-+91-9937148622 |

prerana_bgr@rediffmail.com |

  Monday 29th June 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗୀର ସ୍ଥିତ ସାଲେପାଲି ଠାରେ "ଆମ୍ବେଦକର ଭବନ ନିର୍ମାଣ" ଉଦ୍ଦେଶ୍ୟରେ ଏକ ଉଦ୍ଘାଟନୀ ଉତ୍ସବ ପାଳିତ   (28-Jun-2026)       ||      ମାଓବାଦୀଙ୍କ ଦ୍ବାରା ମାଟି ତଳେ ପୋତା ଯାଇଥିବା ବହୁ ମାରାଶାସ୍ତ୍ର ଜବତ    (28-Jun-2026)       ||      ଜିଲ୍ଲାରେ ପୋଲିଓ ଟୀକାକରଣ ଅଭିଯାନ ଆରମ୍ଭ    (28-Jun-2026)       ||      ବିନିକା:ସ୍ମାର୍ଟ ଲାଇବ୍ରେରୀକୁ ପୂରିଲା ୪ବର୍ଷ ୧୫ଦିନ,ପ୍ରଶାସନର ଅଣଦେଖା   (28-Jun-2026)       ||      ଗୁରୁ ଭଗବାନ ସାହୁ ରାଜ୍ୟସ୍ତରୀୟ ଜୟନ୍ତୀ ମହୋତ୍ସବ ଅନୁଷ୍ଠିତ    (28-Jun-2026)       ||      *ଦେଶ ରେ ୪୦ କୋଟି ଲୋକ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରରେ ନିଯୁକ୍ତି ପାଉଛନ୍ତି*- *କୌଳିକ ବୃତ୍ତି ର ବିକାଶ ଓ ଲୋକ ଙ୍କ ଆୟ ବୃଦ୍ଧି ହେବ - *ବିଧାୟକ*   (28-Jun-2026)       ||      ଶାହୁଜୀ ମହାରାଜାଙ୍କ ଜୟନ୍ତୀ ଏବଂ ନବସେତୁ ଓ୍ଵେବ ପୋର୍ଟାଲ ଉଦଘାଟିତ   (28-Jun-2026)       ||      ଶାନ୍ତି ପଡ଼ା (ଟାଇଗର୍ କ୍ଲବ) ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର   (28-Jun-2026)       ||      ଜାମଗୁଡା ରେ କ୍ଷତ୍ରିୟ ଧାକଡ ସମାଜ ଜିଲ୍ଲା ସମ୍ମିଳନୀ   (28-Jun-2026)       ||      ହାଇସ୍କୁଲ ସାର୍ଟିଫିକେଟ୍ ଏବଂ ସିବିଏସଇ ବୋର୍ଡ ପରୀକ୍ଷାରେ ୨୧୧ ଜଣ A1 ଗ୍ରେଡ଼ ପାଇଥିବା ମେଧାବୀ ଛାତ୍ରଛାତ୍ରୀ ଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା    (27-Jun-2026)       ||      ସୁଜାତା ଙ୍କୁ ସାକ୍ଷାତ କରି ସ୍ୱାଗତ ଜଣାଇଲେ ଗିରିରାଜ   (27-Jun-2026)       ||      ବଙ୍ଗୋମୁଣ୍ଡା ମଣ୍ଡି ରେ ପଡ଼ିଛି ଧାନ ବିଜେଡ଼ି ର ବିକ୍ଷୋଭ ପ୍ରଦର୍ଶନ   (27-Jun-2026)       ||      ଶିକ୍ଷା ରୋଜଗାର ଭିତ୍ତି ନ ହେଲେ ଦେଶର ଭବିଷ୍ୟତ ଅନ୍ଧକାର ହେବ♦️ ସମଗ୍ର ସ୍କୁଲ କଲେଜ ସରକାର ଚଳାନ୍ତୁ ନଚେତ ଆନ୍ଦୋଲନ ହେବ- ନରସିଂହ   (27-Jun-2026)       ||      ଜ଼ିଲ୍ଲା ବରିଷ୍ଠ ନାଗରିକ ସଂଘ ଦ୍ୱାରା ମହିଳା ସଭ୍ୟ ସ୍ୱାଗତ ସମାରୋହ    (27-Jun-2026)       ||      ମୋଟୁରେ ଅବ୍ୟବହୃତ ହୋଇ ପଡ଼ିଛି ସରକାରୀ ଆମ୍ବୁଲାନ୍ସ ♦️ସୀମାନ୍ତ ଅଞ୍ଚଳ ମୋଟୁରେ ସରକାରୀ ଆମ୍ବୁଲାନ୍ସ ଥିଲେ ମଧ୍ୟ ଏହାର ବ୍ୟବହାର ବହୁତ କମ୍   (27-Jun-2026)       ||      ସ୍କୁଲ ପାଠ୍ୟପୁସ୍ତକରେ ବିଭ୍ରାଟ ସଂପର୍କରେ ଆଲୋଚନା ଚକ୍ର   (27-Jun-2026)       ||      ବରପାଲି ମହାବିଦ୍ୟାଳୟ ଯୁବ ରେଡକ୍ରସ ଶାଖା ପକ୍ଷରୁ ଏଡ଼ସ୍ ସଚେତନତା ଶିବିର   (27-Jun-2026)       ||      ବିଧାୟକଙ୍କ ତାଗିଦକୁ କର୍ମାଚାରୀଙ୍କ ବେଖାତିର   (27-Jun-2026)       ||      ବରଗଡ଼ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ନୂତନ ଜିଲ୍ଲା କମିଟି ଘୋଷିତ । ଦଳୀୟ କର୍ମୀଙ୍କ ମହଲ ରେ ଖୁସିର ଲହରୀ।   (27-Jun-2026)       ||      ସୂଚନା ଅଧିକାର ତଥ୍ୟ କହୁଛି...... ଡୁଙ୍ଗୁରିପାଲି ବ୍ଲକ ସରକାରୀ କାର୍ଯ୍ୟାଳୟ ଓ କର୍ମଚାରୀ ବାସଗୃହରେ ଚାରି ବର୍ଷରେ ରକ୍ଷଣାବେକ୍ଷଣ ଓ ମରାମତିରେ ୯୦ଲକ୍ଷ ସ୍ବାହା   (27-Jun-2026)       ||     

HOME   ଜିଲ୍ଲା

ନିଶା କଫସିରଫ ର କରୁଣ ପରିଣତ, ସର୍ବହରା ରାମଚନ୍ଦ୍ର ନିରାଶ ହୋଇ ନେଲେ ଚରମ ପଦକ୍ଷେପ,ଆତ୍ମହତ୍ୟା ଉଦ୍ୟମ ବେଳେ ଅଳ୍ପକେ ବର୍ତୀଲା ଜୀବନ ।

12-Feb-2021



ବଲାଙ୍ଗୀର,(ପ୍ରେରଣା ଖବର):ବଲାଙ୍ଗୀର ଜିଲ୍ଲାରେ ନିଶା କଫସିରଫ କାରବାର ଦିନକୁ ଦିନ ବୃଦ୍ଧି ପାଇବା ଓ ଏହି ନିଶା ସିରଫ ରେ ଅଭ୍ୟସ୍ତ ହୋଇ ତିନି ଶହ ରୁ ଚାରି ଶହ ଟଙ୍କା  ଦରରେ  ବାଧ୍ୟ ହୋଇ କିଣି ପିଉଥିବା ବେଳେ ଅନେକ ସର୍ବସ୍ୱ।ନ୍ତ ହେବା ସହ ମାନସିକ ରୋଗ ରେ ଅକ୍ରାନ୍ତ ହେଉଛନ୍ତି । ପ୍ରକାଶ ଯେ ବାରମ୍ବାର ଜିଲ୍ଲା ପ୍ରଶାସନ ତରଫରୁ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ବେଆଇନ ନିଶା କଫସିରଫ ସହ ଅଭିଯୁକ୍ତ ଓ ବ୍ୟବହୃତ ଗାଡି ଜବତ କରାଯାଉଛି । ଉକ୍ତ ଅଭିଯୁକ୍ତ ଜେଲ ରୁ ମୁକୁଳି ପୁନଃ ନିଜ କାରବାର ଆରମ୍ଭ କରୁଛନ୍ତି । ସେହିପରି ଯେତେ ଥର ଚଢ଼ାଉ ହୁଏ ସେତେ ଚଢା ଦରରେ ଏହି ସିରଫ ମିଳି ଥାଏ । ଏ ନେଇ ବିଗତ ଦିନରେ କ୍ଲିନ କ୍ରିମିନାଲ ନାମକ ଏକ ଅଭିଯାନ ପୂର୍ବତନ ଏସ, ପି ଆରମ୍ଭ କରିଥିଲେ ଓ ସଫଳତା ହାସଲ କରିଥିଲେ । ଏହି ନିଶା ସିରଫ ଯୋଗୁଁ ଅନେକ ମାନସିକ ରୋଗାକ୍ରାନ୍ତ ହୋଇ ଘରେ ଚିକିତ୍ସା ଅଭାବରୁ ଘରେ ରହି ଦୁର୍ଦ୍ଦଶା ଭୋଗ କରିବା ସାର ହେଉଛି । ଏ ନେଇ ବଲାଙ୍ଗୀର ଜିଲ୍ଲା ମ୍ୟାଡ଼ିକଲ କଲେଜ ଡାକ୍ତରଖାନାରେ ନିଶା ନିବାରଣ କେନ୍ଦ୍ର ଖୋଲାଯାଇଛି  ଓ ଅନେକ ଚିକିତ୍ସିତ ହେଉଛନ୍ତି । ସେହିପରି ଟିଟିଲାଗଡ ନିବାସୀ ରାମଚନ୍ଦ୍ର କର(୫୦) ନାମକ ଜଣେ ପରିବା ବିକାଳୀ ଦୀର୍ଘ ଦିନ ଧରି ଏହି କଫସିରଫ ପିଇ ମାନସିକ ରୋଗ ରେ ପିଡିତ ହୋଇ  ସେ କାମଧନ୍ଦା  କରି ନ ପାରି ନିଜ କୁଚିଆ ପରିବା ଦୋକାନ ବନ୍ଦ କରି ଦେଇ ଘରେ ଶଯ୍ୟାଶାୟୀ ହୋଇ ଅକଥନୀୟ କଷ୍ଟ ଭୋଗୁଛନ୍ତି । ଉକ୍ତ ରାମଚନ୍ଦ୍ର ଙ୍କୁ ଜନସେବା ସଙ୍ଘ ନାମକ ସ୍ବେଚ୍ଛାସେବୀ ଅନୁଷ୍ଠାନ ଉଦ୍ଧାର କରି ବଲାଙ୍ଗୀର ଆଣି ଡ଼ଃ ଆଶୀର୍ବାଦ ଶତପଥୀ ଙ୍କୁ ଦେଖାଇ ଔଷଧ ନିୟମିତ ବ୍ୟବହାର କରି ସୁଦ୍ଧା ଅରୋଗ୍ୟ ହୋଇ ପାରି ନ ଥିଲେ । ଦୀର୍ଘ ଦିନ ଧରି ଏ ସିରଫ ବ୍ୟବହାର ଯୋଗୁଁ ତାଙ୍କୁ ଇ,ସି,ଟି ପ୍ରକ୍ରିୟା ରେ ଚିକିତ୍ସା ଆବଶ୍ୟକ ବୋଲି ପରାମର୍ଶ ଦେଇଥିବା ବେଳେ ଅର୍ଥ ଅଭାଵ ଯୋଗୁଁ ସେ ଅନ୍ୟତ୍ର ଯାଇ ନ ପାରିବା ନେଇ ତାଙ୍କ ସ୍ତ୍ରୀ ମୁଠେ କର ସହାୟତା ନିମନ୍ତେ ଗୁହାରି କରିଛନ୍ତି  ।

