-+91-9937148622 |

prerana_bgr@rediffmail.com |

  Wednesday 30th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଚୁଡାପାଲିରେ ସ୍ୱାଧିନତା ସଂଗ୍ରାମୀ ଯୋଗେଶ୍ୱର କୁମୁରାଙ୍କ ୮୮ତମ ପ୍ରଜାମେଳିର ସ୍ମୃତି କୁ ମନେ ପକାଇଲେ ଗ୍ରାମବାସୀ   (29-Sep-2026)       ||      କାଶିପାଲି ରେ ଆଙ୍ଗନ୍ କା ଉତ୍ସବ ଉଦଯାପିତ    (29-Sep-2026)       ||      କୋକସରା ବ୍ଲକ ରେ ୧୬୮ ଅଙ୍ଗନ ବାଡି କେନ୍ଦ୍ର ରେ ପାଳିତ ହେଲା ଆଙ୍ଗନ କା ଉତ୍ସବ    (29-Sep-2026)       ||      ଆଗଲପୁର ଅଙ୍ଗନୱାଡ଼ି କେନ୍ଦ୍ର ରେ ଆଙ୍ଗନ୍ କା ଉତ୍ସବ ପାଳିତ   (29-Sep-2026)       ||      *ସାହାଣୀ କପ୍ ଫୁଟବଲ୍    (29-Sep-2026)       ||      ଆଙ୍ଗନ କା ଉତ୍ସବ ପାଳିତ    (29-Sep-2026)       ||      ଫୁଲମୁଠି ଅଙ୍ଗନାୱାର୍ଡ କେନ୍ଦ୍ର ରେ ଆଙ୍କନ କା ଉତ୍ସବ    (29-Sep-2026)       ||      ଫୁଲମୁଠି ଅଙ୍ଗୱାର୍ଡ ରେ ଆଙ୍କନ କା ଉତ୍ସବ    (29-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଚତୁର୍ଥ ଦିନରେ ପିତୃପକ୍ଷ ସେବା କାର୍ଯ୍ୟକ୍ରମ।   (29-Sep-2026)       ||      *ଡାବୁଗାଁ ଗୋଷ୍ଠୀ ସ୍ତରୀୟ ବିଦ୍ୟାଳୟ ସମୁହ ଖେଳ ଓ ଦୌଡକୁଦ ପ୍ରତିଯୋଗିତା ଉଦ୍ଘାଟିତ*   (29-Sep-2026)       ||      ବେଲପଡା ମହାବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା   (29-Sep-2026)       ||      *ମା ସୁରେଶ୍ଵରୀ ଙ୍କ ମନ୍ଦିର ରେ ଚଣ୍ଡୀ ଯଜ୍ଞ ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ*-   (29-Sep-2026)       ||      ଜୟ ଜଗନ୍ନାଥ ଫୂଟବଲ ଟୁର୍ନାମେଣ୍ଟ ୨୦୨୬ ଉଦଯାପିତ    (29-Sep-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      କଣ୍ଟାମାଳ ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ୱିତୀୟ ମାତୃ ସମ୍ମିଳନୀ ଅନୁଷ୍ଠିତ   (28-Sep-2026)       ||      ଯୁବଗୋଷ୍ଠୀଙ୍କ ପ୍ରୟାସରେ ଲୋକସଂସ୍କୃତିର ବିକାଶ ସମ୍ଭବ ଶିକେରପାଟ୍ ୟୁଥ୍ କ୍ଳବ ପକ୍ଷରୁ ନୂଆଁଖାଇ ଭେଟଘାଟ୍–୨୦୨୬   (28-Sep-2026)       ||      ଆଜାଦ ଫୁଟବଲ ଏସୋସିଏସନ ଆନୁକୂଲ୍ୟରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ   (28-Sep-2026)       ||      ଅଳକା ଜେନାଙ୍କ ସ୍ମୃତିରେ ମେଧାବୀ ଛାତ୍ରୀଙ୍କୁ ସମ୍ମାନ "ସ୍ମୃତିରେ ଶିକ୍ଷାର ଆଲୋକ,ସଫଳତାରେ ଛାତ୍ରୀଙ୍କୁ ପ୍ରେରଣା"   (28-Sep-2026)       ||      ତୁଳସୀନଗରରେ ଯୁବକଙ୍କୁ ଆକ୍ରମଣ ମାମଲା: ୪ ଅଭିଯୁକ୍ତ ଗିରଫ    (28-Sep-2026)       ||     

