-+91-9937148622 |

prerana_bgr@rediffmail.com |

  Wednesday 14th October 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗୀରଠାରେ ଅନୁଷ୍ଠିତ ହେଲା ଅଖିଳ ଓଡ଼ିଶା ନ୍ୟାୟିକ କର୍ମଚାରୀ ସଂଘର ରାଜ୍ୟସ୍ତରୀୟ ସାଧାରଣ ପରିଷଦ ବୈଠକ   (13-Oct-2026)       ||      ୩ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ସଇଁତଲା ଆର ଆଇ ଙ୍କୁ ଧରିଲା ଭିଜିଲାନ୍ସ ବିଭାଗ    (13-Oct-2026)       ||      *ନବରଙ୍ଗପୁରରେ ନୂତନ ଜିଲ୍ଲାପାଳଙ୍କ ଦାୟିତ୍ୱ ଗ୍ରହଣ*   (13-Oct-2026)       ||      ବଲାଙ୍ଗୀର ତହସିଲର ଅବ୍ୟବସ୍ଥା ନେଇ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ସଭାପତି ଙ୍କ ପ୍ରତିକ୍ରିୟା: କପି ଟିଏ ପାଇବା ପାଇଁ ଲୋକଙ୍କୁ ମାସ ମାସ ଧରି ଅପେକ୍ଷା କରିବାକୁ ପଡୁଛି    (13-Oct-2026)       ||      ଚନ୍ଦ୍ରଘଣ୍ଟା ବେଶରେ ଦର୍ଶନ ଦେଲେ ମାଁ ଚରଦେଇ   (13-Oct-2026)       ||      ଜିଲ୍ଲା ସମବାୟ ବିଭାଗ, ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗର ମିଳିତ ଆନୁକୂଲ୍ୟରେ ରଙ୍ଗୋଲି ରାଷ୍ଟ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ   (13-Oct-2026)       ||      ବଲାଙ୍ଗୀରରେ ରାଜ୍ୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା   (13-Oct-2026)       ||      ଓମ୍‌ ଭ୍ୟାଲି ଶିକ୍ଷାନୁଷ୍ଠାନରେ ୧୧ତମ ବାଟାଲିୟନ ଦ୍ଵାରା ଏନ୍‌.ସି.ସି.ପ୍ରଶିକ୍ଷଣ ଶିବିରର ଉଦ୍‌ଯାପିତ    (13-Oct-2026)       ||      ପାଟଣେଶ୍ୱରୀ ଦେବୀପୀଠରେ ନବରାତ୍ରପୂଜା   (13-Oct-2026)       ||      ମା’ସୁରେଶ୍ୱରୀଙ୍କ ସମେତ ତିନି ଦେବୀଙ୍କ ଚନ୍ଦ୍ରଘଣ୍ଟା ବେଶ   (13-Oct-2026)       ||      ଚୋରି ଓ ଅପରାଧର ଖିଅ ଖୋଜିବ ସିସିଟିଭି! ଦାରିଙ୍ଗବାଡ଼ିର ସବୁ ହୋଟେଲ, ରିସର୍ଟ ଓ ରେଷ୍ଟୁରାଣ୍ଟରେ କ୍ୟାମେରା ଲାଗିବା ବାଧ୍ୟତାମୂଳକ   (13-Oct-2026)       ||      ପଡାଗଡ଼ ଅଞ୍ଚଳରେ ରାତିରେ ଚାଲିଛି ବେଆଇନ କ୍ରସର, ଖଣି ମାଫିଆ ମାଲାମାଲ   (13-Oct-2026)       ||      ତୁଷୁରାରେ ମହାରାଜା ଅଗ୍ରସେନଜୀଙ୍କ ଜୟନ୍ତୀ ପାଳିତ   (13-Oct-2026)       ||      ମା କୁଶଙ୍ଗାଇ ପୀଠ ନବରାତ୍ରିରେ ଚଳଚଞ୍ଚଳ   (13-Oct-2026)       ||      ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କରର୍ସ ଆସୋସିଏସନ୍ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ   (13-Oct-2026)       ||      ଭାରତ ବିକାଶ ପରିଷଦ ଦ୍ଵାରା (ଶିକ୍ଷା ବର୍ଷ ୨୦୨୬) ପାଇଁ ଶ୍ରେଷ୍ଠ ଛାତ୍ର ଓ ଶ୍ରେଷ୍ଠ ଶିକ୍ଷୟିତ୍ରୀ ପୁରସ୍କାରରେ ସମ୍ମାନିତ ହେଲେ ଓମ ଭ୍ୟାଲି ସ୍କୁଲର ଶିକ୍ଷୟତ୍ରୀ ଓ ଛାତ୍ର    (13-Oct-2026)       ||      ଆଗଲପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟର୍ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଧୁମ ଧାମରେ ପାଳିତ   (13-Oct-2026)       ||      ମା ଘଣ୍ଟାସୁନିଙ୍କ ନବମୀ ଯାତ୍ରା ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ    (12-Oct-2026)       ||      *ଆସନ୍ତା କାଲି ଠାରୁ ସୁବର୍ଣ୍ଣପୁର ଠାରେ ହେବ ରାଜ୍ୟ ସ୍ତରୀୟ ୧୪ ବର୍ଷ ରୁ କମ୍ ବାଳକ ଫୁଟବଲ୍ ଚାମ୍ପିଅନସିପ*-   (12-Oct-2026)       ||      ମା’ ସୁରେଶ୍ୱରୀଙ୍କ ସମେତ ତିନି ଦେବୀଙ୍କ ବ୍ରହ୍ମଚାରିଣୀ ବେଶ ଦର୍ଶନ   (12-Oct-2026)       ||     

