ହେଲେ।ସବୁଠାରୁ ଆଶ୍ଚର୍ଯ୍ୟର  କଥାହେଲା ସେତୁ ପ୍ରକଳ୍ପ ନିର୍ମାଣ କରୁଥିବା ରାଜ୍ୟ ବାହାରର ଉକ୍ତ ଠିକାସଂସ୍ଥା ନିକଟରେ ଇଣ୍ଟର ଷ୍ଟେଟ ମାଇଗ୍ରାଣ୍ଟ ୱାର୍କର ଲାଇସେନ୍ସ,ଲେବର ଲାଇସେନ୍ସ ଓ ଏମଟିଡବ୍ଲୁ ଲାଇସେନ୍ସ ଅଛିନା ନାହିଁ ତାର ତଥ୍ୟ ଖୋଦ ଜିଲ୍ଲା ଶ୍ରମ ବିଭାଗ ନିକଟରେ ମଧ୍ୟ ନଥିବାରୁ ଶ୍ରମ ଅଧିକାରୀ ମୁଁ ଦେଖିଲା ପରେ ହିଁ କହିପାରିବି ବୋଲି କହିଥିଲେ। ଏ ଖବର ବିଭିନ୍ନ ଗଣମାଧ୍ୟମରେ  ପ୍ରକାଶ ପାଇବା ପରେ ରାଜ୍ୟ ସରକାରଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭଙ୍ଗହୋଇ ତତ୍ପରତା ପ୍ରକାଶ ପାଇଲା। ବୁର୍ଲା ଭିସୁଟର ସେପ୍ଟି କଂସଲଣ୍ଟାଣ୍ଟ ଏଚଓଡି ସିଭିଲ ଇଞ୍ଜିନିୟରିଂ ଡିପାର୍ଟମେଣ୍ଟ ଇଂ ଏସ କେ ପାତ୍ର ଙ୍କ ନେତୃତ୍ୱରେ ଏକ ୬ଜଣିଆ ଟିମ ନିର୍ମାଣଧିନ ସେତୁ ପ୍ରକଳ୍ପର କାର୍ଯ୍ୟ ତଦାରଖ ଆରମ୍ଭ ହୋଇଛି।ସେମାନେ ଶ୍ରମିକ ମୃତ୍ୟୁ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ସୁରକ୍ଷା ବ୍ୟବସ୍ଥା ଠିକଥିଲା ନାଁ ନାହିଁ ତାର ସରଜମିନ ତଦନ୍ତ କରିଥିଲେ।ଏହା ସହିତ ଶ୍ରମିକ ସୁରକ୍ଷା ପାଇଁ ସରକାରଙ୍କର ରହିଥିବା ନୀତି ନିୟମ ଓ ଠିକସଂସ୍ଥା କରିଥିବା ସତ୍ୟପାଠ ଅନୁଯାଇ ସୁରକ୍ଷା ବ୍ୟବସ୍ଥା ଅନୁପାଳନ କରାଯାଇଛି ନାଁ ନାହିଁ ସେସବୁର କାଗଜ ପତ୍ର ମଧ୍ୟ ଯାଞ୍ଚ ହୋଇଥିବା ଜଣାଯାଇଛି।ଆଗକୁ କାର୍ଯ୍ୟ କରିବା ସମୟରେ ଶ୍ରମିକଙ୍କ ସୁରକ୍ଷା ପାଇଁ ଫଳ ଆରେଷ୍ଟର ଭଳି ନୂତନ ଜ୍ଞାନ କୌଶଳକୁ କାର୍ଯ୍ୟକାରୀ କରିବା ପାଇଁ ନିର୍ଦେଶ ଦେଇଥିବା କୁହାଯାଇଛି।ତଦାରଖ ଦଳରେ ସେପ୍ଟି କଂସଲଣ୍ଟାଣ୍ଟ ଇଂପାତ୍ର ଙ୍କ ସମେତ କ୍ୟୁଏନାମକ ଆଉ ଜଣେ ଶ୍ରମିକ ମୃତ୍ୟୁ ବରଣ କରିଥିଲେ।ମାତ୍ର୧୮ଦିନ ମଧ୍ୟରେ ଦୁଇ ଦୁଇଟି ବାହାର ରାଜ୍ୟରୁ ଆସିଥିବା ଶ୍ରମିକଙ୍କର ଶୋଚନୀୟ ମୃତ୍ୟୁ ଘଟିବା ପରେ ବି ନିର୍ମାଣ ଦାୟିତ୍ୱରେ ଥିବା ଠିକାସଂସ୍ଥା,ସେପ୍ଟି କଂସଲଣ୍ଟାଣ୍ଟ,ପୂର୍ତ୍ତ କତ୍ତୃପକ୍ଷ ଓ ଜିଲ୍ଲା ଶ୍ରମବିଭାଗ ସମସ୍ତେ ନିଦାବିଷ୍ଣୁ ସାଜି ନୀରବଦ୍ରଷ୍ଟା ହୋଇ ରହିଲେ।ଏହାର ଦଶା ଭୋଗିବାକୁ ପଡିଲା ଦ୍ୱିତୀୟ ଦୁର୍ଘଟଣାର ୪୮ଘଣ୍ଟା ନପୁରୁଣୁ ପଶ୍ଚିମବଙ୍ଗ ରାଜ୍ୟର ଆଉ ଜଣେ ଶ୍ରମିକ ଶେଖ ଜାହାଙ୍ଗିର ଙ୍କୁ ସେ ମଧ୍ୟ ସମାନ ସେଇ ସେତୁ ଉପରୁ ଖସି ତଳେପଡି ମୃତ୍ୟର ଶିକାର ହେଲେ।