HOME   ଜିଲ୍ଲା

କଳାହାଣ୍ଡି ଜିଲ୍ଲା ନର୍ଲାରେ ଡଙ୍ଗର ଉପରେ ମାକର ବିହା

08-Mar-2021



କଳାହାଣ୍ଡି,ର୍ନଲ୍ଳା(ସଞ୍ଜୀବ ଦାସ)'ମାକର ବିହା' ଶବ୍ଦର ପ୍ରଚଳନ ଏଠାକାର ଲୋକଙ୍କ ପାଇଁ ବେଶ ପୁରୁଣା । 'ମାକରବିହା' ରାତିରେ ଦୂର ପାହାଡ଼ ଟି ବେଶ୍ ସୁନ୍ଦର ଦେଖାଯାଏ । ସତେ ଯେମିତି ପାହାଡ଼ ରେ କେହି ଧାଡ଼ି ଧାଡ଼ି ରଙ୍ଗୀନ ଆଲୁଅ ଲଗାଇ ଦେଇଛି ।ଅଝଟ ପିଲାକୁ ପାହାଡ଼ ଆଡ଼କୁ ଦେଖାଇ ଘରର ବୟସ୍କ ଲୋକେ ତୁନି କରାଇଥାନ୍ତି ।*ମାକରବିହା* ଚାଳିଛି ବୋଲି କହିଥାନ୍ତି । ତେବେ ଜଙ୍ଗଲ ରେ ନିଆଁ ସହ 'ମାକରବିହା"ର କ'ଣ ସମ୍ପର୍କ ରହିଛି