HOME   ଜିଲ୍ଲା

ସ୍ଥାୟୀ ନିଯୁକ୍ତି ଦାବିରେ ସିଡିଏମ କାର୍ଯ୍ୟ ଲୟ ରେ ଏନଏଚଏମ ର ସ୍ବାସ୍ଥ୍ୟ କର୍ମୀ ର ଧାରଣା।

25-Feb-2021



ବଲାଙ୍ଗୀର (ପ୍ରେରଣା ଖବର)
ବଲାଙ୍ଗୀର  ସିଡ଼ିଏମଓ କାର୍ଯ୍ୟଳୟ ପରିସରରେ ଆଜି ଶତାଧିକ ମହିଳା ସ୍ବାସ୍ଥ୍ୟ କର୍ମୀ ସ୍ଥାୟୀ ନିଯୁକ୍ତି ଦାବିରେ ସିଡ଼ିଏମଓ ଙ୍କୁ ଦାବି ପତ୍ର ପ୍ରଦାନ ସହ ଧାରଣା ଦେଇଛନ୍ତି।ତେବେ ସୂଚନା ଅନୁସାରେ ବଲାଙ୍ଗୀର ଜିଲ୍ଲାରେ ଏକ ହଜାର ତିନିସହ ଏକ ଜଣ ଏନଏଚଏମ ସ୍ବାସ୍ଥ୍ୟ କର୍ମୀ ମହିଳା କାର୍ଯ୍ୟରତ ଅଛନ୍ତି।ଯେଉଁଥିରେ ଏମାନେ ଦୀର୍ଘ ମାସ ତଥା ବର୍ଷରୁ ନିୟମିତ ଭାବେ ନିଜ କାର୍ଯ୍ୟ ସୁଚାରୁରୂପେ ତୁଲାଇ ଆସୁଥିବା ସତ୍ୱେ ଏମାନେ ଏ ପ୍ରଯନ୍ତ ସ୍ଥାୟୀ କର୍ମଚାରୀ ଭାବେ ନିଯୁକ୍ତି ପାଇପାରୁନାହାନ୍ତି ।ଯାହା ଏମାନଙ୍କ ସ୍ଥାୟୀ ନିଯୁକ୍ତି ପାଇଁ ଗତ ବର୍ଷ ୧୯,୧୧,୨୦୨୦ ରେ  ଅର୍ଡର ନ ୨୬୭୨୪ ରେ ସ୍ଥାୟୀ ନିଯୁକ୍ତି ହେବା ପାଇଁ ଚିଠି ଆସିଥିବା ବେଳେ ଏହାର ଠିକ ଗୋଟେ ମାସ ତଥା ୨୧,୧୨,୨୦୨୦ରେ ହଜାରେ ୩୦୧ ଜଣ ସ୍ବାସ୍ଥ୍ୟ କର୍ମୀ ଙ୍କ ସମସ୍ତ ପ୍ରକାର ଭେରୀପିକେସନ ସରି ଥିବା ବେଳେ ଏମାନଙ୍କ ମଧ୍ୟରୁ ୧୨୦ଜଣ ସ୍ଥାୟୀ ନିଯୁକ୍ତି ତଥା ରେଗୁଲାର ହେବା ପାଇଁ ମନୋନୀତ ହୋଇଥିଲେ।