-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
13-Mar-2021
ବ୍ରହ୍ମପୁର(କୁମୁଦ ରଂଜନ ବେହେରା): ମଶାବୃଦ୍ଧି ନେଇ ବ୍ରହ୍ମପୁର ମହାନଗର ନିଗମ କମିଶନରଙ୍କ ବାସଭବନରେ ଧାରଣା ବିଜେପି ଜିଲ୍ଲା ଉପସଭାପତିଙ୍କ ସମେତ ଅନେକ ସମର୍ଥକ। ସହରବାସୀଙ୍କୁ ମଶା ଦାଉରୁ ରକ୍ଷା କରିବା ଦାୟିତ୍ୱ ବ୍ରହ୍ମପୁର ମହାନଗର ନିଗମର ।
କିନ୍ତୁ ବିଏମସି ଅଧିକାରୀଙ୍କ ଅପାରଗତା ଯୋଗୁଁ ସହରରେ ମଶା ନିୟନ୍ତ୍ରଣ ଏବଂ ମଶାନାଶ ଯୋଜନା ବାଟବଣା ହୋଇଯାଇଛି l ଫଳରେ ମଶା ବଂଶ ବୃଦ୍ଧି ପାଉଛି l ସହରବାସୀ ହନ୍ତସନ୍ତ ହୋଇପଡୁଥିବା ବେଳେ ବିଏମସି ନିରବ ରହିଛି l ସହରରେ ସମସ୍ତ ପ୍ରକାର କର ଆଦାୟ କରିବାରେ ବିଏମସି ଆଗୁଆ ରହୁଥିବା ବେଳେ ସହରବାସୀଙ୍କୁ ସର୍ବନିମ୍ନ ସୁବିଧା ଦେବାରେ ବିଫଳ ହୋଇଛି l