ସବୁଠାରୁ ଆଶ୍ଚର୍ଯ୍ୟର କଥାହେଲା ସେତୁ ପ୍ରକଳ୍ପ ନିର୍ମାଣ କରୁଥିବା ରାଜ୍ୟ ବାହାରର ଉକ୍ତ ଠିକାସଂସ୍ଥା ନିକଟରେ ଇଣ୍ଟର ଷ୍ଟେଟ ମାଇଗ୍ରାଣ୍ଟ ୱାର୍କର ଲାଇସେନ୍ସ,ଲେବର ଲାଇସେନ୍ସ ଓ ଏମଟିଡବ୍ଲୁ ଲାଇସେନ୍ସ ଅଛିନା ନାହିଁ ତାର ତଥ୍ୟ ଖୋଦ ଜିଲ୍ଲା ଶ୍ରମ ବିଭାଗ ନିକଟରେ ମଧ୍ୟ ନଥିବାରୁ ଶ୍ରମ ଅଧିକାରୀ ମୁଁ ଦେଖିଲା ପରେ ହିଁ କହିପାରିବି ବୋଲି କହିଥିଲେ। ଏ ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ରାଜ୍ୟ ସରକାରଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭଙ୍ଗହୋଇ ତତ୍ପରତା ପ୍ରକାଶ ପାଇଲା। ବୁର୍ଲା ଭିସୁଟର ସେପ୍ଟି କଂସଲଣ୍ଟାଣ୍ଟ ଏଚଓଡି ସିଭିଲ ଇଞ୍ଜିନିୟରିଂ ଡିପାର୍ଟମେଣ୍ଟ ଇଂ ଏସ କେ ପାତ୍ର ଙ୍କ ନେତୃତ୍ୱରେ ଏକ ୬ଜଣିଆ ଟିମ ନିର୍ମାଣଧିନ ସେତୁ ପ୍ରକଳ୍ପର କାର୍ଯ୍ୟ ତଦାରଖ ଆରମ୍ଭ ହୋଇଛି।ସେମାନେ ଶ୍ରମିକ ମୃତ୍ୟୁ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ସୁରକ୍ଷା ବ୍ୟବସ୍ଥା ଠିକଥିଲା ନାଁ ନାହିଁ ତାର ସରଜମିନ ତଦନ୍ତ କରିଥିଲେ।ଏହା ସହିତ ଶ୍ରମିକ ସୁରକ୍ଷା ପାଇଁ ସରକାରଙ୍କର ରହିଥିବା ନୀତି ନିୟମ ଓ ଠିକସଂସ୍ଥା କରିଥିବା ସତ୍ୟପାଠ ଅନୁଯାଇ ସୁରକ୍ଷା ବ୍ୟବସ୍ଥା ଅନୁପାଳନ କରାଯାଇଛି ନାଁ ନାହିଁ ସେସବୁର କାଗଜ ପତ୍ର ମଧ୍ୟ ଯାଞ୍ଚ ହୋଇଥିବା ଜଣାଯାଇଛି।ଆଗକୁ କାର୍ଯ୍ୟ କରିବା ସମୟରେ ଶ୍ରମିକଙ୍କ ସୁରକ୍ଷା ପାଇଁ ଫଳ ଆରେଷ୍ଟର ଭଳି ନୂତନ ଜ୍ଞାନ କୌଶଳକୁ କାର୍ଯ୍ୟକାରୀ କରିବା ପାଇଁ ନିର୍ଦେଶ ଦେଇଥିବା କୁହାଯାଇଛି l


News Comment




Photo in News

Advertisment
Lastest News
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ   25-Sep-2026
  ଜିଲ୍ଲା  
ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   25-Sep-2026
  ରାଜନୀତି  
ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   25-Sep-2026
  ଜିଲ୍ଲା  
*ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   25-Sep-2026
  ଜିଲ୍ଲା  
ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   25-Sep-2026
  ରାଜ୍ୟ  
ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ   25-Sep-2026
  ଜିଲ୍ଲା  
ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   25-Sep-2026
  ଜିଲ୍ଲା  
*ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   25-Sep-2026
  ଜିଲ୍ଲା  
ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ   24-Sep-2026
  ରାଜ୍ୟ  
କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ   24-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026

You Might Also Like