-+91-9937148622 |
prerana_bgr@rediffmail.com |
Monday 5th October 2026 |
R.N.I. Regd No. ODIODI/2010/46693
Breaking News
04-Mar-2021
ଉଲୁଣ୍ଡା(ଗୌରଚନ୍ଦ୍ର ପରିଛା)- ଉଲୁଣ୍ଡା ବ୍ଲକ ପଂଚମହଲା ପଂଚାୟତର ବାଘପାଲି (ବଡମାଲ) ଗ୍ରାମରେ ନିଆଁ ଲାଗି ଏକ ପାଲ ଭାଡି ଜଲିଯାଇଛି । ସୂଚନା ଅନୁସାରେ ଉକ୍ତ ଗ୍ରାମର ଗୋବିନ୍ଦ ବାଘଙ୍କ ପାଲ ଗଦାରେ ଅପରାହ୍ନ ପ୍ରାୟ୪ ଟା ସମୟରେ ଆକସ୍ମିକ ଭାବରେ ନିଆଁ ଲାଗିଯାଇଥିଲା । ଖବର ପାଇ ଉଲୁଣ୍ଡା ଦମକଲ ବାହିନୀର ହାବିଲଦାର ରଣଧିର ଟେଟେଙ୍କ ନେତୃତ୍ୱରେ ଘଟଣା ସ୍ଥଳରେ ପହଂଚି ନିଆଁକୁ ଆୟତ କରିଥିଲେ ମଧ୍ୟ ସଂମ୍ପୁନ୍ନ ଜଲିଯାଇଥିଲା ।