-+91-9937148622 |

prerana_bgr@rediffmail.com |

  Friday 2nd October 2026 |

| | | |

R.N.I. Regd No. ODIODI/2010/46693

Breaking News

ଗାନ୍ଧୀ ଜୟନ୍ତୀରେ ଅସହାୟ ପିଲାଙ୍କ ପାଇଁ ସହାୟତାର ହାତ ୩୬ ଜଣ ଶିଶୁଙ୍କୁ ଉପହାର ବାକ୍ସ ପ୍ରଦାନ; ବାଲ୍ୟବିବାହ ଓ ଶିଶୁଶ୍ରମ ରୋକିବାକୁ ଶପଥ   (02-Oct-2026)       ||      *ସାହାଣୀ କପ୍ ଫୁଟବଲ୍ ରେ ସନସ୍କୃତିକ କାର୍ଯ୍ଯ କ୍ରମ*- *ଖେଳାଳି ଓ ଦର୍ଶକ ଙ୍କ ମନ ମୋହିଲା ଗୀତ ନାଚ*   (02-Oct-2026)       ||      ନର୍ଲା ଥାନା ଠାରେ ଗାନ୍ଧୀ ଜୟନ୍ତୀ ପାଳନ,ଓ ସଫେଇ କାର୍ଯକ୍ରମ   (02-Oct-2026)       ||      ହରିଶ୍ଚନ୍ଦ୍ର ନାୟକଙ୍କ ଅଵସର କାଳୀନ ସମ୍ବର୍ଦ୍ଧନା ସଭା:ଜଣେ ନିଷ୍ଠାପର କର୍ମଚାରୀ ଭାବେ ସବୁଦିନେ ମନେ ରହିବେ-ଅଧ୍ୟକ୍ଷ   (02-Oct-2026)       ||      ଏସୟୁସିଆଇ ( କମ୍ୟୁନିଷ୍ଟ) ପକ୍ଷରୁ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେସ କୁମାର ଙ୍କ ଇସ୍ତଫା ଦାବିରେ ବିକ୍ଷୋଭ ଓ କୁଶପୁତ୍ତଳିକା ଦାହ   (02-Oct-2026)       ||      ଗାନ୍ଧୀ ଜୟନ୍ତୀରେ ‘ଗ୍ରୀନ୍ ଟିଟିଲାଗଡ଼ କ୍ଲିନ୍ ଟିଟିଲାଗଡ଼’ ଅଭିଯାନ - ବିଧାୟକ କରାଇଲେ ସ୍ଵଚ୍ଚତାକୁ ନେଇ ଶପଥ ପାଠ   (02-Oct-2026)       ||      ଟିଟିଲାଗଡ ଉପଖଣ୍ଡ ପ୍ରଶାସନ ଓ ପୌର ପରିଷଦ ପକ୍ଷରୁ ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ    (02-Oct-2026)       ||      କଟକ ସଦର ବ୍ଲକ କଂଗ୍ରେସ କମିଟି ତରଫରୁ ମହାତ୍ମା ଗାନ୍ଧୀ ଓ ଲାଲ୍ ବାହାଦୁର ଶାସ୍ତ୍ରୀ ଜୟନ୍ତୀ ପାଳିତ   (02-Oct-2026)       ||      ସୁବର୍ଣ୍ଣପୁର ମୁଖ୍ୟ ଚିକିତ୍ସାଳୟ ଠାରେ ଜାତୀୟ ସ୍ବେଚ୍ଛା କୃତ ରକ୍ତ ଦାନ ଶିବିର ଓ ସଚେତନତା ସଭା ଅନୁଷ୍ଟିତ   (02-Oct-2026)       ||      ଡାବୁଗାଁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଅନ୍ତର୍ଜାତୀୟ ବୟସ୍କ ବ୍ୟକ୍ତି ଦିବସ ଓ ସ୍ବଚ୍ଛତା ହିଁ ସେବା ୨୦୨୬ କାର୍ଯ୍ୟକ୍ରମର ସଫଳତା ଉପରେ ପ୍ରଶ୍ନବାଚୀ?   (02-Oct-2026)       ||      *ଅକ୍ଟୋବର ୨ ନବରଙ୍ଗପୁର ଜିଲ୍ଲା ପ୍ରତିଷ୍ଠା ଦିବସ*   (02-Oct-2026)       ||      ବିଶ୍ୱ ଜଳାତଙ୍କ ଦିବସରେ ସଚେତନତା ବାର୍ତ୍ତା, ଜଳାତଙ୍କରୁ ସୁରକ୍ଷା ପାଇଁ ସଚେତନ ହେବାକୁ ଆହ୍ୱାନ   (02-Oct-2026)       ||      ହୀରାକୁଦ ର ଚର୍ଚ୍ଚିକା ରାନୀଙ୍କୁ ମିଳିଲା ଗ୍ଲୋବାଲ୍ ଆଇକନ୍ ଅଫ୍ ଇଣ୍ଡିଆ ର ସମ୍ମାନ |   (02-Oct-2026)       ||      ଦୁର୍ଗାପୂଜା ଓ ଦୀପାବଳି ୨୦୨୬ ପାଇଁ ଶାନ୍ତି ଓ ସମନ୍ୱୟ କମିଟି ବୈଠକ   (01-Oct-2026)       ||      ମହାବୀର ପଡା ରେ ବରିଷ୍ଟ ନାଗରିକ ଦିବସ ପାଳିତ   (01-Oct-2026)       ||      ଅନ୍ତର୍ଜାତୀୟ କରାଟେରେ ଶରଣ୍ୟା ସାହୁ ଓ ଶ୍ରେୟାନ୍ସ ସାହୁଙ୍କ ଉଲ୍ଲେଖନୀୟ ସଫଳତା ପାଈଁ ଲାୟନ୍ସ କ୍ଲବ ଟିଟିଲାଗଡ ତରଫରୁ ଦିଆଗଲା ସମ୍ବର୍ଦ୍ଧନା    (01-Oct-2026)       ||      ବଲାଙ୍ଗିରରେ ଜାତୀୟ ଲନ୍ ବଲ ଚାମ୍ପିଅନସିପ୍ ♦️ଅକ୍ଟୋବର ୨୩ରୁ ୨୬ ଯାଏ ପ୍ରତିଯୋଗିତା   (01-Oct-2026)       ||      *ସାହାଣୀ କପ୍ ଫୁଟବଲ୍ ଅଷ୍ଟମ ଦିବସ ରେ ପୁରୀ ଓ କଟକ ଵିଜୟୀ*- *ଗୀତ ନାଚ ରେ ଜମିଲା ଗାନ୍ଧି ଷ୍ଟାଡିୟମ୍* -   (01-Oct-2026)       ||      ଚାକିରୀ ଜୀବନରୁ ଅବସର ନେଲେ ସୁଜାତା ମ୍ୟାଡ଼ମ(ସବୁ ମହଲରୁ ଭବ୍ୟ ସମ୍ବର୍ଦ୍ଧନା)   (01-Oct-2026)       ||      ଲୋଇସିଂହା ଠାରେ ଜିଲ୍ଲା ସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟ    (01-Oct-2026)       ||     

