-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
13-Feb-2021
ବଲାଙ୍ଗିର,(ପ୍ରେରଣା ଖବର): ପ୍ରଦେଶ କଂଗ୍ରେସ ଲିଗାଲ ସେଲ ସଭାପତି ଆଇନଜୀବୀ ସୁରେନ୍ଦ୍ର ନାଥ କର ବଲାଙ୍ଗିର ଜିଲ୍ଲା କଂଗ୍ରେସ ଲିଗାଲ ସେଲ ସଭାପତି ଭାବେ ଆଇନଜୀବୀ ଉମାକାନ୍ତ ସାହୁଙ୍କୁ ମନୋନୀତ କରିଛନ୍ତି । ନବ ମନୋନୀତ ଶ୍ରୀ ସାହୁ ନିଜ ତରଫରୁ ରାଜ୍ୟ ଲିଗାଲ ସେଲ ସଭାପତି ସୁରେନ୍ଦ୍ର ନାଥ କର, ବିଧାୟକ ଦଳ ନେତା ନରସିଂହ ମିଶ୍ର, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଯୁବନେତା ସମରେନ୍ଦ୍ର ମିଶ୍ରଙ୍କୁ କୃତଜ୍ଞତା ଜଣାଇବା ସହ ଆଗାମୀ ଦିନରେ ସଂଗଠନ ମଜବୁତ କରିବା ପାଇଁ ପ୍ରତିଶୃତି ଦେଇଛନ୍ତି ।