-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||      ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   (25-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ    (25-Sep-2026)       ||      ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Sep-2026)       ||      ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||      *ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   (25-Sep-2026)       ||      ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||     

HOME   ଜିଲ୍ଲା

ଏକ ବଡ଼ ଧରଣର କୋଇଲା ଚୋରି ରାକେଟକୁ ଧରିଲା ପୋଲିସ, ୫ କୋଇଲା ବୋଝେଇ ଟ୍ରଲର, ଗୋଟିଏ ବୋଲେରୋ ସହ  ଜଣେ ଜଗୁଆଳକୁ ଅଟକ

13-Mar-2021



ରେଢାଖୋଲ ( ଅନିଲ କୁମାର ପୃଷ୍ଟି )  ସମ୍ବଲପୁର ଜିଲ୍ଲା ରେଢାଖୋଲ ଥାନା ପୋଲିସ ଗତକାଲି ବିଳମ୍ବିତ ରାତିରେ କଟକ- ସମ୍ବଲପୁର ୫୫  ନମ୍ବର ଜାତୀୟ ରାଜପଥ କଡର ସାଧୁମୁଣ୍ଡା ନିକଟରୁ  ବେଆଇନ ଭାବେ ଟ୍ରଲରୁ ଚୋରି ହେଉଥିବା ଏକ ବଡ ଧରଣର କୋଇଲା ଚୋରି ରାକେଟକୁ ପୋଲିସ ଧରିଛି। ଏହି ଚୋରି ରାକେଟରେ ପୋଲିସ ୫ ଟ୍ରଲର , ଗୋଟିଏ ବୋଲେରୋ, ଓ ଜଣେ ଜଗୁଆଳକୁ ଅଟକ ରଖି ପୋଲିସ ଅଧିକ ପଚରା ଉଚରା କରୁଛି। ଜଣା ଯାଇଛି ଯେ ଦୀର୍ଘ ଦିନ ହେଲା ରେଢାଖୋଲ ଅଞ୍ଚଳର ବିଭିନ୍ନ ଜାତୀୟ ରାଜପଥ କଡ଼ରେ ଥିବା ଢ଼ାବା ସହିତ ବିଭିନ୍ନ ସ୍ଥାନ ମାନଙ୍କରେ ଟ୍ରକ ଓ ଟ୍ରଲର ମାନଙ୍କରୁ କୋଇଲା ସବୁ ଚୋରି ହୋଇ ଥାଏ। ଏହି ଟ୍ରକ ଓ ଟ୍ରଲର ମାନଙ୍କରେ ବିଶେଷ କରି ବାହାର ରାଜ୍ୟକୁ ସବୁ ଯାଇଥାଏ।ହେଲେ ଓଡିଶାରୁ ବାହାର ରାଜ୍ୟକୁ ଯାଉଥିବା କୋଇଲା ଗାଡି ସବୁ ଉକ୍ତ ରାଜ୍ୟ ମାନଙ୍କରେ ପହଞ୍ଚିଲା ବେଳକୁ ଗାଡି ମାଲିକ ମାନେ ସବୁ ଓଜନ କଲା ପରେ  କୋଇଲା ଓଜନରେ ୩/୪ କ୍ୟୁଣ୍ଟାଲ କମ ପଡିଥାଏ। ଏହା ପରେ ଗାଡି ମାଲିକ ମାନେ କାହିଁକି ଗାଡିରୁ କୋଇଲା କମ ହେଉଛି କାରଣ ଜାଣିବା ପାଇଁ ଗାଡିମାନଙ୍କର ପିଛା କରିବା ପରେ ସମ୍ବଲପୁର ଜିଲ୍ଲା ରେଢାଖୋଲ ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର ସାଧୁମୁଣ୍ଡା ଗ୍ରାମ ନିକଟରେ ରାସ୍ତା କଡରେ ଗାଡି ସବୁ ଅଟକି ପ୍ରତେକ ଗାଡିରୁ ୨/୩ କ୍ୟୁଣ୍ଟାଲ କୋଇଲା ବାହାର କରାଯାଉଛି। ଏହା ସହିତ ଏହି କୋଇଲା ଚୋରି କାର୍ଯ୍ୟରେ ୫/୧୦  ଜଣ ଶ୍ରମିକ ନିଯୁକ୍ତ ହୋଇଛନ୍ତି। ଏପରିକି ଉକ୍ତ କୋଇଲା ଚୋରି ସ୍ଥାନରେ ଘର, ରୋଷେଇ, ଆଦି ବ୍ୟବସ୍ଥା ସହ ସବୁ କିଛିର ବ୍ୟବସ୍ଥା ରହିଛି। ଏହା ସବୁ ଗାଡି ମାଲିକ ମାନେ ଜାଣିବା ପରେ ରେଢାଖୋଲ ଥାନାରେ ଜଣାଇଥିଲେ। ପୋଲିସ ଏହା ଜାଣିବା ପରେ ଘଟଣା ସ୍ଥଳକୁ ପୋଲିସ ପ୍ରମୁଖ ସଦଳବଳେ ଯାଇ  ଗାଡି ମାନଙ୍କରୁ ଚୋରି ହେଉଥିବା  କୋଇଲା ଗାଡି ମାନଙ୍କୁ ଜବତ କରିଛି। ପୋଲିସ ଏହି ବଡ଼ ଧରଣର କୋଇଲା ଚୋରି ଘଟଣାରେ  ୫ ଟ୍ରଲର, ଗୋଟିଏ ବୋଲେରୋ ଓ ଜଣେ ଜଗୁଆଳକୁ ଅଟକ ରଖି ପଚରା ଉଚୁରା କରୁଥିବା ଜଣା ଯାଉଛି।ଏହି କୋଇଲା ଚୋରି ଘଟଣା ଦୀର୍ଘ ଦିନ ହେଲା ଚାଲି ଆସୁଥିବାବେଳେ ଆଜିର ଏହି ଚଢ଼ାଉ ପୋଲିସର ବଡ଼ ସଫଳତା ବୋଲି ଜଣା ପଡ଼ିଛି।