ଯାହା ସରକାରୀ ନିର୍ଦେଶନାମାନୁସାରେ ସରକାରୀ ଅର୍ଡର ର ସାତ ଦିନ ମଧ୍ୟରେ ଏମାନଙ୍କ ପୋଷ୍ଟିଙ୍ଗ ହେବା କଥା ଯାହା ଏମାନଙ୍କ ଏପ୍ରଯନ୍ତ ହୋଇନଥିବା ଦର୍ଶାଇଛନ୍ତି ଆଶାବାଦୀ ଏନଏଚଏମ ମହିଳା ସ୍ବାସ୍ଥ୍ୟ କର୍ମୀ।ତେବେ ଦୀର୍ଘ ଦିନ ପରେ ମଧ୍ୟ କୌଣସି ପ୍ରକାର ଏମାନଙ୍କ ସ୍ଥାୟୀ ନିଯୁକ୍ତି ର କାର୍ଯ୍ୟକଳାପ ର ବିତିଗତି ଜାଣିନପାରିବା ପରେ ଆଜି ଏହି ସ୍ୱାସ୍ଥ୍ୟ କର୍ମୀ ମହିଳା ମାନେ ବଲାଙ୍ଗୀର ସିଡିଏମଓ ଙ୍କୁ ସ୍ଥାୟୀ ନିଯୁକ୍ତି ସମ୍ଭଦିୟ ବିଷୟରେ ଆଲୋଚନା କରିଥିଲେ।ଯେଉଁଥିରେ ସିଧାସଳଖ ସିଡ଼ିଏମଓ ଏମାନଙ୍କ ସ୍ଥାୟୀ ନିଯୁକ୍ତି ଏବେ ହୋଇପାରିବ ନି ଏବଂ ଦୁଇ ମାସ ପରେ ସମସ୍ତ ପୋଷ୍ଟିଙ୍ଗ କରାଯିବ ବୋଲି କହିଥିବା ସୂଚିତ କରିଛନ୍ତି ଆଶାବାଦୀ ଥିବା ଏନଏଚଏମ ସ୍ବାସ୍ଥ୍ୟ କର୍ମୀ। ତେବେ ନିଜ କାର୍ଯ୍ୟରେ ତପ୍ତରତା ସହ ନିୟମିତ ଦାୟିତ୍ୱ ସହ ନିଜ କାର୍ଯ୍ୟକୁ ସୁଚାରୁ ରୁପେ ତୁଲାଉଥିବା ସତ୍ୱେ ଉଚ୍ଚପଦସ୍ଥ ଅଧିକାରୀଙ୍କ  ଏଭଳି ବୈମାତୃକ ମନୋଭାବ କୁ ଆମେ ନିନ୍ଦା କରୁଛୁ ବୋଲି କହିବା ସହ ଆସନ୍ତା ୨୬,୨,୨୦୨୧ରୁ ସମ୍ପୂର୍ଣ୍ଣ କାର୍ଯ୍ୟ ବନ୍ଧ ଡାକରା ଦେଇଛି ଅସ୍ଥାୟୀ ଭାବେ କାର୍ଯ୍ୟରତ ଥିବା ଏନଏଚଏମ ସ୍ବାସ୍ଥ୍ୟ କର୍ମୀ ମହିଳା ସଦସ୍ୟା।