ଶିମିଳି ପାଳ ଜଙ୍ଗଲ ରେ ନିଆ ଲାଗିବା ପରେ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ଏବଂ ରାଜ୍ୟ ରାଜନୀତି ରେ ନିଆ ଲାଗିଥିବା ବେଳେ ସେଥିରୁ   ନଲ୍ଳା ବ୍ଲକ ବନାଞ୍ଚଳ ମଧ୍ୟ ବାଦ ପଡିନି l କିଛି ଦିନ ପୂର୍ବରୁ କେସିଙ୍ଗା ରେଞ୍ଜ  ରୁପ୍ରାରୋଡ ବନାଞ୍ଚଳ ବିଭାଗ ର ନାଙ୍ଗୁଲ ଗୁଡା ଜଙ୍ଗଲ ରେ ନିଆ ଲାଗିବା ପରେ ସୋସିଆଳ ମିଡ଼ିଆ ରେ ପ୍ରକାଶିତ ହେବା ପରେ ମଧ୍ୟ ବନ ବିଭାଗ କୁ କିଛି ପ୍ରଭାବ ପଡିନି
ତେବେ ଜଙ୍ଗଲ ରେ ନିଆଁ ଲାଗି ଯିବା ଯୋଗୁଁ ବ୍ୟାପକ ଜଙ୍ଗଲ ସଂପଦ ନଷ୍ଟ ହେଉଛି । ଏହି ଅଞ୍ଚଳ ର ପାହାଡ଼ ଗୁଡ଼ିକ ରେ ବହୁ ମୂଲ୍ୟବାନ ଗଛ ଓ ଔଷଧୀୟ ଲତା ନିଆଁ ରେ ପୋଡ଼ି ଯାଉଛି ।ପଶୁ,ପକ୍ଷୀ ମଧ୍ୟ ବାଦ ପଡୁନାହାନ୍ତି । ବାୟୂ ପ୍ରଦ୍ୟୁଷଣ ହେବାରେ ଲାଗିଛି ଖରା ଦିନରେ ମଧ୍ୟ କୁହୁଡି ଭଲି ଲାଗୁଛି। ଜଙ୍ଗଲ ରେ ନିଆଁ ନ ଲଗାଇବା ପାଇଁ ସରକାର ବନ ବିଭାଗ କୁ ଅନୁଦାନ ଦେଉଥିଲେ ମଧ୍ୟ ଅନୁଦାନ ଅର୍ଥ ଖର୍ଚ୍ଚ ଠିକ୍ ଭାବରେ ହେଉନାହିଁ ଲୋକେ ନିଜର ସାମାନ୍ୟ ସୁବିଧା ପାଇଁ ଜଙ୍ଗଲ ରେ ନିଆଁ ଲଗାଇ ହିଁ କ୍ଷତି କରୁଛନ୍ତି । ଏନେଇ ଜନ ସଚେତନତା ସୃଷ୍ଟି ର ଆବଶ୍ୟକତା ରହିଥିଲେ ମଧ୍ୟ ବନବିଭାଗ ର ଅବହେଳା ଦେଖିବାକୁ ମିଳିଛି । ଜଙ୍ଗଲ ସୁରକ୍ଷା ପାଇଁ ପାହାଡ଼ ତଳ ଅଞ୍ଚଳରେ ବ୍ୟାପକ ଜନ ସଚେତନତା ଯାତ୍ରା ର ଆବଶ୍ୟକ ରହିଛି ବୋଲି। ବୁଦ୍ଧି ଯିବି ମହଲ ରେ ଚର୍ଚ୍ଚା ଜୋର ଧରିଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଚୁଡାପାଲିରେ ସ୍ୱାଧିନତା ସଂଗ୍ରାମୀ ଯୋଗେଶ୍ୱର କୁମୁରାଙ୍କ ୮୮ତମ ପ୍ରଜାମେଳିର ସ୍ମୃତି କୁ ମନେ ପକାଇଲେ ଗ୍ରାମବାସୀ   29-Sep-2026
  ଜିଲ୍ଲା  
କାଶିପାଲି ରେ ଆଙ୍ଗନ୍ କା ଉତ୍ସବ ଉଦଯାପିତ   29-Sep-2026
  ଜିଲ୍ଲା  
କୋକସରା ବ୍ଲକ ରେ ୧୬୮ ଅଙ୍ଗନ ବାଡି କେନ୍ଦ୍ର ରେ ପାଳିତ ହେଲା ଆଙ୍ଗନ କା ଉତ୍ସବ   29-Sep-2026
  ଜିଲ୍ଲା  
ଆଗଲପୁର ଅଙ୍ଗନୱାଡ଼ି କେନ୍ଦ୍ର ରେ ଆଙ୍ଗନ୍ କା ଉତ୍ସବ ପାଳିତ   29-Sep-2026
  ଜିଲ୍ଲା  
*ସାହାଣୀ କପ୍ ଫୁଟବଲ୍   29-Sep-2026
  ଜିଲ୍ଲା  
ଆଙ୍ଗନ କା ଉତ୍ସବ ପାଳିତ   29-Sep-2026
  ଜିଲ୍ଲା  
ଫୁଲମୁଠି ଅଙ୍ଗନାୱାର୍ଡ କେନ୍ଦ୍ର ରେ ଆଙ୍କନ କା ଉତ୍ସବ   29-Sep-2026
  ଜିଲ୍ଲା  
ଫୁଲମୁଠି ଅଙ୍ଗୱାର୍ଡ ରେ ଆଙ୍କନ କା ଉତ୍ସବ   29-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଚତୁର୍ଥ ଦିନରେ ପିତୃପକ୍ଷ ସେବା କାର୍ଯ୍ୟକ୍ରମ।   29-Sep-2026
  ଜିଲ୍ଲା  
*ଡାବୁଗାଁ ଗୋଷ୍ଠୀ ସ୍ତରୀୟ ବିଦ୍ୟାଳୟ ସମୁହ ଖେଳ ଓ ଦୌଡକୁଦ ପ୍ରତିଯୋଗିତା ଉଦ୍ଘାଟିତ*   29-Sep-2026
  ରାଜ୍ୟ  
ବେଲପଡା ମହାବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା   29-Sep-2026
  ଜିଲ୍ଲା  
*ମା ସୁରେଶ୍ଵରୀ ଙ୍କ ମନ୍ଦିର ରେ ଚଣ୍ଡୀ ଯଜ୍ଞ ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ*-   29-Sep-2026

You Might Also Like