HOME   ଜିଲ୍ଲା

ନିଦାବିଷ୍ଣୁ ସାଜିଛି ବନବିଭାଗ, ହାତୀ ଆକ୍ରମଣରେ ବୃଦ୍ଧ ବାପା ମୃତ,ଝିଅ ଆହତ

05-Mar-2021



ଉଲୁଣ୍ଡା(ଗୌର ଚନ୍ଦ୍ର ପରିଛା):  ଉଲୁଣ୍ଡା ଅଂଚଲରେ ବର୍ଷ ବର୍ଷ ଧରି ହାତୀ ଉପଦ୍ରବ ଲାଗିରହିଛି । ବିଭିନ୍ନ ସମୟରେ ହାତୀ ପଲ ଗାଁ ମୁହାଁ ହୋଇ  ଧନ ଜୀବନ ହାନୀ ଘଟୁଛି । ଏହି କ୍ରମରେ ଗତକାଲି ବିଲମ୍ବିତ ରାତ୍ରୀରେ  ବ୍ଲକର ପଣ୍ଡକିଟାଲ ଗ୍ରାମରେ ହାତୀ ଆକ୍ରମଣର ଶିକାର ହୋଇ ବୃଦ୍ଧ ବାପାର ମୃତ୍ୟୁ ହୋଇଥିବା ବେଳେ ôଝଅ ଆହତ ହୋଇଥିବା ଜଣାପଡିଛି । ମୃତ ବୃଦ୍ଧ ଜଣକ ହେଲେ ସମ୍ବଲପୁର ଜିଲ୍ଲା  ହର୍ଲୀପାଲି ଗାଁର ନାରାୟଣ ଭୋଇ ଓ ଆହତ ôଝଅ ହେଲେ ନିଲା । ସୂଚନା ଅନୁସାରେ ନାରାୟଣ ପ୍ରାୟ ୧୭ ବର୍ଷ ହେବ ପଣ୍ଡକିଟାଲ ଗ୍ରାମରେ ଥିବା ôଝଅ ନିଲା, ଜ୍ୱାଇ ବିଶିକେଶନଙ୍କ ଘରେ ରହୁଥିଲେ । ସବୁଦିନ ଭଲି ପରିବାରଟି ଖାଇପିଇ ଶୋଇଥିଲେ । ରାତି ପ୍ରାୟ ୩ଟା ସମୟରେ ଏକ ଦନ୍ତାହାତୀ ବିଶିକେଶନଙ୍କ ଘର ନିକଟରେ ଥିବା ଜଣେ ପଡୋଶୀଙ୍କ ଘରକୁ ଭାଙ୍ଗୁଥିଲା । ହାତୀ ଆସିଥିବା ଜାଣିପାରି ବିଶିକେଶନଙ୍କ ପରିବାର ଉଠିପଡି ହୋ ହଲ୍ଲା କରିଥିଲେ । ହୋ ହଲ୍ଲା ଶୁଣି ଦନ୍ତାଟି ବିଶିକେଶନଙ୍କ ପରବାର ଉପରେ ଆକ୍ରମଣ କରିଥିଲା । ନିଜ ଜୀବନ ବଂଚାଇ ପରିବାର ଲୋକେ ଧାଁ ଦୌଡ କରିଥିଲେ । ଏହି ସମୟରେ ନାରାୟଣଙ୍କ କାନକୁ ଠିକ ଭାବରେ ଶୁଣାଯାଉନଥିବା ବେଳେ ନାତିଙ୍କ ସହିତ ଶୋଇଥିବା ଅନ୍ୟ ଏକ କୋଠରୀରୁ ବାହାରକୁ ଚାଲିଆସିଥିଲେ । ସେଠାରେ ଥିବା ଦନ୍ତାଟି ନାରାୟଣଙ୍କୁ ଟାଣି ଆଣି କଚାଡି ଦେଇଥିଲା । ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟ ୭ଜଣ ସଦସ୍ୟ ଅଲ୍ପକେ ବର୍ତୀଯାଇଥିଲେ । ହେଲେ ତାଙ୍କ ôଝଅ ନିଲା ଖଣ୍ଡିଆ ଖାବରା ହୋଇ ଆହତ ହୋଇଥିଲେ ।   