-+91-9937148622 |

prerana_bgr@rediffmail.com |

  Monday 14th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||      ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   (13-Sep-2026)       ||      ପ୍ରତିଭାର ଆଲୋକରେ ଉଦ୍‌ଭାସିତ ହେଲା ପଥରଚେପା ଆଦର୍ଶ ବିଦ୍ୟାଳୟର ୧୨ତମ ପ୍ରତିଷ୍ଠା ଦିବସ   (13-Sep-2026)       ||      ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ସଚେତନତା କାର୍ଯକ୍ରମ   (13-Sep-2026)       ||      ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ l ଜରୁରୀକାଳୀନ ପରିସ୍ଥିତିରେ ପ୍ରତି ସେକେଣ୍ଡ ଦୁର୍ଘଟଣାଗ୍ରସ୍ତ ଆହତଙ୍କ ଜୀବନରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ    (12-Sep-2026)       ||      ରାଷ୍ଟ୍ରୀୟ ଲୋକ ଅଦାଲତ♦️୬୨,୪୮୭ ମାମଲାର ଫଇସଲା   (12-Sep-2026)       ||      *ଅବୈଧ ମଦ କାରବାର ବନ୍ଦ ପାଇଁ ଡାବୁଗାଁ ଅବକାରୀ ଥାନା ରେ ଅଭିଯୋଗ ପତ୍ର ଦିଆଗଲା*   (12-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ   (12-Sep-2026)       ||      ସଇଁତଳାକୁ ଏନ୍‌ଏସି ମାନ୍ୟତା ଦାବିକୁ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସମର୍ଥନ   (12-Sep-2026)       ||      ବୋଧାୟନ ବିରଚିତ ସଂସ୍କୃତ ପ୍ରହସନ ଭଗବତଜ୍ଜୁକମ୍ ମଞ୍ଚସ୍ଥ   (12-Sep-2026)       ||     

HOME   ଜିଲ୍ଲା

କରଙ୍ଗାକଟାବନ୍ଧ ଓ ନରସିଂହବନ୍ଧ କାମକୁ ନେଇ କଂଗ୍ରେସ-ବିଜେଡି ମୁହାଁମୁହିଁ

06-Jun-2026



ବଲାଙ୍ଗୀର (ପ୍ରେରଣା ଖବର):  ଚଳିତବର୍ଷ ୧୧ଟି ବନ୍ଧକଟାର ପୁନଃରୁଦ୍ଧାରକାମ ଚାଲିଥିବା ବେଳେ ଆଜି ନରସିଂହ ବନ୍ଧ ଠାରେ ଏକ ହାଇପଲିଟିକାଲ ଡ୍ରାମା ଦେଖିବାକୁ ମିଳିଥିଲା । କରଙ୍ଗାକଟାବନ୍ଧ ଓ ନରସିଂହବନ୍ଧ କାମକୁ ନେଇ କଂଗ୍ରେସଦଳ ଓ ବିଜେଡିଦଳ ସିଧାସଳଖ ମୁହାଁମୁହିଁ ହୋଇଛନ୍ତି । କଂଗ୍ରେସ ଦଳର ନଗର ସଭାପତି ବୁଲୁ ଦାନୀଙ୍କ ନେତୃତ୍ୱରେ ଆଜି କରଙ୍ଗାକଟା ଓ ନରସିଂହବନ୍ଧର ଉନ୍ନତିକରଣରେ ଦୁର୍ନୀତି ହେଉଥିବା ଅଭିଯୋଗ କରି ଧାରଣା ଦିଆଯାଇଥିବା ବେଳେ ପୌରାଧ୍ୟକ୍ଷା ଲିକା ସାହୁ ଓ ଉପାଧ୍ୟକ୍ଷା ଗାୟତ୍ରୀ ଭୋଇଙ୍କ ନେତୃତ୍ୱରେ ବିଜେଡିଦଳର ଶତାଧିକ ମହିଳାମାନେ ଆସି କଂଗ୍ରେସ ଓ ପୂର୍ବତନ କଂଗ୍ରେସ ବିଧାୟକଙ୍କ ବିରୁଦ୍ଧରେ ନାରାବାଜି କରିଥିଲେ। ଫଳରେ କିଛି ସମୟ ଉତ୍ତେଜନାପୂର୍ଣ୍ଣ ହୋଇଉଠିଥିଲା। କଂଗ୍ରେସର ବୁଲୁ ଦାନୀ ଓ ହିମାଂଶୁ ନାୟକ ଅଭିଯୋଗ ଉଠାଇଥିଲେ ଯେ, କରଙ୍ଗାକଟା ବନ୍ଧର ମାଟି ଉଠାଯାଇ ବାହାରକୁ ନେବା ବଦଳରେ ବନ୍ଧ ଭିତରେ ପୋତା ଯାଉଛି । ବ୍ରାହ୍ମଣପଡା ପଟକୁ ଥିବା ଆଡିତଳେ ମାଟି ପକାଯାଉଛି। ଦୁର୍ନୀତି କରାଯାଇ ମାଟିଉନ୍ନତିକରଣ ଦର୍ଶାଯାଉଥିବା କଂଗ୍ରେସ ଅଭିଯୋଗ ଉଠାଇ ପ୍ରଶାସନ ଏହାର ତଦନ୍ତ କରିବାକୁ ଦାବି କରିଥିଲା । ଶହଶହ ସଂଖ୍ୟାରେ କଂଗ୍ରେସଦଳର କର୍ମୀ ମାନେ ସାମିଲ ହୋଇ ପୌରପାଳିକା ବିରୁଦ୍ଧରେ ନାରାବାଜି କରିଥିଲେ । ଏହି ଦୁର୍ନୀତିର ତଦନ୍ତ କରିବାକୁ କଂଗ୍ରେସ ପକ୍ଷରୁ ତହସିଲଦାର ଲଗ୍ନଜିତ ବେହେରା ଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ତେବେ ଏହି ଧାରଣା ଚାଲିଥିବା ବେଳେ ବିଜେଡିଦଳର ପୌରାଧ୍ୟକ୍ଷା ଲିକା ସାହୁ,ଉପାଧ୍ୟକ୍ଷା ଗାୟତ୍ରୀ ଭୋଇ ଓ ସ୍ଥାନୀୟ କାଉନସିଲର ନନ୍ଦିନୀ ପୋଢ ତଥା ଅନ୍ୟାନ୍ୟ କାଉନସିଲରଙ୍କ ସହ ଶତାଧିକ ମହିଳା ଆସି କଂଗ୍ରେସଦଳ ବଲାଙ୍ଗୀର ବିକାଶରେ ବାଧକ ସାଜୁଛନ୍ତି ବୋଲି ପ୍ରତ୍ୟାରୋପ କରିଥିଲେ । ସହରରେ ପୌରପାଳିକା ଏକ ଐତିହାସିକ ପଦକ୍ଷେପ ନେଇ ୧୧ଟି ବନ୍ଧର ପୁନଃରୁଦ୍ଧାର କାମ କରୁଥିବା ବେଳେ କଂଗ୍ରେସଦଳ ଅସହିଷ୍ଣୁ ହୋଇ ଦ୍ୱର୍ନୀତି ଆରୋପ ଆଣି କାମରେ ବାଧା ଦେବାକୁ ଚେଷ୍ଟା କରୁଛି ବୋଲି ପୌରାଧ୍ୟକ୍ଷା ଅଭିଯୋଗ ଉଠାଇଛନ୍ତି । ବ୍ରାହ୍ମଣପଡା ପଟେ ବନ୍ଧଆଡି ଛୋରଥିବାରୁ ଆଗକୁ ପେରିଫେରିଆଲ ସୌନ୍ଦର୍ଯ୍ୟକରଣ କରିବାକୁ ସେପଟର ଆଡିକୁ

ଚଉଡା କରାଯାଇ ମଜବୁତ କରାଯାଉଛି । ତାକୁ ବାହାନା କରି କଂଗ୍ରେସଦଳ ଦୁର୍ନୀତି ଅଭିଯୋଗ ଆଣୁଛି । ବରଂ ନରସିଂହ ବିଧାୟକ ଥିବା ବେଳେ ନୀରିହ ଲୋକଙ୍କ ଘରଭଙ୍ଗାଇ କିଛି ଉନ୍ନତିମୂଳକ କାମ କରାଇଲେ ନାହିଁ । ଏବେ ବିକାଶ କାମକୁ ସେ ସହି ପାରୁନାହାଁନ୍ତି । ନରସିଂହ ମିଶ୍ରଙ୍କ ସମୟରେ ଲକ୍ଷ୍ମୀଯୋର କାମରେ ମହାଦୁର୍ନୀତି ହୋଇଥିବା ବିଜେଡି ଅଭିଯୋଗ ଉଠାଇଛି । ଏହି ପ୍ରସଙ୍ଗ ଉଠାଇ ବିଜେଡିଦଳର ମହିଳାମାନେ ନରସିଂହ ମିଶ୍ରଙ୍କ ବିରୁଦ୍ଧରେ ପ୍ରବଳ ନାରାବାଜି କରିଥିଲେ । ଫଳରେ ଉଭୟ କଂଗ୍ରେସଦଳ ଓ ବିଜେଡିଦଳର କର୍ମିଙ୍କ ନାରାବାଜିରେ ନରସିଂହବନ୍ଧ ଆଡି କିଛି ସମୟ ଉତ୍ତେଜନା ପୂର୍ଣ୍ଣ ରହିଥିଲା । ବଲାଙ୍ଗୀର ଏସଡିପିଓ ସରୋଜ ଉପାଧ୍ୟାୟ ଓ ଆଇଆଇସି ଅବନୀ ସାହୁ ପୋଲିସ ଟିମ୍ ସହ ଉପସ୍ଥିତ ରହି ପରିସ୍ଥିତିକୁ ଆୟତ୍ତ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026
  ଜିଲ୍ଲା  
ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ   13-Sep-2026
  ଜିଲ୍ଲା  
କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026
  ଜିଲ୍ଲା  
କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   13-Sep-2026
  ଜିଲ୍ଲା  
ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   13-Sep-2026
  ଜିଲ୍ଲା  
ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ   13-Sep-2026
  ଜିଲ୍ଲା  
ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି   13-Sep-2026
  ଜିଲ୍ଲା  
ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   13-Sep-2026
  ଜିଲ୍ଲା  
ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   13-Sep-2026
  ଜିଲ୍ଲା  
ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   13-Sep-2026

You Might Also Like