-+91-9937148622 |
prerana_bgr@rediffmail.com |
Wednesday 14th October 2026 |
R.N.I. Regd No. ODIODI/2010/46693
Breaking News
25-Feb-2021
ଢେଙ୍କାନାଳ(ପ୍ରେରଣା ଖବର ବ୍ୟୁରୋ) ଢେଙ୍କାନାଳରେ ଆଜିଠାରୁ ଆରମ୍ଭ ବିଶ୍ୱ ପ୍ରସିଦ୍ଧ ଜୋରନ୍ଦା ମେଳା। କୋଭିଡ ନିୟମ ଭିତରେ ପାଳନ ହେବ ଜୋରନ୍ଦା ଯାତ୍ରା। ରାଜ୍ୟ ତଥା ଜିଲ୍ଲା ବାହାରୁ ବାବା ସାଧୁ ମାନଙ୍କୁ ଯାତ୍ରା ବାରଣ କରାଯାଇଛି। କରୋନା କଟକଣାହେ ହେବ ଜୋରନ୍ଦା ଯାତ୍ରା। ମନ୍ଦିର ଭିତର କୁ ଦର୍ଶନ ପାଇଁ ଉଭୟ ବାବା ଓ ଭକ୍ତ ମାନଙ୍କୁ କରନା ନେଗେଟିଭି ରିପୋର୍ଟ ବାଧ୍ୟତା ମୂଳକ। ଏକା ସାଙ୍ଗରେ ୫୦ ଜଣ ଭକ୍ତ ମନ୍ଦିର ଭିତର କୁ ପ୍ରବେଶ। ପର୍ଯ୍ୟାୟ କ୍ରମେ ୧୦ ମିନିଟ ବ୍ୟବଧାନ ରେ ଭକ୍ତ ମାନେ କରିବେ ଦର୍ଶନ। ସୁରକ୍ଷା ଦୃଷ୍ଟିରୁ ୭ ପ୍ଲାଟୁନ ପୋଲିସ ମୂର୍ତୟନ କରାଯାଇଛି। ଜୋରନ୍ଦା ଯାତ୍ରା ୩ ଦିନ ଧରି ଚାଲିବ।