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗୀରଠାରେ ଅନୁଷ୍ଠିତ ହେଲା ଅଖିଳ ଓଡ଼ିଶା ନ୍ୟାୟିକ କର୍ମଚାରୀ ସଂଘର ରାଜ୍ୟସ୍ତରୀୟ ସାଧାରଣ ପରିଷଦ ବୈଠକ   13-Oct-2026
  ଜିଲ୍ଲା  
୩ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ସଇଁତଲା ଆର ଆଇ ଙ୍କୁ ଧରିଲା ଭିଜିଲାନ୍ସ ବିଭାଗ   13-Oct-2026
  ଜିଲ୍ଲା  
*ନବରଙ୍ଗପୁରରେ ନୂତନ ଜିଲ୍ଲାପାଳଙ୍କ ଦାୟିତ୍ୱ ଗ୍ରହଣ*   13-Oct-2026
  ଜିଲ୍ଲା  
ବଲାଙ୍ଗୀର ତହସିଲର ଅବ୍ୟବସ୍ଥା ନେଇ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ସଭାପତି ଙ୍କ ପ୍ରତିକ୍ରିୟା: କପି ଟିଏ ପାଇବା ପାଇଁ ଲୋକଙ୍କୁ ମାସ ମାସ ଧରି ଅପେକ୍ଷା କରିବାକୁ ପଡୁଛି   13-Oct-2026
  ଜିଲ୍ଲା  
ଚନ୍ଦ୍ରଘଣ୍ଟା ବେଶରେ ଦର୍ଶନ ଦେଲେ ମାଁ ଚରଦେଇ   13-Oct-2026
  ଜିଲ୍ଲା  
ଜିଲ୍ଲା ସମବାୟ ବିଭାଗ, ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗର ମିଳିତ ଆନୁକୂଲ୍ୟରେ ରଙ୍ଗୋଲି ରାଷ୍ଟ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ   13-Oct-2026
  ଜିଲ୍ଲା  
ବଲାଙ୍ଗୀରରେ ରାଜ୍ୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା   13-Oct-2026
  ଜିଲ୍ଲା  
ଓମ୍‌ ଭ୍ୟାଲି ଶିକ୍ଷାନୁଷ୍ଠାନରେ ୧୧ତମ ବାଟାଲିୟନ ଦ୍ଵାରା ଏନ୍‌.ସି.ସି.ପ୍ରଶିକ୍ଷଣ ଶିବିରର ଉଦ୍‌ଯାପିତ   13-Oct-2026
  ଜିଲ୍ଲା  
ପାଟଣେଶ୍ୱରୀ ଦେବୀପୀଠରେ ନବରାତ୍ରପୂଜା   13-Oct-2026
  ଜିଲ୍ଲା  
ମା’ସୁରେଶ୍ୱରୀଙ୍କ ସମେତ ତିନି ଦେବୀଙ୍କ ଚନ୍ଦ୍ରଘଣ୍ଟା ବେଶ   13-Oct-2026
  ଜିଲ୍ଲା  
ଚୋରି ଓ ଅପରାଧର ଖିଅ ଖୋଜିବ ସିସିଟିଭି! ଦାରିଙ୍ଗବାଡ଼ିର ସବୁ ହୋଟେଲ, ରିସର୍ଟ ଓ ରେଷ୍ଟୁରାଣ୍ଟରେ କ୍ୟାମେରା ଲାଗିବା ବାଧ୍ୟତାମୂଳକ   13-Oct-2026
  ଜିଲ୍ଲା  
ପଡାଗଡ଼ ଅଞ୍ଚଳରେ ରାତିରେ ଚାଲିଛି ବେଆଇନ କ୍ରସର, ଖଣି ମାଫିଆ ମାଲାମାଲ   13-Oct-2026

You Might Also Like