-+91-9937148622 |
prerana_bgr@rediffmail.com |
Tuesday 13th October 2026 |
R.N.I. Regd No. ODIODI/2010/46693
Breaking News
26-Feb-2021
ବ୍ରହ୍ମପୁର: ବ୍ରହ୍ମପୁର ଫାଷ୍ଟ ଗେଟ ନିକଟରେ ପଡିରହିଛି ମୃତଦେହ। ମୃତଦେହ ପଡ଼ିବାର ପ୍ରାୟ ତିନିଘଣ୍ଟା ପରେ ମିଳିଛି ଯୁବକଙ୍କ ପରିଚୟ।
ମୃତକ ଜଣକ ହେଲେ ହିଂଜିଳି ଥାନା ଅନ୍ତର୍ଗତ ଦୁର୍ଗା ଚରଣ ପଣ୍ଡା। ସେ ଘର ଭଡ଼ା ନେଇ ବ୍ରହ୍ମପୁର ପାଣିଗ୍ରାହି ପେଣ୍ଠ ସାହିରେ ରହୁଥିଲେ। ଘଟଣା ସ୍ଥଳରେ ପୋଲିସ ଛାନଭିନ ଆରମ୍ଭ କରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।