-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||     

HOME   ଜିଲ୍ଲା

ଓଡିଶାର ପ୍ରଥମିକ ବିଦ୍ୟାଳୟ ବନ୍ଦ ବିରୁଦ୍ଧରେ ଭିଲେଜର୍ସ ଇଣ୍ଡିଆ ପାର୍ଟି ଓ     ଓଡିଶା ପ୍ରାଥମିକ ବିଦ୍ୟାଳୟ ବଞ୍ଚାଓ ସମିତି ପକ୍ଷରୁ ୧୯ ଅକ୍ଟୋବର ଓଡିଶା ବନ୍ଦ ଡାକରା

16-Oct-2020




ବଲାଙ୍ଗିର ୧୬ା୧୦, - ସର୍ବ ଶିକ୍ଷା ଅଭିଯାନ ତଥା ମୁକ୍ ଓ ବାଧ୍ୟତାମୂଳକ  ସମ୍ବିଧାନିକ ମୌଳିକ ଶିକ୍ଷା ଅଧିକାର ବିରୁଦ୍ଧରେ ପ୍ରାଥମିକ ,ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମିଶ୍ରଣ ନାମରେ ବଲାଙ୍ଗିର ଜିଲ୍ଲାର ୨୯୬ ପ୍ରାଥମିକ ବିଦ୍ୟାଳୟ ସମେତ ବୌଦ୍ଧ, ନବରଙ୍ଗପୁର, ଗଜପତି, ଢ଼େଙ୍କାନାଳ ଜିଳ୍ଲାର ହଜାର ହଜାର ବିଦ୍ୟାଳୟଗୁଡିକକୁ ବନ୍ଦ କରିବାକୁ ଗଣ ଏବଂ ସ୍କୁଲ ଶିକ୍ଷା ବିଭାଗ ନିଷ୍ପତି ନେଇଛନ୍ତି । ଭାରତ ସରକାରଙ୍କ ନୀତି ଆୟୋଗଙ୍କ ନିର୍ଦ୍ଦେଶରେ ବିଦ୍ୟାଳୟର ମିଶ୍ରଣ କାର୍ଯ୍ୟକ୍ରମରେ ଓଡିଶାର ଗ୍ରାମୀଣ ଏବଂ ସ୍ଥାନୀୟ ବିଦ୍ୟାଳୟ ବନ୍ଦ ହୋଇଯାଉଛି । ପ୍ରଥମ କ୍ଳାସ ରୁ  ୫ମ ପର୍ଯ୍ୟନ୍ତ କୁନୀ କୁନୀ ଛାତ୍ର ଛାତ୍ରୀ ଅନ୍ୟ ଗାଁ ସ୍କୁଲକୁ ଯାଇ ପାରିବେ ନାହିଁ । ବିଶେଷତଃ ଗାଁ ଲୋକେ ଚାଷୀ, ମୂଳିଆ ଓ ଶ୍ରମିକ ଶ୍ରେଣୀର ହୋଇଥିବାରୁ ନିଜ ଛୋଟ ପିଲାଙ୍କୁ ଅନ୍ୟତ୍ର ଗାଁ କୁ ନେବା ଆଣିବା ପାଇଁ ବହୁ ଅସୁବିଧା ହେବ, ଯଦ୍ୱାରା ଛାତ୍ରଛାତ୍ରୀ ଶିକ୍ଷାର ମୌଳିକ ଅଧିକାର ରୁ ବଞ୍ଚିତ ହୋଇ ରହିଯିବେ । ଓଡିଶା ସରକାରଙ୍କ ଘୋଷିତ ଯାତାୟତ ଖର୍ଚ୍ଚ ବାବଦକୁ ୫୦୦ ଟଙ୍କାର କୌଣସି ମୁଲ୍ୟ ନାହିଁ । ନିଜ ଗାଁ ରୁ ଅନ୍ୟ ଗାଁ ସ୍କୁଲ ର ଦୁରତା ୨ ରୁ ୫ କି.ମି ରାସ୍ତା ଜନିତ ଆପଦ ଯୋପରି ପଶୁ ଆକ୍ରମଣ (ଭାଲୁୁ, ବାଘ, ଗଧିଆ, ମାଙ୍କଡ) ଛୁଆଚୋର ସହ ରାସ୍ତା ଜନିତ ଦୁର୍ଘଟଣା ଭଳି ବିପଦସଙ୍କୁଳ ଅଟେ । ଦୀର୍ଘ ବର୍ଷ ବର୍ଷ ଧରି ନିଜ ଗାଁର ଚାଟଶାଳି କୁ ବନ୍ଦ କରିବା ତଥା ସେହି ସ୍ଥାନରେ ଘରୋଇ ବିଦ୍ୟଶଳୟର ସ୍ଥାପନାକୁ ପ୍ରୋସ୍ନାହନ ଦେବା ଗରୀବ ଶ୍ରେୀଣୀର ଜନ ସାଧାରଣଙ୍କ ପିଲାଙ୍କର ନୀତି ଓଡିଶା/ଭାରତ ସରକାର ବନାଇଛନ୍ତି । ତେଣୁ ଆସନ୍ତା ୧୯ ଅକ୍ଟୋବର,୨୦୨୦ ସୋମବାର ଦିନ  ଓଡିଶା ବନ୍ଦ ଡାକରା ଭିଲେଜର୍ସ ଇଣ୍ଡିଆ ପାର୍ଟି ତଥା ଓଡିଶା ପ୍ରଥମିକ ବିଦ୍ୟାଳୟ ବଂଚାଓ ସମିତି ଦ୍ୱାରା ଘୋଷଣା କରାଯାଇଛି । ଏହା ସହିତ ବଲାଙ୍ଗିର ଜିଲ୍ଳାପାଳ କାର୍ଯ୍ୟାଳୟ ସମ୍ମୁଖରେ ଗତ ୨ ଅକ୍ଟୋବର  (ଗାନ୍ଧୀ ଜୟନ୍ତୀ) ଠାରୁ ଅନିଶ୍ଚିତକାଳୀନ ଧାରଣା ଡାକରା ଭିଲେଜର୍ସ ଇଣ୍ଡିଆ ପାର୍ଟି ତଥା ଓହଇଶା ପ୍ରାଥମିକ ବିଦ୍ୟାଳୟ ବଛାଓ ସମିତି ଦ୍ୱାରା ଜାରି ରିହିଛି । ଯେ ପର୍ଯ୍ୟନ୍ତ ପ୍ରାଥମିକ- ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବନ୍ଦ ଏବଂ ମିଶ୍ରଣ ନିଷ୍ପତି ତଥା ଗୋଟିଏ ଗ୍ରାମକୁ ଗୋଟିଏ ବିଦ୍ୟାଳୟ  ନିତି ସେ ପର୍ଯ୍ୟନ୍ତ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରାଣା ଏବଂ ଆମର ଓଡିଶା ବନ୍ଦ ଡାକରା ଜାରି ରହିବ ବୋଲି ଭିଲେଜର୍ସ ଇଣ୍ଡିଆ ପାର୍ଟିର ଅଧ୍ୟକ୍ଷ ଡ. ବିପିନ କୁଶଲିଆ ସ୍ଥାନୀୟ ସାମ୍ବାଦିକ ସମ୍ମିଲନୀରେ କହିଛନ୍ତି । 
    ଏହା ସହିତ ଓଡିଶା ଓ ବଲାଙ୍ଗିରେ ବନ୍ଦ ପଡିଥିବା କୃଷିଭିତ୍ତିକ ଉଦ୍ୟୋଗ ବିଜୟାନନ୍ଦ ଚିନିକଳ, ସୋନପୁର ବରଗଡ ସୁତାକଳ, କେସିଙ୍ଗାକଟନ ଫେକ୍ଟରୀ, ବରଗଡ ଚିନିକଲ, ଲୋୟସୁକତେଲ  ଜଳ ସେଚନ ପ୍ରକଳ୍ପ, କେବିକେ ଯୋଜନା, ବଲାଙ୍ଗିର ହାଇକୋର୍ଟ ବେଂଚ ପୁନଃ ସ୍ଥାପନା, ବ୍ରଜରାଜ ପେପର ମିଲ, କଲିଙ୍ଗ ଇସ୍ପାଦ କାରଖାନା, ତାଲଚେର ସାର କାରଖାନା, ବଲାଙ୍ଗିର ବସ ଟର୍ମିନାଲ, ସିଙ୍ଗଡୋଲ ତଥା ସୋନଗଡ ନଦୀବନ୍ଧ ଯୋଜନା, ବଲାଙ୍ଗିର ବିଇଡି କଲେଜ ସହ ୧୪ ଗୋଟି ବିଇଡି କଲେଜ ପ୍ରକଳ୍ପ ମାନଙ୍କରେ ପୁନଃଉଦ୍ଧାର ଏବଂ ପୁଣି ଆରମ୍ଭ କରିବାପାଇଁ ଓଡିଶା ବନ୍ଦ ଦୌରାନ ପ୍ରଧାନ ମନ୍ତ୍ରୀ ଏବଂ ମୁଖ୍ୟ ମନ୍ତ୍ରୀଙ୍କୁ ଭିଲେଜର୍ସ ଇଣ୍ଡିଆ ପାର୍ଟି ପକ୍ଷରୁ ନିବେଦନ କରାଯାଇଛି । 


News Comment




Photo in News

Advertisment
Lastest News
  ଜିଲ୍ଲା  
ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ   24-Sep-2026
  ରାଜ୍ୟ  
କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ   24-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026
  ଜିଲ୍ଲା  
* *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   24-Sep-2026
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026
  ଜିଲ୍ଲା  
ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   24-Sep-2026
  ଜିଲ୍ଲା  
କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   24-Sep-2026

You Might Also Like