-+91-9937148622 |
prerana_bgr@rediffmail.com |
Saturday 17th October 2026 |
R.N.I. Regd No. ODIODI/2010/46693
Breaking News
22-Feb-2021
ବଲାଙ୍ଗିର (ପ୍ରେରଣା ଖବର) : ଆଜି ବଲାଙ୍ଗିର ଜିଲ୍ଲାରେ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଦିନକୁ ଦିନ କରୋନା ସଂକ୍ରମଣ କମିବାରେ ଲାଗିଛି।
ସୂଚନlଯୋଗ୍ୟ, ଆଜି ପର୍ଯ୍ୟନ୍ତ ଜିଲ୍ଲାରେ ମୋଟ 8819 ଜଣା ପଜିଟିଭ ଚିହ୍ନଟ ହୋଇଥିବ ବେଳେ 14 ଟି ଆକ୍ଟିଭ କେଶ୍ ରହିଛି ଓ ମୋଟ 8764 ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି l