-+91-9937148622 |

prerana_bgr@rediffmail.com |

  Monday 22nd June 2026 |

| | | |

R.N.I. Regd No. ODIODI/2010/46693

Breaking News

ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅବସରରେ ଲୁହୂରମୁଣ୍ଡା ପଂଚାୟତ ପରିସରରେ ସୁଭଦ୍ରା ଶକ୍ତି ସମାବେଶ କାର୍ଯ୍ୟକ୍ରମ    (22-Jun-2026)       ||      ବରପାଲି ମହାବିଦ୍ୟାଳୟରେ ସାହିତ୍ୟିକ ଦୟାନିଧି ମିଶ୍ରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ ଅନୁଷ୍ଠିତ   (22-Jun-2026)       ||      *ଡାବୁଗାଁ ବ୍ଲକ ରେ ଛଡା ଦରରେ ସାର ବିକ୍ରି ଘଟଣାକୁ କେନ୍ଦ୍ର କରି ତଦନ୍ତ ଆରମ୍ବ କଲା କୃଷି ବିଭାଗ*   (22-Jun-2026)       ||      ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅବସରରେ ଡୁଡୁକା ପଂଚାୟତ ପରିସରରେ ମିଶନ ଶକ୍ତି ସୁଭଦ୍ରା ମେଳା ଅନୁଷ୍ଠିତ   (22-Jun-2026)       ||      ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅବସରରେ ପାଟୁଆପାଲି ପଂଚାୟତ ରେ ମିଶନ ଶକ୍ତି ସୁଭଦ୍ରା ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ   (22-Jun-2026)       ||      .*ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ସହାରଞ୍ଚଳ ଆୟୁଷ୍ମାନ ସ୍ୱାସ୍ଥ୍ୟ ଓ ଆରୋଗ୍ୟ ମନ୍ଦିର ସୁବର୍ଣ୍ଣପୁର ଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ* -   (22-Jun-2026)       ||      ବରପାଲି ଥାନା ଅଞ୍ଚଳରେ ମହିଳାଙ୍କ ମୃତଦେହ ଉଦ୍ଧାର , ତଦନ୍ତ ଜାରି   (22-Jun-2026)       ||      ଲୋଇସିଂହା ବ୍ଲକ ପରିସରରେ 12ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ   (22-Jun-2026)       ||      *ଭୀମ ଭୋଇ ସମାଧି ପୀଠ ରେ ବିଶ୍ୱ ଯୋଗ ଦିବସ ପାଳନ*   (21-Jun-2026)       ||      ଶହୀଦ ଶ୍ରୂତି ବିଶ୍ୱାଳଙ୍କ ୧୬୮ତମ ବଳିଦାନ ଦିବସ ପାଳନ ଶହୀଦ ପୀଠର ମାନ୍ୟତା ପାଇଁ ସ୍ମୃତି କମିଟିର ଦାବୀ   (21-Jun-2026)       ||      ଧନୁପାଲି ଗୋପାଳ ଜୀ ମନ୍ଦିର ରଥଯାତ୍ରା ମନ୍ଦିର ଟ୍ରଷ୍ଟ ଆନୁକୂଲ୍ୟରେ କମିଟି ଗଠିତ ହୋଇଯାଛି। ରଥଯାତ୍ରା କମିଟି ଗଠିତ    (21-Jun-2026)       ||      ଦିବ୍ୟ ଜ୍ୟୋତି ଜାଗୃତି ଯୋଗ ସଂଗଠନ ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ   (21-Jun-2026)       ||      ଗୁରୁଗ୍ରାମରେ ମହା ସମାରୋହରେ ରଜ ମହୋତ୍ସବ ଆୟୋଜନ   (21-Jun-2026)       ||      ବରାହ ସାମଲଙ୍କର ୮୦ତମ ଜନ୍ମଜୟନ୍ତୀ ପାଳନ   (21-Jun-2026)       ||      ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଅଟଗାଁ ପରିସରରେ 12ତମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ    (21-Jun-2026)       ||      ଆଗଲପୁର ବ୍ଲକ ରେ 12 ତମ ବିଶ୍ୱ ଯୋଗ ଦିବସ ମହା ସମରୋହରେ ପାଳିତ   (21-Jun-2026)       ||      ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅବସରରେ ବେନ୍ଦ୍ରା ପଂଚାୟତ ରେ ଜନ କଲ୍ୟାଣ ଶିବିର ଅନୁଷ୍ଠିତ    (21-Jun-2026)       ||      ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅବସରରେ ବେନ୍ଦ୍ରା ପଂଚାୟତ ରେ ଜନ କଲ୍ୟାଣ ଶିବିର ଅନୁଷ୍ଠିତ ହୋଇଥିଲା   (21-Jun-2026)       ||      ଗଣ୍ତାବାହାଲିଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ   (21-Jun-2026)       ||      *ସୁବର୍ଣ୍ଣପୁର ଠାରେ ବିଶ୍ଵ ଯୋଗ ଦିବସ ପାଳନ*- *ମଣିଷ ର ପ୍ରକୃତ ବନ୍ଧୁ ହେଉଛି ଶରୀର*- *ମୁଖ୍ୟ ଅତିଥି*-   (21-Jun-2026)       ||     

HOME   ଦେଶ ବିଦେଶ

ମାର୍ଚ୍ଚରେ ପୃଥିବୀର ନିକଟତର ହେବ ବିଶାଳକାୟ ଉଲ୍‌କା ପିଣ୍ଡ, ୨୦୦୧ରେ ସନ୍ଧାନ ପାଇଥିଲେ ବୈଜ୍ଞାନିକ

09-Feb-2021



ନୂଆଦିଲ୍ଲୀ(ପ୍ରେରଣା ଖବର ବ୍ୟୁରୋ): ପୃଥିବୀ ଉପରେ ସବୁ ବେଳେ ବିଶାଳ ଉଲ୍‌କା ପିଣ୍ଡ ପିଟି ହେବାର ଆଶଙ୍କା  ଲାଗିରହିଛି। ଏନେଇ ବିଭିନ୍ନ ସମୟରେ ବୈଜ୍ଞାନିମାନେ ସୂଚନା ଦେଇଛନ୍ତି। ପୁଣି ଥରେ ବୈଜ୍ଞାନିକମାନେ ଏମିତି ଏକ ବିପଦକୁ ନେଇ ଚେତେଇ ଦେଇଛନ୍ତି। ପୃଥିବୀ ପ୍ରତି ଉଲ୍‌କା ପିଣ୍ଡକୁ ନେଇ କଣ ବିପଦ ରହିଛି ସେନେଇ ବୈଜ୍ଞାନିକ କହିଛନ୍ତି।

୨୦୨୧ରେ ପୁଣି ଥରେ ଉଲ୍‌କା ପିଣ୍ଡ ପୃଥିବୀ ପ୍ରତି ବିପଦ ସୃଷ୍ଟି କରିବା ନେଇ ଆଶଙ୍କା ପ୍ରକାଶ ପାଇଛି । କିଛି ଦିନ ପରେ ବିଶାଳକାୟ ଉଲ୍‌କା ପିଣ୍ଡ ପୃଥିବୀ ପାଖ ଦେଇ ଗତି କରିବାର ଅଛି। ଯଦିଓ  ପୃଥିବୀ ନିକଟତର ହୋଇ ଉଲ୍‌କା ଗତି କରିବ କିଛି ନୂଆ କଥା ନୁହେଁ ତଥାପି ମାର୍ଚ୍ଚ ୨୧ରେ ଯେଉଁ ଉଲ୍‌କା ପିଣ୍ଡ ପୃଥିବୀ ପାଖାପାଖି ଗତି କରିବ ତାହା ଉପରେ ବୈଜ୍ଞାନିକଙ୍କ ନଜର ରହିବ ।

ଏହି ଉଲ୍‌କା ପିଣ୍ଡର ନାଁ ୨୩୧୯୩୭ (୨୦୦୧ ଏଫଓ ୩୨)। ଯାହାକି ଚଳିତ ବର୍ଷ ଅର୍ଥାତ ୨୦୨୧ର ସବୁଠୁ ବଡ଼ ଉଲ୍‌କା ବୋଲି କୁହାଯାଉଛି। ଆମେରିକା ଅନ୍ତରିକ୍ଷ ଏଜେନ୍ସି (ନାସା) ମୁତାବିକ ଏହି ଉଲ୍‌କାର ପ୍ରସ୍ତ ପାଖାପାଖି ୧୦୨୪ ମିଟର। ଏହା ଦ୍ବାରା ପୃଥିବୀ ପ୍ରତି ସେମିତି ଖାସ ବିପଦ ନଥିବା ବେଳେ ଏହାକୁ ବିପଦପୂର୍ଣ୍ଣ ଉଲ୍‌କା ପିଣ୍ଡ ଶ୍ରେଣୀରେ ଅନ୍ତର୍ଭୁକ୍ତ କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ଏହି ଉଲ୍‌କା ପିଣ୍ଡ ଅନ୍ୟ ଏକ ସୌରମଣ୍ଡଳରୁ ୩୪.୪ କିମି ବେଗରେ ଗତି କରୁଛି। ନାସାର ବୈଜ୍ଞାନିକଙ୍କ ଅନୁସାରେ ବିଶାଳକାୟ ଉଲ୍‌କା ୨୧ ମାର୍ଚ୍ଚରେ ପୃଥିବୀରୁ ୫.୩ ଲୁନାର ଡିଷ୍ଟାନ୍ସ ଅର୍ଥାତ ୨୦ ଲକ୍ଷ କିଲୋମିଟର ଦୂରରୁ ଅତିକ୍ରମ କରିବ। ଏବେ ସୁଦ୍ଧା କରାଯାଇଥିବା ଆକଳନ ଅନୁସାରେ ଏହା ଦ୍ବାରା ପୃଥିବୀରେ ଖାସ ପ୍ରଭାବ ପଡ଼ିନପାରେ। କିନ୍ତୁ ଭବିଷ୍ୟତରେ ବିଶାଳ ଉଲ୍‌କା ପିଣ୍ଡ ଦ୍ବାରା ପୃଥିବୀ ପ୍ରତି ବିପଦ ରହିଛି ବୋଲି ବୈଜ୍ଞାନିକମାନେ ଦାବି କରିଛନ୍ତି।

ଯଦି ଆପଣ ଏହି ଉଲ୍‌କା ପିଣ୍ଡକୁ ଦେଖିବାକୁ ଚାହୁଁଛନ୍ତି ତେବେ ଏକ ବଡ଼ ଡାୟାମିଟର ବିଶିଷ୍ଟ ଟେଲିସ୍କୋପ୍‌ର ଦରକାର ପଡ଼ିବ। ଏହା ସାହାଯ୍ୟର ମାର୍ଚ୍ଚ ୨୧ ସକାଳ ୮ରୁ ୮.୩୦ ମଧ୍ୟରେ ଏହାକୁ ଦେଖିପାରିବେ। ୨୦୦୧ ଏଫଓ୩୨ ନାମକ ଏହି ଉଲ୍‌କା ପିଣ୍ଡକୁ ୨୩ ମାର୍ଚ୍ଚ ୨୦୦୧ରେ ବୈଜ୍ଞାନିକ ଖୋଜି ପାଇଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅବସରରେ ଲୁହୂରମୁଣ୍ଡା ପଂଚାୟତ ପରିସରରେ ସୁଭଦ୍ରା ଶକ୍ତି ସମାବେଶ କାର୍ଯ୍ୟକ୍ରମ   22-Jun-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟରେ ସାହିତ୍ୟିକ ଦୟାନିଧି ମିଶ୍ରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ ଅନୁଷ୍ଠିତ   22-Jun-2026
  ଜିଲ୍ଲା  
*ଡାବୁଗାଁ ବ୍ଲକ ରେ ଛଡା ଦରରେ ସାର ବିକ୍ରି ଘଟଣାକୁ କେନ୍ଦ୍ର କରି ତଦନ୍ତ ଆରମ୍ବ କଲା କୃଷି ବିଭାଗ*   22-Jun-2026
  ଜିଲ୍ଲା  
ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅବସରରେ ଡୁଡୁକା ପଂଚାୟତ ପରିସରରେ ମିଶନ ଶକ୍ତି ସୁଭଦ୍ରା ମେଳା ଅନୁଷ୍ଠିତ   22-Jun-2026
  ଜିଲ୍ଲା  
ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅବସରରେ ପାଟୁଆପାଲି ପଂଚାୟତ ରେ ମିଶନ ଶକ୍ତି ସୁଭଦ୍ରା ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ   22-Jun-2026
  ଜିଲ୍ଲା  
.*ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ସହାରଞ୍ଚଳ ଆୟୁଷ୍ମାନ ସ୍ୱାସ୍ଥ୍ୟ ଓ ଆରୋଗ୍ୟ ମନ୍ଦିର ସୁବର୍ଣ୍ଣପୁର ଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ* -   22-Jun-2026
  ଜିଲ୍ଲା  
ବରପାଲି ଥାନା ଅଞ୍ଚଳରେ ମହିଳାଙ୍କ ମୃତଦେହ ଉଦ୍ଧାର , ତଦନ୍ତ ଜାରି   22-Jun-2026
  ଜିଲ୍ଲା  
ଲୋଇସିଂହା ବ୍ଲକ ପରିସରରେ 12ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ   22-Jun-2026
  ଜିଲ୍ଲା  
*ଭୀମ ଭୋଇ ସମାଧି ପୀଠ ରେ ବିଶ୍ୱ ଯୋଗ ଦିବସ ପାଳନ*   21-Jun-2026
  ଜିଲ୍ଲା  
ଶହୀଦ ଶ୍ରୂତି ବିଶ୍ୱାଳଙ୍କ ୧୬୮ତମ ବଳିଦାନ ଦିବସ ପାଳନ ଶହୀଦ ପୀଠର ମାନ୍ୟତା ପାଇଁ ସ୍ମୃତି କମିଟିର ଦାବୀ   21-Jun-2026
  ଜିଲ୍ଲା  
ଧନୁପାଲି ଗୋପାଳ ଜୀ ମନ୍ଦିର ରଥଯାତ୍ରା ମନ୍ଦିର ଟ୍ରଷ୍ଟ ଆନୁକୂଲ୍ୟରେ କମିଟି ଗଠିତ ହୋଇଯାଛି। ରଥଯାତ୍ରା କମିଟି ଗଠିତ   21-Jun-2026
  ଜିଲ୍ଲା  
ଦିବ୍ୟ ଜ୍ୟୋତି ଜାଗୃତି ଯୋଗ ସଂଗଠନ ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ   21-Jun-2026

You Might Also Like