ହେଲେ ଏ ସଂକ୍ରାନ୍ତରେ ରେଢାଖୋଲ ଥାନା ଅଧିକାରୀ ସୁରୁବାବୁ ଛତ୍ରିଆଙ୍କୁ ପଚାରିବାରେ ସେ କହିଲେ ଯେ ଚୋରି କୋଇଲା ଗାଡି ସବୁ ଅଟକ ରଖାଯାଇଛି ହେଲେ  ଏ ପର୍ଯ୍ୟନ୍ତ କେହି ହେଲେ ଅଭିଯୋଗ କରିନାହାନ୍ତି ବୋଲି କହିଛନ୍ତି। ଏହି ଘଟଣାରେ ମାମଲା ରୁଜୁ ହେବାପରେ ଘଟଣା ସମ୍ପର୍କରେ ଜଣା ଯିବ ବୋଲି ପ୍ରକାଶ କରି ଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   25-Sep-2026
  ଜିଲ୍ଲା  
ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   25-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ   25-Sep-2026
  ଜିଲ୍ଲା  
ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   25-Sep-2026
  ରାଜନୀତି  
ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   25-Sep-2026
  ଜିଲ୍ଲା  
*ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   25-Sep-2026
  ଜିଲ୍ଲା  
ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   25-Sep-2026
  ରାଜ୍ୟ  
ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ   25-Sep-2026
  ଜିଲ୍ଲା  
ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   25-Sep-2026
  ଜିଲ୍ଲା  
*ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   25-Sep-2026
  ଜିଲ୍ଲା  
ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ   24-Sep-2026
  ରାଜ୍ୟ  
କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ   24-Sep-2026

You Might Also Like