ପରିବାର ଲୋକେ ତୁରନ୍ତ ବନବିଭାଗକୁ ଫୋନ କରିଥିଲେ ମଧ୍ୟ କେହି ଆସିନଥିବାରୁ ହାତୀ ଆକ୍ରମଣର ଶିକାର ହୋଇଥିବା  ଅଭିଯୋଗ କରିଛନ୍ତି । ଖବର ପାଇ ଉଲୁଣ୍ଡା ପୁଲିସ ଏବଂ ବନବିଭାଗ ଘଟଣା ସ୍ଥଳରେ ପହଂଚି ଶବ ଜବତ କରିବା ସହ ଏକ ମାମଲା ରୂଜୁ କରିଥିଲା । ପରେ ଶବ ବ୍ୟବଚ୍ଛେଦପରେ ପରିବାରକୁ ହସ୍ତାନ୍ତର କରିଥିଲା । ଏହି ଘଟଣାକୁ ନେଇ  ଗାଁରେ ଉତେଜନା ଦେଖାଦେଇଥିଲା । ପରିବାର ଲୋକଙ୍କୁ ସୁରକ୍ଷା ଦେବା ସହ କ୍ଷତିପୁରଣ ଦାବି କରିଥିଲେ । ଏସଆଇ ଶରତ ଆଚାର୍ଯ୍ୟ, ରେଂଜର ଶିବ ପ୍ରଶାଦ ନାଏକ, ଫରେଷ୍ଟର ଦିନେଶ ମାôଝ ଉତ୍ୟକ୍ତ ଲୋକଙ୍କୁ ତଥା ପରିବାରକୁ ସୁରକ୍ଷା ବ୍ୟବସ୍ଥା କରିବା ସହ ସରକାରୀ ସହାୟତା ଯୋଗାଇ ଦେବାକୁ ପ୍ରତିଶୃତି ଦେବାପରେ ପରିସ୍ଥିତି ଶାନ୍ତ ପଡିଥିଲା । ପ୍ରକାଶ ଥାଉକି ଗତ ୫.୧୧.୨୦ ତାରିଖରେ ହାତୀ ପାହୁଲ ଗାଁର ଉଗ୍ରେସନ ଭୋଇଙ୍କ ହାତୀ ଆକ୍ରମଣରେ ମୃତ୍ୟୂ ହୋଇଥିବା ବେଳେ ୯.୧୦.୨୦ ତାରିଖରେ କୁତମେଣ୍ଡା ଗାଁର କୃଷ୍ଣ ଝରିଆ ମଧ୍ୟ ଗୁରୁତର ହୋଇଥିଲେ । ତେବେ ଅଂଚଲରେ ଏଭଲି ଘଟଣା ବାରମ୍ବାର ଘଟୁଥିଲେ ମଧ୍ୟ ବନବିଭାଗ ନିଦାବିଷ୍ଣୁ ସାଜିଛି । ଫଲରେ ବହୁ ଜୀବନହାନୀ ଘଟୁଥିବା ବେଳେ ଅଂଚଲବାସୀ ଆତଙ୍କିତ ଅବସ୍ଥାରେ ଜୀବନ କାଟୁଛନ୍ତି । ଦିର୍ଘ ଦିନ ହେବା ଦନ୍ତା ହାତୀଟି ଆତଙ୍କ ଖେଲାଉଥିଲେ ମଧ୍ୟ ବନବିଭାଗର ତତ୍ୱରତା ଦେଖାଦେଉ ନଥିବାରୁ ଅଂଚଲବାସୀଙ୍କ ମନରେ ଗଭିର ଆଘାତ ଲାଗିଛି । ଆଗାମି ଦିନରେ   ରାଜରାସ୍ତାକୁ ଓହ୍ଲାଇବା ନେଇ ମଧ୍ୟ ଅଂଚଲବାସୀ ସଜବାଜ ହେଉଥିବା ଆଲୋଚନା ହେଉଛି । ଉଲୁଣ୍ଡା ଅଂଚଲରେ ରନ୍ଧାମଦ କାରବାର ଚାଲୁଥିବା ବେଳେ ମହୁଲ ଫାସ ଖାଇବା ପାଇଁ ହାତୀ ପଲ ଜଙ୍ଗଲ ଛାଡୁନଥିବା ଆଲୋଚନା ହେଉଛି । ଏକ୍ଷେତ୍ରରେ ଅବକାରୀ ଏବଂ ବନବିଭାଗ ମିଳିତ ପଦକ୍ଷେପ ନନେଲେ ଆଗାମି ଦିନରେ ଅଧିକ ଧନଜୀବନ ହାନୀ ହେବାର ଆଶଙ୍କା କରାଯାଉଛି । ଏନେଇ ରେଂଜର ଶ୍ରୀଯୁକ୍ତ ନାଏକଙ୍କୁ ପଚାରିବାରୁ ଅନ୍ତେଷ୍ଟିକ୍ରୀଆ ପାଇଁ ଆଜି ୪୦ ହଜାର ଦିଆଯାଇଥିବା ବେଳେ ଆବଶ୍ୟକ କାଗଜାତ ଜମା କଲାପରେ ଅବଶିଷ୍ଠ ୩ ଲକ୍ଷ ୬୦ ହଜାର ଟଙ୍କା ଦିଆଜିବ ବୋଲି ପ୍ରକାଶ କରିଥିଲେ । 