 । ବିଶେଷ ଦ୍ରଷ୍ଟବ୍ୟ ଯେ ବୁର୍ଲା ଓ କଟକ ମେଡ଼ିକାଲ ତଥା ବଲାଙ୍ଗୀର ରେ ଏ ସୁବିଧା ନ ଥିବାରୁ କୌଣସି ଘରୋଇ ଡାକ୍ତରଖାନାରେ ଏହି ଇ ସି ଟି ପ୍ରକ୍ରିୟା ରେ ଚିକିତ୍ସା ବ୍ୟବସ୍ଥା ନିମନ୍ତେ ମୋଟା ଅଙ୍କ ର ଅର୍ଥ ପ୍ରତିବନ୍ଧକ ସାଜିଛି । ଏ ନେଇ ଜିଲ୍ଲା ପ୍ରଶାସନ ତରଫରୁ ଆର୍ଥିକ ସହାୟତା ଯୋଗାଇଦେବାକୁ ବଲାଙ୍ଗୀର ଜିଲ୍ଲାପାଳ ଙ୍କୁ ଜନସେବା  ସଙ୍ଘ ତରଫରୁ ଦାବି ସହ ଇ ସି ଟି ପ୍ରକ୍ରିୟା ତୁରନ୍ତ କରାଯିବା ନେଇ ଦୃଢ଼ ଦାବି ହେଉଛି । ତେବେ ଏହି କରୁଣ ଦୁଃଖ ଅନ୍ୟ କାହାକୁ ନ ହେଉ ବୋଲି ସେ କହିଛନ୍ତି । ଆଜି ସନ୍ଧ୍ୟା ପ୍ରାୟ ୭ ଟା ରେ ସେ ଘରେ କେହି ନ ଥିବା ବେଳେ ପଙ୍ଖା ରେ ଏକ ଲୁଗା ରେ ଫାସ କରି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପଡିସା ଘର ଲୋକେ  ଶବ୍ଦ ଶୁଣି କବାଟ ଭାଙ୍ଗି ପଶି ଗୁରୁତର ଅବସ୍ଥାରେ ଉଦ୍ଧାର  କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗୀର ସ୍ଥିତ ସାଲେପାଲି ଠାରେ "ଆମ୍ବେଦକର ଭବନ ନିର୍ମାଣ" ଉଦ୍ଦେଶ୍ୟରେ ଏକ ଉଦ୍ଘାଟନୀ ଉତ୍ସବ ପାଳିତ   28-Jun-2026
  ଜିଲ୍ଲା  
ମାଓବାଦୀଙ୍କ ଦ୍ବାରା ମାଟି ତଳେ ପୋତା ଯାଇଥିବା ବହୁ ମାରାଶାସ୍ତ୍ର ଜବତ   28-Jun-2026
  ଜିଲ୍ଲା  
ଜିଲ୍ଲାରେ ପୋଲିଓ ଟୀକାକରଣ ଅଭିଯାନ ଆରମ୍ଭ   28-Jun-2026
  ଜିଲ୍ଲା  
ବିନିକା:ସ୍ମାର୍ଟ ଲାଇବ୍ରେରୀକୁ ପୂରିଲା ୪ବର୍ଷ ୧୫ଦିନ,ପ୍ରଶାସନର ଅଣଦେଖା   28-Jun-2026
ଗୁରୁ ଭଗବାନ ସାହୁ ରାଜ୍ୟସ୍ତରୀୟ ଜୟନ୍ତୀ ମହୋତ୍ସବ ଅନୁଷ୍ଠିତ   28-Jun-2026
  ଜିଲ୍ଲା  
*ଦେଶ ରେ ୪୦ କୋଟି ଲୋକ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରରେ ନିଯୁକ୍ତି ପାଉଛନ୍ତି*- *କୌଳିକ ବୃତ୍ତି ର ବିକାଶ ଓ ଲୋକ ଙ୍କ ଆୟ ବୃଦ୍ଧି ହେବ - *ବିଧାୟକ*   28-Jun-2026
  ଜିଲ୍ଲା  
ଶାହୁଜୀ ମହାରାଜାଙ୍କ ଜୟନ୍ତୀ ଏବଂ ନବସେତୁ ଓ୍ଵେବ ପୋର୍ଟାଲ ଉଦଘାଟିତ   28-Jun-2026
  ଜିଲ୍ଲା  
ଶାନ୍ତି ପଡ଼ା (ଟାଇଗର୍ କ୍ଲବ) ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର   28-Jun-2026
  ଜିଲ୍ଲା  
ଜାମଗୁଡା ରେ କ୍ଷତ୍ରିୟ ଧାକଡ ସମାଜ ଜିଲ୍ଲା ସମ୍ମିଳନୀ   28-Jun-2026
  ଜିଲ୍ଲା  
ହାଇସ୍କୁଲ ସାର୍ଟିଫିକେଟ୍ ଏବଂ ସିବିଏସଇ ବୋର୍ଡ ପରୀକ୍ଷାରେ ୨୧୧ ଜଣ A1 ଗ୍ରେଡ଼ ପାଇଥିବା ମେଧାବୀ ଛାତ୍ରଛାତ୍ରୀ ଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା   27-Jun-2026
  ଜିଲ୍ଲା  
ସୁଜାତା ଙ୍କୁ ସାକ୍ଷାତ କରି ସ୍ୱାଗତ ଜଣାଇଲେ ଗିରିରାଜ   27-Jun-2026
  ଜିଲ୍ଲା  
ବଙ୍ଗୋମୁଣ୍ଡା ମଣ୍ଡି ରେ ପଡ଼ିଛି ଧାନ ବିଜେଡ଼ି ର ବିକ୍ଷୋଭ ପ୍ରଦର୍ଶନ   27-Jun-2026

You Might Also Like