News Comment




Photo in News

Advertisment
Lastest News
  ଜିଲ୍ଲା  
ଗାନ୍ଧୀ ଜୟନ୍ତୀରେ ଅସହାୟ ପିଲାଙ୍କ ପାଇଁ ସହାୟତାର ହାତ ୩୬ ଜଣ ଶିଶୁଙ୍କୁ ଉପହାର ବାକ୍ସ ପ୍ରଦାନ; ବାଲ୍ୟବିବାହ ଓ ଶିଶୁଶ୍ରମ ରୋକିବାକୁ ଶପଥ   02-Oct-2026
  ଜିଲ୍ଲା  
*ସାହାଣୀ କପ୍ ଫୁଟବଲ୍ ରେ ସନସ୍କୃତିକ କାର୍ଯ୍ଯ କ୍ରମ*- *ଖେଳାଳି ଓ ଦର୍ଶକ ଙ୍କ ମନ ମୋହିଲା ଗୀତ ନାଚ*   02-Oct-2026
  ଜିଲ୍ଲା  
ନର୍ଲା ଥାନା ଠାରେ ଗାନ୍ଧୀ ଜୟନ୍ତୀ ପାଳନ,ଓ ସଫେଇ କାର୍ଯକ୍ରମ   02-Oct-2026
  ଜିଲ୍ଲା  
ହରିଶ୍ଚନ୍ଦ୍ର ନାୟକଙ୍କ ଅଵସର କାଳୀନ ସମ୍ବର୍ଦ୍ଧନା ସଭା:ଜଣେ ନିଷ୍ଠାପର କର୍ମଚାରୀ ଭାବେ ସବୁଦିନେ ମନେ ରହିବେ-ଅଧ୍ୟକ୍ଷ   02-Oct-2026
  ଜିଲ୍ଲା  
ଏସୟୁସିଆଇ ( କମ୍ୟୁନିଷ୍ଟ) ପକ୍ଷରୁ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେସ କୁମାର ଙ୍କ ଇସ୍ତଫା ଦାବିରେ ବିକ୍ଷୋଭ ଓ କୁଶପୁତ୍ତଳିକା ଦାହ   02-Oct-2026
  ଜିଲ୍ଲା  
ଗାନ୍ଧୀ ଜୟନ୍ତୀରେ ‘ଗ୍ରୀନ୍ ଟିଟିଲାଗଡ଼ କ୍ଲିନ୍ ଟିଟିଲାଗଡ଼’ ଅଭିଯାନ - ବିଧାୟକ କରାଇଲେ ସ୍ଵଚ୍ଚତାକୁ ନେଇ ଶପଥ ପାଠ   02-Oct-2026
  ଜିଲ୍ଲା  
ଟିଟିଲାଗଡ ଉପଖଣ୍ଡ ପ୍ରଶାସନ ଓ ପୌର ପରିଷଦ ପକ୍ଷରୁ ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ    02-Oct-2026
  ଜିଲ୍ଲା  
କଟକ ସଦର ବ୍ଲକ କଂଗ୍ରେସ କମିଟି ତରଫରୁ ମହାତ୍ମା ଗାନ୍ଧୀ ଓ ଲାଲ୍ ବାହାଦୁର ଶାସ୍ତ୍ରୀ ଜୟନ୍ତୀ ପାଳିତ   02-Oct-2026
  ଜିଲ୍ଲା  
ସୁବର୍ଣ୍ଣପୁର ମୁଖ୍ୟ ଚିକିତ୍ସାଳୟ ଠାରେ ଜାତୀୟ ସ୍ବେଚ୍ଛା କୃତ ରକ୍ତ ଦାନ ଶିବିର ଓ ସଚେତନତା ସଭା ଅନୁଷ୍ଟିତ   02-Oct-2026
  ଜିଲ୍ଲା  
ଡାବୁଗାଁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଅନ୍ତର୍ଜାତୀୟ ବୟସ୍କ ବ୍ୟକ୍ତି ଦିବସ ଓ ସ୍ବଚ୍ଛତା ହିଁ ସେବା ୨୦୨୬ କାର୍ଯ୍ୟକ୍ରମର ସଫଳତା ଉପରେ ପ୍ରଶ୍ନବାଚୀ?   02-Oct-2026
  ଜିଲ୍ଲା  
*ଅକ୍ଟୋବର ୨ ନବରଙ୍ଗପୁର ଜିଲ୍ଲା ପ୍ରତିଷ୍ଠା ଦିବସ*   02-Oct-2026
  ଜିଲ୍ଲା  
ବିଶ୍ୱ ଜଳାତଙ୍କ ଦିବସରେ ସଚେତନତା ବାର୍ତ୍ତା, ଜଳାତଙ୍କରୁ ସୁରକ୍ଷା ପାଇଁ ସଚେତନ ହେବାକୁ ଆହ୍ୱାନ   02-Oct-2026

You Might Also Like